OSRTC Interstate Express catches fire: ସାଲୁର ଘାଟିରେ ହୁତୁହୁତୁ ହୋଇ ଜଳିଲା ଓଏସଆରଟିସି ଇଣ୍ଟରଷ୍ଟେଟ୍ ଏକ୍ସପ୍ରେସ୍, ସମସ୍ତ ଯାତ୍ରୀ ସୁରକ୍ଷିତ

Advertisment

ସାଲୁର ଘାଟିରେ ଓଏସଆରଟିସି ଇଣ୍ଟରଷ୍ଟେଟ୍ ଏକ୍ସପ୍ରେସ୍ ବସ୍‌ରେ ହଠାତ୍ ନିଆଁ ଲାଗିଯାଇଛି।ବସ୍‌ଟି ବିଶାଖାପାଟଣାରୁ ବାହାରି ଜୟପୁର ଅଭିମୁଖେ ଆସୁଥିବା ବେଳେ ଏଭଳି ଅଘଟଣ ଘଟିଛି....

ସାଲୁର ଘାଟିରେ ଓଏସଆରଟିସି ଇଣ୍ଟରଷ୍ଟେଟ୍ ଏକ୍ସପ୍ରେସ୍ ବସ୍‌ରେ ହଠାତ୍ ନିଆଁ ଲାଗିଯାଇଛି।ବସ୍‌ଟି ବିଶାଖାପାଟଣାରୁ ବାହାରି ଜୟପୁର ଅଭିମୁଖେ ଆସୁଥିବା ବେଳେ ଏଭଳି ଅଘଟଣ ଘଟିଛି....

OSRTC Interstate Express catches fire at Salur Ghat, all passengers safe

OSRTC Interstate Express catches fire at Salur Ghat, all passengers safe Photograph: (sambad.in)

ସାରୁଲ: ସାଲୁର ଘାଟିରେ ଓଏସଆରଟିସି(Odisha State Road Transport Corporation) ଇଣ୍ଟରଷ୍ଟେଟ୍ ଏକ୍ସପ୍ରେସ୍ ବସ୍‌ରେ ହଠାତ୍ ନିଆଁ ଲାଗିଯାଇଛି।ବସ୍‌ଟି ବିଶାଖାପାଟଣାରୁ ବାହାରି ଜୟପୁର ଅଭିମୁଖେ ଆସୁଥିବା ବେଳେ ଏଭଳି ଅଘଟଣ ଘଟିଛି।

ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସ୍‌ଟି ହୁତୁହୁତୁ  ହୋଇ ଜଳି ଯାଇଥିଲା। ଘଟଣା ସ୍ଥଳରେ ଆନ୍ଧ୍ର ସାଲୁର ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହିତ ତଦନ୍ତ ଆରମ୍ଭ କରିଛି।  

ଆହୁରି ପଢ଼ନ୍ତୁ:Bihar Election 2025 Phase 1 Voting: ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନ ପାଇଁ ଭୋଟିଂ ଜାରି

ସେପ୍ଟେମ୍ବର ୨୦୨୫ରେ ଜୟପୁରରୁ ଅନୁଗୁଳ ଯାଉଥିବା ସମୟରେ କାଉଡୋଲା ଷ୍ଟପରେ ଏକ OSRTC ବସ୍ ନିଆଁ ଲାଗିଯାଇଥିଲା, କିନ୍ତୁ ସମସ୍ତେ ସୁରକ୍ଷିତ ଥିଲେ। ଏପ୍ରିଲ ୨୦୨୨ରେ ନୟାଗଡର ଟାକରା ଘାଟିରେ ଏକ OSRTC ବସ୍ ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା, ଯାହା ଫଳରେ ଜଣେ ମୃତ୍ୟୁବରଣ କରିଥିଲେ ଏବଂ ୨୦ ଜଣ ଆହତ ହୋଇଥିଲେ।  

ଫେବ୍ରୁଆରି ୨୦୨୩ରେ, ଘନ କୁହୁଡ଼ି ଯୋଗୁ ଉମୁରି ନିକଟରେ NH 26ରେ ଏକ OSRTC ବସ୍ ଓଲଟି ପଡ଼ିଥିଲା, ଯେଉଁଥିରେ ପାଞ୍ଚ ଜଣ ଆହତ ହୋଇଥିଲେ।

ଆହୁରି ପଢ଼ନ୍ତୁ:Bihar Elections-2025: ମୁସଲିମ୍ ବହୁଳ ନିର୍ବାଚନମଣ୍ଡଳୀରେ ମଧ୍ୟ ଏନଡିଏର ପ୍ରାଧାନ୍ୟ ବିସ୍ତାର


ପ୍ରଶାନ୍ତ ଦାଶ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe