DNA Test Confirms Terrorist Umar: ଦିଲ୍ଲୀ ବିସ୍ଫୋରଣର ବଡ଼ ଖୁଲାସା: i20 କାର ଚଳାଉଥିଲା ଆତଙ୍କବାଦୀ ଉମର, DNA ପରୀକ୍ଷାରୁ ସ୍ପଷ୍ଟ

Advertisment

ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ବିସ୍ଫୋରଣରେ ୧୨ ଜଣଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ଉମର ବୋଲି ଜଣାପଡିଛି। କାରରେ ମିଳିଥିବା ମୃତଦେହର ଡିଏନଏ ଉମରଙ୍କ ମାଆ ଏବଂ ଭାଇଙ୍କ ନମୁନା ସହିତ ମେଳ ଖାଉଛି, ଯାହା ସ୍ପଷ୍ଟ କରିଛି ଯେ ଉମର ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରକାରୀ...

ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ବିସ୍ଫୋରଣରେ ୧୨ ଜଣଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ଉମର ବୋଲି ଜଣାପଡିଛି। କାରରେ ମିଳିଥିବା ମୃତଦେହର ଡିଏନଏ ଉମରଙ୍କ ମାଆ ଏବଂ ଭାଇଙ୍କ ନମୁନା ସହିତ ମେଳ ଖାଉଛି, ଯାହା ସ୍ପଷ୍ଟ କରିଛି ଯେ ଉମର ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରକାରୀ...

Delhi blasts big reveal: Terrorist Umar was driving i20 car blast, DNA test clear

Delhi blasts big reveal: Terrorist Umar was driving i20 car blast, DNA test clear Photograph: (sambad.in)

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ନୂଆ ଅପଡେଟ୍ ଆସିଛି। ଦିଲ୍ଲୀ ବିସ୍ଫୋରଣ ମାମଲାରେ ଏକ ସତ୍ୟ ଜଣାପଡ଼ିଛି। ବିସ୍ଫୋରଣ ହୋଇଥିବା I20 କାରରୁ ମିଳିଥିବା ମୃତଦେହର DNA ପରୀକ୍ଷା ରିପୋର୍ଟ ଆସିଛି,। ଯାହା ପ୍ରକାଶ କରିଛି ଯେ, ମୃତଦେହଟି ଆତଙ୍କବାଦୀ ଉମରଙ୍କର। ସେ କାର ଚଲାଉଥିଲେ।

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣର ହ୍ୟାଣ୍ଡଲର UKASA ତୁର୍କୀର ଅଙ୍କାରାରେ ଥିଲା ଏବଂ ଆତଙ୍କବାଦୀମାନେ ସେସନ୍ ଆପ୍ ମାଧ୍ୟମରେ ତାଙ୍କ ସହିତ ଯୋଗାଯୋଗରେ ଥିଲେ। ଏହି ଖୁଲାସା ସ୍ପଷ୍ଟ କରିଛି ଉମର ହିଁ ଏହି ଘଟଣା ଘଟାଇଥିଲେ, ଯେଉଁଥିରେ ୧୨ ଜଣଙ୍କର ଜୀବନ ଯାଇଥିଲା।

ଆହୁରି ପଢ଼ନ୍ତୁ:Delhi Blasts Pakistan Connection: ଦିଲ୍ଲୀ ବିସ୍ଫୋରଣର ଚେର ପାକିସ୍ତାନକୁ ଲମ୍ବିଛି: ସନ୍ଦିଗ୍ଧଙ୍କୁ ପଚରାଉଚରାରେ ଜୈସ୍ ଆତଙ୍କବାଦୀ ଲିଙ୍କ୍

ହ୍ବାଇଟ୍  କୋଲାର  ଟେରର ମଡ୍ୟୁଲ୍

ହ୍ବାଇଟ୍  କୋଲାର  ଟେରର ମଡ୍ୟୁଲ୍ କୁ ବିପଦପୂର୍ଣ୍ଣ ବୋଲି ବର୍ଣ୍ଣନା କରାଯାଇଛି। କାରଣ ଏଥିରେ ଡାକ୍ତରଙ୍କ ଭଳି ଅତ୍ୟନ୍ତ ସମ୍ମାନିତ ବୃତ୍ତିର ବ୍ୟକ୍ତିମାନେ ସାମିଲ ଅଛନ୍ତି, ଯେଉଁମାନେ ପାକିସ୍ତାନରେ ଜୈସ୍-ଏ-ମହମ୍ମଦ ଆତଙ୍କବାଦୀଙ୍କ ସହ ମଧ୍ୟ ଯୋଗାଯୋଗରେ ଥିଲେ।

ଆହୁରି ପଢ଼ନ୍ତୁ:Delhi Blast plot Al Falah University: ଦିଲ୍ଲୀ କାର୍ ବିସ୍ଫୋରଣ: ଆଲ୍-ଫଲାହ ବିଶ୍ୱବିଦ୍ୟାଳୟର ବିଲ୍ଡିଂ ନମ୍ବର ୧୭, ରୁମ୍ ନମ୍ବର ୧୩ରେ ରଚାଯାଇଥିଲା ଷଡ଼ଯନ୍ତ୍ର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe