Snake Market AI : ବିଭିନ୍ନ ପ୍ରକାର ସାପ ବିକ୍ରି ହେଉଥିବା ମେଳା: ଭାଇରାଲ ହେଉଛି ଏଆଇ ଭିଡିଓ

Advertisment

snake-market: ଏଆଇ ଜେନେରେଟ ସାପମେଳାର ଭିଡିଓ ସୋସିଆଲ ମିଡିଆରେ ହେଉଛି ଭାଇରାଲ। ମେଳାରେ ଲାଗିଛି ମହିଳା ଗ୍ରାହକଙ୍କ ପ୍ରବଳ ଭିଡ଼। ଲୋକେ ଦେଖି ହେଉଛନ୍ତି ଆଶ୍ଚର୍ଯ୍ୟ।

snake-market: ଏଆଇ ଜେନେରେଟ ସାପମେଳାର ଭିଡିଓ ସୋସିଆଲ ମିଡିଆରେ ହେଉଛି ଭାଇରାଲ। ମେଳାରେ ଲାଗିଛି ମହିଳା ଗ୍ରାହକଙ୍କ ପ୍ରବଳ ଭିଡ଼। ଲୋକେ ଦେଖି ହେଉଛନ୍ତି ଆଶ୍ଚର୍ଯ୍ୟ।

Untitled-27

snake-market Photograph: (@sambad.in)

ନୂଆଦିଲ୍ଲୀ: ସହର ହେଉ କି ଗାଁ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ବଜାର ଓ ମେଳା ବସିଥାଏ। କିଏ ଫଳ ତ କିଏ ପନିପରିବା, କିଏ ପୋଷାକ, ଘର ସଜା ସାମଗ୍ରୀ, ମାଛ, ମାଂସ ଇତ୍ୟାଦି ଇତ୍ୟାଦି ବିକ୍ରୟ କରିଥାଆନ୍ତି।

ମାଂସାହାରୀ ବଜାର କଥା କହିବାକୁ ଗଲେ ଏଠାରେ ସାଧାରଣତଃ ଚିକେନ୍, ମଟନ୍ ଏବଂ ମାଛ ବିକ୍ରୟ ହୋଇଥାଏ। ଏହି କ୍ରମରେ ଦେଖିବାକୁ ଗଲେ ବିଦେଶରେ ଏପରି ଅନେକ ବଜାର ଅଛି ଯେଉଁଠାରେ କେବଳ ମାଛ, ମାଂସ, ଅଣ୍ଡା ନୁହେଁ ବରଂ ବେଙ୍ଗ ଏବଂ ସାପ ମଧ୍ୟ ବିକ୍ରୟ କରାଯାଏ। 

ବିପୁଳମାତ୍ରାରେ ସାପ ବିକ୍ରି ହେଉଥିବା ମେଳା

ସୋସିଆଲ ମିଡିଆରେ ଏପରି ଏକ ଅସାଧାରଣ ବଜାରର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଠାରେ ସାପ, ବେଙ୍ଗ ଏବଂ କଇଁଛ ବିପୁଳମାତ୍ରାରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ଏହାକୁ କିଣିବା ପାଇଁ ମହିଳା ଗ୍ରାହକମାନଙ୍କର ପ୍ରବଳ ଭିଡ଼ ବି ଲାଗିଛି।

 ତେବେ ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ କି ଏହି ଭିଡିଓରେ ଦେଖାଯାଉଥିବା ଦୃଶ୍ୟ ବାସ୍ତବ ନୁହେଁ ଏହା ଏକ ଏଆଇ ଜେନେରେଟ ଭିଡିଓ ଅଟେ।

ଅଧିକପଢ଼ନ୍ତୁ:ବିସ୍ଫୋରଣସ୍ଥଳରୁ ସଂଗ୍ରହ କରାଗଲା ଅନେକ ପ୍ରମାଣ ଓ ନମୁନା

ଅଧିକପଢ଼ନ୍ତୁ:ଦିଲ୍ଲୀ ବିସ୍ଫୋରଣର ପୁଲୱାମା ଆତଙ୍କବାଦୀ ଆକ୍ରମଣ ଲିଙ୍କ୍:ଜୈସ୍ ଦ୍ୱିତୀୟ ଥର ପାଇଁ VBIED ବ୍ୟବହାର କରିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe