Bribe Samiti Member Imprisonment ଚାକିରି ସମୟରେ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଇଥିଲେ,  ସମିତି ସଭ୍ୟ ବେଳେ ଜେଲ ଗଲେ

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଖଣ୍ଡରା ପଞ୍ଚାୟତର ସମିତି ସଭ୍ୟ ରମାକାନ୍ତ ସେଠୀଙ୍କୁ ଦୁର୍ନୀତି  ମାମଲାରେ ସ୍ୱତନ୍ତ୍ର ଭିଜିଲାନ୍ସ courtପକ୍ଷରୁ ୪ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି।

NEW

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଖଣ୍ଡରା ପଞ୍ଚାୟତର ସମିତି ସଭ୍ୟ ରମାକାନ୍ତ ସେଠୀଙ୍କୁ ଦୁର୍ନୀତି ମାମଲାରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପକ୍ଷରୁ ୪ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଗତ ନଭେମ୍ବର ୨୫ ତାରିଖରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଶ୍ରୀ ସେଠୀଙ୍କୁ ଜେଲ ଦଣ୍ଡାଦେଶ ସହିତ ଜରିମାନାରେ ଦଣ୍ଡିତ କରିଛନ୍ତି। ଯାହାକୁ ନେଇ ଖଣ୍ଡରାରେ ପଞ୍ଚାୟତ ରାଜନୀତି ଉଷ୍ମ ହୋଇଛି।

ଭିଜିଲାନ୍ସ ହାତରେ ଧରାପଡିଥିଲେ ରମାକାନ୍ତ ସେଠୀ

ଯାଜପୁର ଶିକ୍ଷା ମଣ୍ଡଳରେ ଶ୍ରୀ ସେଠୀ ଛୁଟି ବାବଦ ଦରମା କରାଇ ଦେବା ପାଇଁ ୨୦୧୪ ମସିହାରେ ଜଣେ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ।

ଆହୁରି ପଢ଼ନ୍ତୁ: Statement BJP President Manmohan Samal ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଅନେକ ଲୋକ ବିଜେପିରେ ମିଶିବେ: ମନମୋହନ ସାମଲ

ସେହି ମାମଲା ବିଚାରଧୀନ ଥିବା ବେଳେ ସମିତିସଭ୍ୟ ଶ୍ରୀ ସେଠୀଙ୍କୁ ଜେଲ ଯିବାକୁ ପଡିଛି। ଯାହାକି ତାଙ୍କ ସଭ୍ୟ ପଦ ରଦ୍ଦ ହେବାକୁ ନେଇ ପଞ୍ଚାୟତ ରାଜନୀତି ଉଷ୍ମ ହୋଇଛି।

ଆହୁରି ପଢନ୍ତୁ: National Herald case: ନ୍ୟାସନାଲ୍‌ ହେରାଲ୍ଡ ମାମଲା: ରାହୁଲ-ସୋନିଆଙ୍କ ସଙ୍କଟ ବଢ଼ିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe