Sydney Terror Attack : ଦୁଇଟି ଆତଙ୍କବାଦୀ ଆକ୍ରମଣରେ ଅଳ୍ପକେ ବର୍ତ୍ତିଯାଇଥିବା ବ୍ୟକ୍ତି

Advertisment

ଅଷ୍ଟ୍ରେଲିଆର ସିଡନୀରେ ରବିବାର ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ବିଶ୍ବରେ ଚିନ୍ତା ଓ କ୍ରୋଧ ପ୍ରଧାନ ପାଇଛି । ଏସବୁ ମଧ୍ୟରେ ଏକ ଚମତ୍କାର ଘଟଣା ଘଟିଛି । ଜଣେ ଇହୁଦି ବ୍ୟକ୍ତି ଆଶ୍ଚର୍ଯ୍ୟଜନକଭାବେ ବଞ୍ଚିଯାଇଛନ୍ତି । ତାଙ୍କ ନାଁ ହେଉଛି ଆର୍ସେନ୍ ଓଷ୍ଟ୍ରୋଭସ୍କି ।

ଅଷ୍ଟ୍ରେଲିଆର ସିଡନୀରେ ରବିବାର ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ବିଶ୍ବରେ ଚିନ୍ତା ଓ କ୍ରୋଧ ପ୍ରଧାନ ପାଇଛି । ଏସବୁ ମଧ୍ୟରେ ଏକ ଚମତ୍କାର ଘଟଣା ଘଟିଛି । ଜଣେ ଇହୁଦି ବ୍ୟକ୍ତି ଆଶ୍ଚର୍ଯ୍ୟଜନକଭାବେ ବଞ୍ଚିଯାଇଛନ୍ତି । ତାଙ୍କ ନାଁ ହେଉଛି ଆର୍ସେନ୍ ଓଷ୍ଟ୍ରୋଭସ୍କି ।

Arsen Ostrovsky

Arsen Ostrovsky Photograph: (@Ostrov_A)

Sydney Terro Attack : ଅଷ୍ଟ୍ରେଲିଆର ସିଡନୀରେ ରବିବାର ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ବିଶ୍ବରେ ଚିନ୍ତା ଓ କ୍ରୋଧ ପ୍ରଧାନ ପାଇଛି । ଏସବୁ ମଧ୍ୟରେ ଏକ ଚମତ୍କାର ଘଟଣା ଘଟିଛି । ଜଣେ ଇହୁଦି ବ୍ୟକ୍ତି ଆଶ୍ଚର୍ଯ୍ୟଜନକଭାବେ ବଞ୍ଚିଯାଇଛନ୍ତି । ତାଙ୍କ ନାଁ ହେଉଛି ଆର୍ସେନ୍ ଓଷ୍ଟ୍ରୋଭସ୍କି । ସେ ୨୦୨୩ ଅକ୍ଟୋବର ୭ରେ ହୋଇଥିବା ହମାସ ଆକ୍ରମଣରେ ବି ବର୍ତ୍ତିଯାଇଥିଲେ ।

ଆହୁରି ପଢନ୍ତୁ : Bank Complain: ବ୍ୟାଙ୍କ ଶୁଣୁନାହିଁ କି ଆପଣଙ୍କ କଥା! ଏଠାରେ କରନ୍ତୁ ଅଭିଯୋଗ

ଗୁଳି ତାଙ୍କ କାନକୁ ଛୁଇଁ ଚାଲିଯାଇଥିଲା, କିନ୍ତୁ ସେ ବର୍ତ୍ତିଯାଇଛନ୍ତି । କିନ୍ତୁ ତାଙ୍କର ଏହି ବର୍ତ୍ତିଯିବାକୁ ଚମତ୍କାର ବୋଲି କାହିଁକି କୁହାଯାଉଛି ? ଏହାର କାରଣ ହେଉଛି ଠିକ ୨ ବର୍ଷ ପୂର୍ବେ ୨୦୨୩ରେ ଇସ୍ରାଏଲରେ ହୋଇଥିବା ହମାସର ଆତଙ୍କବାଦୀ ଆକ୍ରମଣରେ ବି ସେ ଆଶ୍ଚର୍ଯ୍ୟଜନକଭାବେ ବର୍ତ୍ତିଯାଇଥିଲେ ।  

ଆହୁରି ପଢନ୍ତୁ :  AIIMS–ICMR Study : ଯୁବପିଢିଙ୍କ ମଧ୍ୟରେ ବଢୁଥିବା ଅକାଳ ମୃତ୍ୟୁ ସହ କୋଭିଡ୍ ଟୀକାର ସମ୍ପର୍କ ନାହିଁ

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଆର୍ସେନ୍ ଓଷ୍ଟ୍ରୋଭସ୍କି ଲେଖିଛନ୍ତି, "ମୁଁ ୨୦୨୩ ଅକ୍ଟୋବର ୭ ତାରିଖରେ ଘଟିଥିବା ଆତଙ୍କୀ ଘଟଣାରୁ ବି ବଞ୍ଚିଯାଇଥିଲି। ଅଷ୍ଟ୍ରେଲିଆରେ ଏପରି ଭୟଙ୍କର ଦୃଶ୍ୟ ଦେଖାଯିବ ବୋଲି ମୁଁ କେବେ କଳ୍ପନା କରି ନଥିଲି। ଗୁଳି ମୋ ମୁଣ୍ଡରେ ବାଜିଥିଲା। ଡାକ୍ତରମାନେ କହିଛନ୍ତି ଯେ ମୋର ବଞ୍ଚିବା ଏକ ଚମତ୍କାରଠାରୁ କମ୍ ନୁହେଁ, କିନ୍ତୁ ସୁସ୍ଥ ହେବା ପାଇଁ ସମୟ ଲାଗିବ। ଆଜି ହନୁକାହର ପ୍ରଥମ ରାତି। ଅନ୍ଧାର ଏବଂ ଘୃଣାର ଶକ୍ତି କେବେ ଜିତିପାରିବ ନାହିଁ। ଆମେ ବିଜୟୀ ହେବୁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe