Advertisment

Tamil Nadu Assembly Election : ତାମିଲନାଡ଼ୁ ବିଧାନସଭା ନିର୍ବାଚନ, କଂଗ୍ରେସକୁ ୨୮ ଆସନ ଦେଇପାରେ ଡିଏମ୍‌କେ

Advertisment

ଆଗାମୀ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପାଇଁ ଆସନ ବଣ୍ଟନକୁ ନେଇ କଂଗ୍ରେସ ଓ ଡିଏମ୍‌କେ ମୁହାଁମୁହିଁ ହୋଇଛନ୍ତି। ଡିଏମ୍‌କେ କଂଗ୍ରେସକୁ ୨୮ଟି ଆସନ ଦେଇପାରେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଶାସକ ଦଳ ଆଗାମୀ କିଛି ଦିନ ମଧ୍ୟରେ ଏନେଇ କଂଗ୍ରେସକୁ ଆଲୋଚନାକୁ ଡାକିପାରେ।

Tamil Nadu Assembly Election

Tamil Nadu Assembly Election Photograph: (SAMBAD.IN)

ଚେନ୍ନାଇ: ଆଗାମୀ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପାଇଁ ଆସନ ବଣ୍ଟନକୁ ନେଇ କଂଗ୍ରେସ ଓ ଡିଏମ୍‌କେ ମୁହାଁମୁହିଁ ହୋଇଛନ୍ତି। ଡିଏମ୍‌କେ କଂଗ୍ରେସକୁ ୨୮ଟି ଆସନ ଦେଇପାରେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଶାସକ ଦଳ ଆଗାମୀ କିଛି ଦିନ ମଧ୍ୟରେ ଏନେଇ କଂଗ୍ରେସକୁ ଆଲୋଚନାକୁ ଡାକିପାରେ। ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଆରମ୍ଭ ହେବା ପୂର୍ବରୁ ସପ୍ତାହ ମଧ୍ୟରେ ଡିଏମ୍‌କେ ଏହାର ସମସ୍ତ ସହଯୋଗୀ ଦଳ ସହିତ ଆସନ ବଣ୍ଟନ ନେଇ ଆଲୋଚନା କରିପାରେ। ତାମିଲନାଡ଼ୁର ୬ ଟି ରାଜ୍ୟସଭା ଆସନ ଏଥର ଖାଲି ପଡ଼ିଛି। ତେବେ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଓ ଡିଏମ୍‌କେ ଆସନ ବଣ୍ଟନ ନେଇ କୌଣସି ନିଷ୍କର୍ସରେ ପହଞ୍ଚି ପାରିନାହାନ୍ତି।

ଆହୁରି ପଢନ୍ତୁ - Kerala Story 2: ହାଇକୋର୍ଟଙ୍କ ରୋକ୍‌ ପରେ ବି ‘କେରଳ ଷ୍ଟୋରୀ-୨’ ଟିକେଟ ବୁକିଂ ଜାରି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe