The last phase of construction of tribal houses: ଶେଷ ପର୍ଯ୍ୟାୟରେ ଜନଜାତିଙ୍କର ଘର ତିଆରି: ଦେଖାଇବ ଜୀବନଶୈଳୀର ଝଲକ

Advertisment

ରାତିି ପାହିଲେ ରାଜଧାନୀକୁ ଗଦବା, ହିଲ୍ଲଖଡିଆ, ପାଉଡ଼ି ଭୂୟାଁ, ଲାଞ୍ଜିଆ ସୌରା, ଡଙ୍ଗରିଆ କନ୍ଧ, ସାନ୍ତାଳ, ବଣ୍ଡା, ଜୁଆଙ୍ଗ ପ୍ରମୁଖ ଜନଜାତିଙ୍କର ଘର , ଜୀବନଶୈଳୀ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅପୂର୍ବ ସମାଗମ ଦେଖିବାକୁ ମିଳିବ।

ରାତିି ପାହିଲେ ରାଜଧାନୀକୁ ଗଦବା, ହିଲ୍ଲଖଡିଆ, ପାଉଡ଼ି ଭୂୟାଁ, ଲାଞ୍ଜିଆ ସୌରା, ଡଙ୍ଗରିଆ କନ୍ଧ, ସାନ୍ତାଳ, ବଣ୍ଡା, ଜୁଆଙ୍ଗ ପ୍ରମୁଖ ଜନଜାତିଙ୍କର ଘର , ଜୀବନଶୈଳୀ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅପୂର୍ବ ସମାଗମ ଦେଖିବାକୁ ମିଳିବ।

fshfhshfxbv

ଭୁବନେଶ୍ୱର: ରାତିି ପାହିଲେ ରାଜଧାନୀକୁ ଗଦବା, ହିଲ୍ଲଖଡିଆ, ପାଉଡ଼ି ଭୂୟାଁ, ଲାଞ୍ଜିଆ ସୌରା, ଡଙ୍ଗରିଆ କନ୍ଧ, ସାନ୍ତାଳ, ବଣ୍ଡା, ଜୁଆଙ୍ଗ ପ୍ରମୁଖ ଜନଜାତିଙ୍କର ଘର , ଜୀବନଶୈଳୀ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅପୂର୍ବ ସମାଗମ ଦେଖିବାକୁ ମିଳିବ। ସେଥିପାଇଁ ପ୍ରସ୍ତୁତ ହେଉଛି ଆଦିବାସୀ ପଡ଼ିଆ। କେଉଁଠି ଚାଳଘର ଛପର ହେଲାଣି ତ ଆଉ କେଉଁ ଘର ନାଲିମାଟିରେ ଲିପାହେଲାଣି। କେଉଁଠି କ୍ଷୁଦ୍ର ପୁଷ୍କରିଣୀ ଓ ବତିଘରର ମଡେଲ୍‌ ପ୍ରସ୍ତୁତ ହେଲାଣି। ରାଜଧାନୀବାସୀଙ୍କୁ ଆଦିବାସୀ ଗ୍ରାମର ଝଲକ ଦେବା ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହେଲାଣି। 

Climate change impacts: ଜଳବାୟୁ ପରିବର୍ତ୍ତନ ପ୍ରଭାବ: ୩ ବନାଞ୍ଚଳରେ ହ୍ରାସ ପାଇଛି ପକ୍ଷୀବଂଶ

ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଞ୍ଚ ପ୍ରସ୍ତୁତି ହେବା ସହିତ ଷ୍ଟଲ୍‌ ନିର୍ମାଣ ଚାଲିଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାସ କରୁଥିବା  ଆଦିବାସୀ ବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାର ଲକ୍ଷ୍ୟରେ ‘ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ’ ପୃଷ୍ଠପୋଷକତାରେ ଏହି ମେଳାର ଆୟୋଜନ କରାଯାଇଥାଏ। ଏଥିରେ ଆଦିବାସୀଙ୍କର ହସ୍ତଶିଳ୍ପ, କଳାକୃତି, କୃଷିଜାତ ସାମଗ୍ରୀ ଏବଂ ସେମାନଙ୍କ ଦ୍ୱାରା ସଂଗୃହିତ ଜଙ୍ଗଲଜାତ ଦ୍ରବ୍ୟଗୁଡିକୁ ପ୍ରଦର୍ଶିତ କରାଯିବା ସହିତ ବିକ୍ରି ପାଇଁ ବଜାର ପ୍ରଦାନ କରାଯାଏ।

Domestic Animal: ୧୩ବର୍ଷରେ ୬୬ହଜାର ୫୮୦ ଗୃହପାଳିତ ପଶୁ ହ୍ରାସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe