ବାଣୀବିହାର ରେଳଧାରଣା କଡ଼ରେ କ୍ଷତାକ୍ତ ମୃତଦେହ, ପୁଲିସର ତଦନ୍ତ ଆରମ୍ଭ

Advertisment

ପୁଣିଥରେ ରାଜଧାନୀ ଭୁବନେଶ୍ୱରରେ ରେଳଧାରଣାରେ ଜଣଙ୍କ ଜୀବନ ଯାଇଛି। ରେଳ ଧାରଣାରେ ପଡ଼ିଛି ଅଜଣା ଅଚିହ୍ନା ମୃତଦେହ। ବାଣୀବିହାର ରେଲୱେ ଷ୍ଟେସନ ନିକଟରେ ଏକ ଅଜଣା ମୃତଦେହ ଉଦ୍ଧାର କରାଯାଇଛି...

Updated On

ପୁଣିଥରେ ରାଜଧାନୀ ଭୁବନେଶ୍ୱରରେ ରେଳଧାରଣାରେ ଜଣଙ୍କ ଜୀବନ ଯାଇଛି। ରେଳ ଧାରଣାରେ ପଡ଼ିଛି ଅଜଣା ଅଚିହ୍ନା ମୃତଦେହ। ବାଣୀବିହାର ରେଲୱେ ଷ୍ଟେସନ ନିକଟରେ ଏକ ଅଜଣା ମୃତଦେହ ଉଦ୍ଧାର କରାଯାଇଛି...

ଅଦ୍ୟତନ ହୋଇଛି
WhatsApp Image 2024-11-17 at 4.00.43 PM

ଭୁବନେଶ୍ୱର: ପୁଣିଥରେ ରାଜଧାନୀ ଭୁବନେଶ୍ୱରରେ ରେଳଧାରଣାରେ ଜଣଙ୍କ ଜୀବନ ଯାଇଛି। ରେଳଧାରଣାରେ ପଡ଼ିଛି ଅଜଣା ଅଚିହ୍ନା ମୃତଦେହ। ବାଣୀବିହାର ରେଲୱେ ଷ୍ଟେସନ ନିକଟରେ ଏକ ଅଜଣା ମୃତଦେହ ଉଦ୍ଧାର କରାଯାଇଛି।

ଷ୍ଟେସନ ପାଖ ରେଳଧାରଣା କଡ଼ରେ ଜଣେ ବ୍ୟକ୍ତିଙ୍କର କ୍ଷତାକ୍ତ ମୃତଦେହ ଉଦ୍ଧାର କରିଛି ପୋଲିସ। ସାରା ଦେହରେ କ୍ଷତ ଚିହ୍ନ ଥିବାରୁ ସନ୍ଦେହ ବଢିବାରେ ଲାଗିଛି।

ଅଧିକ ପଢ଼ନ୍ତୁ: ମଞ୍ଚରୁ ଅସୀମାଙ୍କୁ ଓହ୍ଲାଇଦେଲା ପୁଲିସ

ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳି ପାରିନାହିଁ। ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ: ଛାଡଖାଇ ପାଇଁ ଆମିଷ ବଜାରରେ ଭିଡ଼

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe