Donald Trump, PM Modi: ମୋଦୀଙ୍କୁ ଜଣାଥିଲା ମୁଁ ଖୁସି ନାହିଁ ବୋଲି… ଭାରତ ଉପରେ ପୁଣି ବଢିପାରେ ଟାରିଫ- ଧମକାଇଲେ ଟ୍ରମ୍ପ

Advertisment

ରୁଷ ଠାରୁ ତେଲ କ୍ରୟକୁ ନେଇ ଟ୍ରମ୍ପଙ୍କ ଧମକ । ପୁଣି ଥରେ ଟାରିଫ ଆକ୍ରମଣ ନେଇ ଡରାଇଲେ ଡୋନାଲ୍ଡ । କହିଲେ ଭାରତ ଉପରେ ଆହୁରି ବଢିପାରେ ଟାରିଫ୍ । ସେମାନେ ବାଣିଜ୍ୟ କରନ୍ତୁ ମାତ୍ର ଆମେ ଟାରିଫ ବଢାଇବୁ...

ରୁଷ ଠାରୁ ତେଲ କ୍ରୟକୁ ନେଇ ଟ୍ରମ୍ପଙ୍କ ଧମକ । ପୁଣି ଥରେ ଟାରିଫ ଆକ୍ରମଣ ନେଇ ଡରାଇଲେ ଡୋନାଲ୍ଡ । କହିଲେ ଭାରତ ଉପରେ ଆହୁରି ବଢିପାରେ ଟାରିଫ୍ । ସେମାନେ ବାଣିଜ୍ୟ କରନ୍ତୁ ମାତ୍ର ଆମେ ଟାରିଫ ବଢାଇବୁ...

Donald Trump

Donald Trump Photograph: (Sambad.in)

ନୂଆଦିଲ୍ଲୀ: ରୁଷ ଠାରୁ ତେଲ କ୍ରୟକୁ ନେଇ ଟ୍ରମ୍ପଙ୍କ ଧମକ । ପୁଣି ଥରେ ଟାରିଫ ଆକ୍ରମଣ ନେଇ ଡରାଇଲେ ଡୋନାଲ୍ଡ । କହିଲେ ଭାରତ ଉପରେ ଆହୁରି ବଢିପାରେ ଟାରିଫ୍ । ସେମାନେ ବାଣିଜ୍ୟ କରନ୍ତୁ ମାତ୍ର ଆମେ ଟାରିଫ ବଢାଇବୁ ବୋଲି ଚେତାବନୀ ଦେଇଛନ୍ତି ଟ୍ରମ୍ପ । 

ଆହୁରି ପଢନ୍ତୁ- X Platform, AI PHOTO: ଅଶ୍ଳୀଳ ଓ ଅପରାଧିକ କଣ୍ଟେଣ୍ଟ ପୋଷ୍ଟ କଲେ ବନ୍ଦ ହେବ ଆକାଉଣ୍ଟ: ୟୁଜର୍ସଙ୍କୁ କଡ଼ା ଚେତାବନୀ ଦେଲା ଏକ୍ସ

ଆହୁରି ପଢନ୍ତୁ- 3 Thieves Arrested ଦୁଇ ମହିଳାଙ୍କ ସହ ତିନି ଚୋରଙ୍କୁ ବାନ୍ଧିଲା ପୁଲିସ: ସୁନାଗହଣା, ନଗଦ ୧.୮ ଲକ୍ଷ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ

ଭାରତର ରୁଷୀୟ ତୈଳ ଆମଦାନୀ ବିଷୟରେ ମିଡିଆକୁ ପ୍ରତିକ୍ରିୟା ଦେବାକୁ ଯାଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କୁ ପ୍ରଶଂସା କରିଛନ୍ତି ଆଉ କହିଛନ୍ତି- ସେମାନେ ମୋତେ ଖୁସି କରିବାକୁ ଚାହୁଁଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଜଣେ ବହୁତ ଭଲ ଲୋକ। ସେ ଜଣେ ଭଲ ମଣିଷ । ସେ ଜଣାଥିଲା ଯେ ମୁଁ ଖୁସି ନାହିଁ ବୋଲି । ତେଣୁ ମୋତେ ଖୁସି କରିବାର ଥିଲା। ଖୁବଶୀଘ୍ର ସେମାନଙ୍କ ଉପରେ ଶୁଳ୍କ ବୃଦ୍ଧି କରିପାରିବା... ବୋଲି ଟ୍ରମ୍ପ କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe