5 Critical Bomb Explosion ମକର ସଂକ୍ରାନ୍ତିରେ ଅଘଟଣ, ବାଣ ବିସ୍ଫୋରଣ ହୋଇ ୫ ଗୁରୁତର

Advertisment

ମଧ୍ୟରାତ୍ରୀରେ ଭୋଗି ଉପଲକ୍ଷେ  କୌଣସି କାରଣରୁ ବାଣ ରହିଥିବା ସ୍ଥାନରେ ନିଆଁ ଲାଗିଯିବା ଫଳରେ ବିସ୍ଫୋରଣ ହୋଇଥିଲା। explosion ଫଳରେ ୫ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି ।

ମଧ୍ୟରାତ୍ରୀରେ ଭୋଗି ଉପଲକ୍ଷେ  କୌଣସି କାରଣରୁ ବାଣ ରହିଥିବା ସ୍ଥାନରେ ନିଆଁ ଲାଗିଯିବା ଫଳରେ ବିସ୍ଫୋରଣ ହୋଇଥିଲା। explosion ଫଳରେ ୫ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି ।

vgh

5 persons seriously injured in bomb explosion Photograph: (sambad.in)

ରାୟଗଡା: ବିଳମ୍ବିତ ରାତ୍ରିରେ ତେଲୁଗୁ ସଂପ୍ରଦାୟର ଲୋକ ମକର ସଂକ୍ରାନ୍ତି ଉପଲକ୍ଷେ ଭୋଗି ପାଳନ ଅବସରରେ ରାୟଗଡା ସହରରେ ଘଟିଛି ଅଘଟଣ। ସଂକ୍ରାନ୍ତି ପାଳନ ପାଇଁ  ରାୟଗଡା ସହର ୟେଦୁ ସାହି ଓ ମାଝି ସାହି ମଧ୍ୟରେ ସ୍ଥିତ ଗୋଟିଏ ଘରେ ବାଣ ତିଆରି କରୁଥିଲେ। ମଧ୍ୟରାତ୍ରୀରେ ଭୋଗି ଉପଲକ୍ଷେ  କୌଣସି କାରଣରୁ ବାଣ ରହିଥିବା ସ୍ଥାନରେ ନିଆଁ ଲାଗିଯିବା ଫଳରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଫଳରେ ୫ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଏଥିରେ ୨ଜଣ ନାବାଳକ ମଧ୍ୟ ରହିଥିବା କୁହାଯାଉଛି। 

୫ ଗୁରୁତର ବିଶାଖାପାଟଣା ସ୍ଥାନାନ୍ତର

ସ୍ଥାନୀୟ ଲ‌ୋକଙ୍କ ସହାୟତାରେ ଆହତମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ଅବସ୍ଥା ଗୁରୁତର ରହିଥିବାରୁ  ପ୍ରାଥମିକ ଚିକିତ୍ସା ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଏନେଇ ସାହି ଲୋକ କୌଣସି ସୂଚନା ଦେଉନଥିଲା ବ‌େଳେ ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe