Car Hits Truck 2 Death ଟ୍ରକ୍ ପଛରୁ ପିଟିଲା କାର୍: ବିଜେଡି ନେତାଙ୍କ ସମେତ ଦୁଇ ମୃତ, ଜଣେ ଗୁରୁତର

Advertisment

ଜାତୀୟ ରାଜପଥ-୫୫ର ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। truck ପଛରୁ ପିଟିଲା କାର୍। ଦୁଇ ମୃତ, ଜଣେ ଗୁରୁତୁର। ମୃତକଙ୍କ ମଧ୍ୟରେ ଅଛନ୍ତି ଛାତ୍ର ବିଜେଡି ନେତା ଅମିତ ସିକୁ।

ଜାତୀୟ ରାଜପଥ-୫୫ର ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। truck ପଛରୁ ପିଟିଲା କାର୍। ଦୁଇ ମୃତ, ଜଣେ ଗୁରୁତୁର। ମୃତକଙ୍କ ମଧ୍ୟରେ ଅଛନ୍ତି ଛାତ୍ର ବିଜେଡି ନେତା ଅମିତ ସିକୁ।

Untitled

car hits truck, 2 young men die, one injured Photograph: (sambad.in)

ଅନୁଗୁଳ: ଜାତୀୟ ରାଜପଥ-୫୫ର ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍ ପଛରୁ ପିଟିଲା କାର୍ଦୁଇ ମୃତ, ଜଣେ ଗୁରୁତର। ମୃତକଙ୍କ ମଧ୍ୟରେ ଅଛନ୍ତି ଛାତ୍ର ବିଜେଡି ନେତା ଅମିତ ସିକୁ।

ଟ୍ରକ୍‌ ଚାଳକ ଗାଡ଼ି ଛାଡ଼ି ଫେରାର 

ସୂଚନା ଅନୁଯାୟୀ ରାତି ପ୍ରାୟ ୧୨ଟା ୪୦ ମିନିଟ୍ ସମୟରେ ଏକ ହୋଣ୍ଡା ସିଟି କାରରେ ତିନିଜଣ ଯୁବକ ସମ୍ବଲପୁର ଅଭିମୁଖେ ଯାଉଥିଲେ। ସେମାନେ ତାଳଚେରରୁ ବାହାରି ମରାତିରା ଛକରେ ପହଞ୍ଚିବା ସମୟରେ ହଠାତ୍ ଏକ ପାଇପ୍ ବୋଝେଇ ଟ୍ରକ୍‌କୁ ପଛରୁ ପିଟି ହୋଇଥିଲା କାର୍। ଏହାଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଜଣେ ଗୁରୁତର ହୋଇଥିଲେ। ତେଣେ ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। 

ଆହୁରି ପଢ଼ନ୍ତୁ:  Naxal ACM ଗାଈ ଚରାଳିରୁ ନକ୍ସଲ ଏସିଏମ, ବାଟ ହୁଡ଼ିଥିବା ପୁଅର ଜୀବନ ରକ୍ଷା ପାଇଁ ବୃଦ୍ଧ ପିତାମାତାଙ୍କ ନିବେଦନ

ସ୍ଥାନୀୟ ଲୋକେ ଗୁରୁତର ଥିବା ସନ୍ଥପଡ଼ା ଗାଁର ଗୋପାଳଙ୍କୁ ତୁରନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଦୁଇ ମୃତକ ଏବଂ  ଗୁରୁତର ଯୁବକ ଏକ ବାହାଘର ଉତ୍ସବରେ ଯୋଗ ଦେବା ଲାଗି ସମ୍ବଲପୁର ଯାଉଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଗାଡ଼ିକୁ ଜବତ କରିବା ସହ ତଦନ୍ତ ଚଳାଇଛି।

ଆହୁରି ପଢ଼ନ୍ତୁ: Dharmendra Pradhan: ଓଡ଼ିଶାର ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ହେବ: ଧର୍ମେନ୍ଦ୍ର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe