ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି ଜାରି, ସୁଦର୍ଶନଙ୍କ ପରେ ବଳଭଦ୍ରଙ୍କର ପହଣ୍ଡି ବିଜେ ନୀତି ଆରମ୍ଭ

ପୁରୀ: ଆଜି ବିଶ୍ୱନିୟନ୍ତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା । କରୋନା କଟକଣା ଭିତରେ କେବଳ ପୁରୀରେ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଆଜି ଭାଇ ଭଉଣୀଙ୍କୁ ସାଥିରେ ଘେନି ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ କାଳିଆ ସାଆନ୍ତ । ହେଲେ…
ଅଧିକ ଖବର ଦେଖନ୍ତୁ...

ଯୁଗେ ଯୁଗେ ଶ୍ରୀଗୁଣ୍ଡିଚା ଯାତ୍ରା

ଓଡ଼ିଆ ଅସ୍ମିତାର ଅନ୍ୟତମ ଶ୍ରେଷ୍ଠ ନିଦର୍ଶନ ହେଉଛି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା। ଶତାବ୍ଦୀ ଶତାବ୍ଦୀ ଧରି ଏହା ସମଗ୍ର ଭାରତ ତଥା ବିଦେଶର ଅସଂଖ୍ୟ ବ୍ୟକ୍ତି ଚେତନାକୁ ବିଭିନ୍ନ ଭାବରେ ଆଚ୍ଛନ୍ନ କରି ଆସିଛି। ନୀଳାଚଳରେ ବିରାଜିତ ଦାରୁବ୍ରହ୍ମରୂପୀ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ଜାତିର ସମ୍ମାନ ରହିଗଲା

ପୁରୀ : ୨୮୪ ବର୍ଷ ପରେ ଲେଖା ହୋଇଥା’ନ୍ତା ନୂଆ ଇତିହାସ। ଗତ ୨୮୪ ବର୍ଷ ଭିତରେ ଯାହା ହୋଇନଥିଲା ତାହା ଏଥର ହୋଇଥା’ନ୍ତା। ମାତ୍ର କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭା‌ବାବେଗ, ଶ୍ରୀମନ୍ଦିର ପରିଚାଳନା କମିଟି, ସେବକ ସମାଜ, ଛତିଶାନିଯୋଗ, ଗଜପତି ମହାରାଜା ଦିବ୍ୟସିଂହ ଦେବ, ଜଗଦଗୁରୁ…
ଅଧିକ ଖବର ଦେଖନ୍ତୁ...

ପୁରୀ ବାହାରେ ସର୍ବପୁରାତନ ରଥଯାତ୍ରା

ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ସମ୍ପର୍କରେ ସମସ୍ତେ ଜାଣନ୍ତି। ତେବେ, ଦେଶର ବିଭିନ୍ନ ପ୍ରାନ୍ତରରେ ଅତ୍ୟନ୍ତ ଧାର୍ମିକ ଉଚ୍ଛ୍ବାସ ମଧ୍ୟରେ ରଥଯାତ୍ରା ପାଳିତ ହୋଇଆସୁଛି। ଏମିତି ସ୍ଥାନ ରହିଛି ଯେଉଁଠି କେଉଁକାଳରୁ ରଥଯାତ୍ରା ହୋଇଆସୁଛି। ପୁରୀ ପରେ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ତୁଟୁନି ରଥ ଅଡ଼ୁଆ, ତିନି ରଥ ସିଂହଦ୍ୱାରକୁ ନ ଆସିଲେ ନୀତି ବନ୍ଦ!

କୋର୍ଟଙ୍କୁ ଅପେକ୍ଷା, ବିକଳ୍ପ ରାସ୍ତା ବାହାରିନି ସରକାର, ଶ୍ରୀମନ୍ଦିର ପ୍ରଶାସନ ସମସ୍ତେ ଚୁପ୍‌ ଆଜି ଆଜ୍ଞାମାଳ ବିଜେ ହେବ କେମିତି? ଭୁବନେଶ୍ବର/ ପୁରୀ : ୨୩ ତାରିଖ, ମଙ୍ଗଳବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ହେଲେ କିଭଳି ହେବ ମହାପ୍ରଭୁଙ୍କ ଘୋଷଯାତ୍ରା…
ଅଧିକ ଖବର ଦେଖନ୍ତୁ...

ରଥ ନିର୍ମାଣ, ରଙ୍ଗକାର୍ଯ୍ୟ ଶେଷ, ତାଳଧ୍ବଜ ଓ ନନ୍ଦିଘୋଷରେ ଲାଗିଲା କପଡ଼ା

ପୁରୀ : ରଥଯାତ୍ରା ଅନିଶ୍ଚିତତା ଭିତରେ ଥିଲେ ବି ରଥ ନିର୍ମାଣ କାର୍ଯ୍ୟ ଅଟକିନି। ଗତକାଲି ରଥ ନିର୍ମାଣର ଶେଷ କାର୍ଯ୍ୟ ଭାବେ ତିନି ରଥରେ ପ୍ରଭା ଲାଗିବା ପରେ ଆଜି କପଡ଼ା ଲାଗିବା କାର୍ଯ୍ୟ ଆରମ୍ଭ ହୋଇଛି। ତାଳଧ୍ବଜ ଓ ନନ୍ଦିଘୋଷ ରଥର ଦୁଆର ବେଢ଼ାରେ କପଡ଼ା ଲଗାଯାଇଛି। ପ୍ରଥମେ ବଡ଼ଠାକୁର…
ଅଧିକ ଖବର ଦେଖନ୍ତୁ...

ପୁରୀ ରଥଯାତ୍ରାର ପୁନଃବିଚାର ପାଇଁ ସୁପ୍ରିମ କୋର୍ଟରେ ୧୭ଟି ପିଟିସନ୍‌

ନୂଆଦିଲ୍ଲୀ : ରଥଯାତ୍ରା ବନ୍ଦ କରିବା ପାଇଁ ୧୮ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଜଗନ୍ନାଥପ୍ରେମୀ ସହଜରେ ଗ୍ରହଣ କରିପାରୁନାହାନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ଉପରେ ପୁନଃବିଚାର ପାଇଁ କିଛି ବ୍ୟକ୍ତି ଏବଂ ସଂଗଠନ ପକ୍ଷରୁ ୧୭ଟି ପିଟିସନ ଦାଖଲ ହୋଇଛି। ଗତକାଲି ୫ଟି ପିଟିସନ…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରା : ରାୟ ସ୍ୱାଗତଯୋଗ୍ୟ କାହିଁକି?

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ସତରେ କ’ଣ ରଥଯାତ୍ରା ଅନୁଷ୍ଠିତ ହୋଇଥିଲେ କିଛି ସମସ୍ୟା ଉପୁଜି ଥାଆନ୍ତା? ଉତ୍ତର ହେଉଛି ‘ଅବଶ୍ୟ’। କାରଣ ଯେତେବେଳେ କରୋନା ଭୂତାଣୁ ସମଗ୍ର ବିଶ୍ବକୁ ଗ୍ରାସ କରିଛି ଏବ˚ ସେଥିପାଇଁ ସମସ୍ତ ସଭାସମିତି ତଥା ଧାର୍ମିକ ଉତ୍ସବାନୁଷ୍ଠାନ ଉପରେ ଅଙ୍କୁଶ…
ଅଧିକ ଖବର ଦେଖନ୍ତୁ...

ପୁରୀ : ରଥଖଳାରେ ପଡ଼ିଲା ‘ଦ୍ବିତୀୟ ଭୂଇଁ’

ପୁରୀ : ଆଜି ରଥଖଳାରେ ତିନି ରଥର ତୃତୀୟ ଭୂଇଁ ନିର୍ମାଣ କାମ ଶେଷ ହୋଇଛି। ସେପଟେ ତିନି ରଥରେ ଖଦିଓରା(ନଡ଼ିଆ ଗର) ରଥ ଦଣ୍ଡାରେ ୧୪ ନାହାକା ପାଇଁ ସଂଯୋଗ କରାଯାଇଛି। ଲାଗିବା ପୂର୍ବରୁ ଖଦିଓରାର ଉପରିଭାଗ ଓ ତଳଭାଗ ସାମାନ୍ୟ ଚଞ୍ଝା ଯାଇ ବିନ୍ଧ କରାଯାଇଛି। ଏହା ପରେ ୧୪ ନାହାକ ସଂଯୋଗ…
ଅଧିକ ଖବର ଦେଖନ୍ତୁ...

ଚକଡ଼େରା ଶେଷ ନୀତି ସମ୍ପନ୍ନ

ପୁରୀ : ଗତକାଲି ରଥଖଳାରେ ପଞ୍ଚ ମହାଦେବଙ୍କ ପନ୍ତିଭୋଗ ପରେ ଆଜି ଚକଡ଼େରା ଶେଷ ନୀତି ସମ୍ପନ୍ନ ହୋଇଛି। ତିନି ରଥର ୪୨ ଚକ ଓ ୨୧ ଅଖ ସଂଯୋଗ କରାଯାଇ ରଥଖଳାରେ ଠିଆ କରାଯାଇଛି। ମହାରଣା ସେବକ, ଭୋଇ ସେବକଙ୍କ ସହ ଅନ୍ୟ ସେବକମାନେ ମିଳିମିଶି ଏହି କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ଏହା ପରେ ରଥର…
ଅଧିକ ଖବର ଦେଖନ୍ତୁ...