ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳର ପ୍ରାରମ୍ଭିକ ଧାରା ଅନୁଯାୟୀ ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନ ପାଇଁ ବିଜେପି ନେତୃତ୍ବାଧୀନ ଏନଡିଏ ଏବଂ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଜାରି ରହିଥିଲା। ତେବେ ପରବର୍ତ୍ତୀ ସମୟରେ ଧାରାରେ ବଡ଼ ପରିବର୍ତ୍ତନ ଆସିଛି।
ତାଙ୍କ ପାଇଁ ଏସବୁ କରାଯାଇଛି। ମୁମ୍ବାଇ ଗୌତମ ଆଦାନୀଙ୍କ ପକେଟକୁ ଯାଉଛି। ଆମେ ମହାରାଷ୍ଟ୍ରର ଲୋକଙ୍କ ମନକଥା ଜାଣିଥିଲୁ। ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ନୋଟ୍ ମେସିନ୍ ସ୍ଥାପନ କରାଯାଇଥିଲା। ରାଜ୍ୟର ସରକାର ଅସାଧୁ କିନ୍ତୁ ଜନସାଧାରଣଙ୍କର ନୈତିକତା ରହିଛି ବୋଲି କହିଛନ୍ତି।
ଅଧିକ ପଢ଼ନ୍ତୁ: ୱାୟନାଡ଼ରେ ପ୍ରିୟଙ୍କା ଆଗରେ
Follow Us