Leopard Karatapata Forest ଶିକାରୀ ଫାସରେ ପଡ଼ିଲା କଲରାପତରିଆ ବାଘ

Advertisment

ଅନୁଗୁଳ ରେଞ୍ଜ କରତପଟା ସେକ୍ସନର ଜଙ୍ଗଲରେ ଫାସରେ ପଡ଼ିଛି Leopard। ଆଜି ସକାଳେ ଘଟଣା ସମ୍ପର୍କରେ ଜଣା ପଡିଥିଲା। ଆଜି ବାଘର ଗର୍ଜନ ଶୁଣି ସ୍ଥାନୀୟ ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ।

ଅନୁଗୁଳ ରେଞ୍ଜ କରତପଟା ସେକ୍ସନର ଜଙ୍ଗଲରେ ଫାସରେ ପଡ଼ିଛି Leopard। ଆଜି ସକାଳେ ଘଟଣା ସମ୍ପର୍କରେ ଜଣା ପଡିଥିଲା। ଆଜି ବାଘର ଗର୍ଜନ ଶୁଣି ସ୍ଥାନୀୟ ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ।

Untitled

leopard at karatapata forest Photograph: (sambad.in)

ଅନୁଗୁଳ: ଅନୁଗୁଳ ରେଞ୍ଜ କରତପଟା ସେକ୍ସନର ଜଙ୍ଗଲରେ ଫାସରେ ପଡ଼ିଛି କଲରାପତରିଆ ବାଘ। ଗତକାଲି ରାତିରେ ଏହି ବାଘ ଶିକାରୀ ଫାସରେ ପଡ଼ିଥିବା ବେଳେ ଆଜି ସକାଳେ ଘଟଣା ସମ୍ପର୍କରେ ଜଣା ପଡିଥିଲା। ତେବେ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିବା ଜଣାପଡିଛି।

ସୂଚନା ମୁତାବକ, ଅନୁଗୁଳ ରେଞ୍ଜ କରତପଟା ସେକ୍ସନର ଜଙ୍ଗଲରେ ବିଭିନ୍ନ ସମୟରେ ବନ୍ୟଜନ୍ତୁ ବିପଦରେ ପଡୁଛନ୍ତି। ଗତକାଲି ରାତିରେ ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀ ଫାସ ବିଛାଇ ଥିବା ବେଳେ ବିଳମ୍ବିତ ରାତିରେ କଲରାପତରିଆ ବାଘ ଫାସରେ ପଡିଥିଲା।

ଆହୁରି ପଢନ୍ତୁ- Know about Mule Account: ଆପଣ ବି ମନି ମ୍ୟୁଲ୍‌ର ଶିକାର କି?

ଆଜି ବାଘର ଗର୍ଜନ ଶୁଣିଥିଲେ ସ୍ଥାନୀୟ ଲୋକମାନେ

ଆଜି ବାଘର ଗର୍ଜନ ଶୁଣି ସ୍ଥାନୀୟ ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ। ତେବେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଡାକ୍ତରୀ ଟିମ ସେଠାରେ ପହଞ୍ଚି ଟ୍ରାଙ୍କୁଲାଇଜ କରିବା ପରେ ଫାସରୁ ବାଘକୁ ଉଦ୍ଧାର କରାଯିବ। ତେବେ ଏପର୍ଯନ୍ତ ସେଠାରେ ଡାକ୍ତରୀ ଟିମ ପହଞ୍ଚିନଥିବା ଜଣାପଡିଛି।

ଆହୁରି ପଢନ୍ତୁ- Robbery Plan Foil: ଡକାୟତି ପାଇଁ ଯୋଜନା କରୁଥିଲେ ଦୁର୍ବୃତ୍ତ ,ମାଡ଼ି ବସିଲା ପୁଲିସ: ୬ ଗିରଫ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe