Home Guard Dies Truck Hits: ଟ୍ରକ ଧକ୍କାରେ ସୋର ଥାନାର ହୋମଗାର୍ଡଙ୍କ ମୃତ୍ୟୁ

ଆଜି ସକାଳେ ଚାହା ପିଇବା ପାଇଁ ହୋମଗାର୍ଡ କଲେଜ ଛକ ନିକଟକୁ ଯାଇଥିବା ବେଳେ ସେଠାରୁ ଫେରିବା ସମୟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

home guard death

home guard death Photograph: (Sambad.in)

ସୋର: ସୋର ଥାନାରେ କାର୍ଯ୍ୟରେ ଜଣେ ହୋମଗାର୍ଡଙ୍କର ଟ୍ରକ ଧକ୍କାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ରୂପଖଣ୍ଡ ଗ୍ରାମର ସୁଶାନ୍ତ ସେଠୀ ସୋର ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଥିଲେ। ଆଜି ସକାଳେ ଚାହା ପିଇବା ପାଇଁ କଲେଜ ଛକ ନିକଟକୁ ଯାଇଥିବା ବେଳେ ସେଠାରୁ ଫେରିବା ସମୟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଡ୍ରାଇଭର ଓ ହେଲ୍ପର ଗିରଫ

ଜାତୀୟ ରାଜପଥ ପାଟ୍ରୋଲିଂ ଗାଡ଼ି ଟ୍ରକଟିକୁ ପିଛା କରି ସିମୁଳିଆ ନିକଟରୁ ଜବତ କରିବା ସହିତ ସୋର ପୁଲିସକୁ ହସ୍ତାନ୍ତର କରିଛି। ଟ୍ରକର ଡ୍ରାଇଭର ଓ ହେଲ୍ପରଙ୍କୁ ପୁଲିସ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: 92 overbridges to be built in Odisha: ଓଡ଼ିଶାରେ ହେବ ୯୨ ଓଭରବ୍ରିଜ୍‌: ସଂପୂର୍ଣ୍ଣ ଖର୍ଚ୍ଚ ବହନ କରିବ ରେଳ ମନ୍ତ୍ରଣାଳୟ

ଆହୁରି ପଢ଼ନ୍ତୁ: Paradip, Dhamra Port: ଜଳପଥ ପାଇଁ ୧୨,୨୦୦ କୋଟିର ଚୁକ୍ତି: ପାରାଦୀପ, ଧାମରା ବନ୍ଦର ସହିତ ମହାନଦୀ, ବ୍ରାହ୍ମଣୀ ଜଳପଥ ବିକାଶ

Accident | death | Balasore 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe