ସିବିଏସ୍ଇର କଠୋର ପଦକ୍ଷେପ: ଡମି କ୍ଲାସ୍ ମାମଲାରେ ଦିଲ୍ଲୀ-ରାଜସ୍ଥାନର ୨୧ ବିଦ୍ୟାଳୟର ମାନ୍ୟତା ରଦ୍ଦ

Advertisment

ସିବିଏସ୍ଇ ପକ୍ଷରୁ ଦିଲ୍ଲୀ ଏବଂ ରାଜସ୍ଥାନର ୨୧ଟି ବିଦ୍ୟାଳୟର ମାନ୍ୟତା ରଦ୍ଦ କରାଯାଇଛି। ଏହି ବିଦ୍ୟାଳୟଗୁଡ଼ିକ ବିରୁଦ୍ଧରେ ଡମି କ୍ଲାସ୍ ନେଇ କ୍ରମାଗତ ଅଭିଯୋଗ ମିଳିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି...

ସିବିଏସ୍ଇ ପକ୍ଷରୁ ଦିଲ୍ଲୀ ଏବଂ ରାଜସ୍ଥାନର ୨୧ଟି ବିଦ୍ୟାଳୟର ମାନ୍ୟତା ରଦ୍ଦ କରାଯାଇଛି। ଏହି ବିଦ୍ୟାଳୟଗୁଡ଼ିକ ବିରୁଦ୍ଧରେ ଡମି କ୍ଲାସ୍ ନେଇ କ୍ରମାଗତ ଅଭିଯୋଗ ମିଳିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି...

8amnnxzapa

ନୂଆଦିଲ୍ଲୀ: ପିଲାମାନଙ୍କର ଶିକ୍ଷାକୁ ନେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍ଇ) ଏକ ବଡ ପଦକ୍ଷେପ ନେଇଛି। ଦିଲ୍ଲୀ ଏବଂ ରାଜସ୍ଥାନର ୨୧ ବିଦ୍ୟାଳୟରେ ଯାଞ୍ଚ କରାଯାଇଥିଲା। ସେସବୁ ବିଦ୍ୟାଳୟ ବିରୁଦ୍ଧରେ କ୍ରମାଗତ ଅଭିଯୋଗ ମିଳିଥିଲା। ଏହି ବିଦ୍ୟାଳୟଗୁଡ଼ିକ ବିରୁଦ୍ଧରେ ଡମି କ୍ଲାସ୍ ଅଭିଯୋଗ ହୋଇଥିଲା। ଅଭିଯୋଗ ମିଳିବା  ପରେ ସିବିଏସ୍ଇ ପକ୍ଷରୁ ଏହି ବିଦ୍ୟାଳୟଗୁଡ଼ିକର ଯାଞ୍ଚ୍ କରାଯାଇ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। 

ଅଧିକ ପଢ଼ନ୍ତୁ: ସୁଲଭ ଶିକ୍ଷା ଋଣ: ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ

 ଡାଉନଗ୍ରେଡ୍ ହୋଇଥିବା ବିଦ୍ୟାଳୟ

https://www.cbse.gov.in/cbsenew/downgraded.html

୧-ଆଦର୍ଶ ଜୈନ ଧାର୍ମିକ ଶିକ୍ଷା ସଦନ, ନଜଫଗଡ, ନୂଆଦିଲ୍ଲୀ
୨-ବି.ଏସ୍.ଅନ୍ତର୍ଜାତୀୟ ବିଦ୍ୟାଳୟ, ନିଲୋଠି ଏକ୍ସଟେନସନ, ଦିଲ୍ଲୀ
୩- ଭାରତ ମାତା ସରସ୍ୱତୀ ବାଲ ମନ୍ଦିର, ନରେଲା, ଦିଲ୍ଲୀ
୪-ଚୌଧୁରୀ ବଲଦେବ ସିଂ ମଡେଲ ସ୍କୁଲ, ଜିଲ୍ଲା ଉତ୍ତର ପଶ୍ଚିମ, ଦିଲ୍ଲୀ 
୫-ଧ୍ରୁବ ପବ୍ଲିକ୍ ସ୍କୁଲ୍, ଜୟ ବିହାର, ନୂଆଦିଲ୍ଲୀ 
୬-ନବୀନ ପବ୍ଲିକ୍ ସ୍କୁଲ୍, ନାଙ୍ଗଲୋଇ ଦିଲ୍ଲୀ 

ଅଧିକ ପଢ଼ନ୍ତୁ: ମିଳିତ ଜାତିସଂଘ ସାଧାରଣ ସଭାରେ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe