ମଣିଷ କଥାରେ ତାଳ ଦେଇ କଥା ହେଉଛି ଘୋଡ଼ା

Advertisment

ମଣିଷ କଥାରେ ତାଳ ଦେଇ କଥା ହେଉଥିବା ଘୋଡାର ଭିଡିଓ ଭାଇରାଲ। ସୋସିଆଲ ମିଡିଆ ବ୍ୟବହାରକାରୀ ମଣିଷ ସହିତ ଘୋଡାର କଥା ହେବା ଶୈଳୀକୁ ଖୁବ ପସନ୍ଦ କରି ଭିଡିଓକୁ କରୁଛନ୍ତି ସେୟାର।

ମଣିଷ କଥାରେ ତାଳ ଦେଇ କଥା ହେଉଥିବା ଘୋଡାର ଭିଡିଓ ଭାଇରାଲ। ସୋସିଆଲ ମିଡିଆ ବ୍ୟବହାରକାରୀ ମଣିଷ ସହିତ ଘୋଡାର କଥା ହେବା ଶୈଳୀକୁ ଖୁବ ପସନ୍ଦ କରି ଭିଡିଓକୁ କରୁଛନ୍ତି ସେୟାର।

tr

ନୂଆଦିଲ୍ଲୀ: ପ୍ରାଣୀମାନଙ୍କ ମଧ୍ୟରୁ କୁକୁର ହେଉଛି ମଣିଷର ସବୁଠାରୁ ବିଶ୍ବସ୍ତ ପ୍ରାଣୀ। କୁକୁର ତାର ମାଲିକର ସବୁକଥା ବୁଝି ପାରେ। ଏମିତି କି ଆବଶ୍ୟକ ପଡ଼ିଲେ କୁକୁର ମାଲିକ ପାଇଁ ଜୀବନ ବି ଦେଇ ‌ଦେଇଥାଏ। ଯାହାର ଅନେକ ଉଦହରଣ ଆମେ ପୂର୍ବରୁ ପାଇ ସାରିଛୁ।

ଅଧିକପଢ଼ନ୍ତୁ:କେବେ ଦେଖା ହୋଇନଥିବାରୁ ଅତୁଲଙ୍କ ମା’ଙ୍କୁ ନାତିର କଷ୍ଟଡି ଦେବାକୁ ମନା କଲେ କୋର୍ଟ

ନିକଟରେ ଏକ ଘୋଡ଼ାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯେଉଁଥରେ ଘୋଡା କଥା କହୁଥିବା ଦାବି କରାଯାଇଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଏକ କଳାରଙ୍ଗର ଘୋଡା ସହିତ ଜଣେ ଯୁବକଙ୍କୁ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। 

ଏହି ଭିଡିଓରେ ଆଉ ଜଣେ ବ୍ୟକ୍ତି ଛିଡ଼ା ହୋଇ ଘୋଡ଼ା ସହିତ କଥା ହେଉଥିବା ଦେଖିବାକୁ ମିଳୁଛି। ଘୋଡା ବି ଉକ୍ତ ବ୍ୟକ୍ତିଙ୍କ କଥାରେ ତାଳ ଦେଇ କଥା ହେଉଥିବା ସାମ୍ନାକୁ ଆସିଥିବା ଭିଡିଓରେ ନଜର ଆସୁଛି।

ଅଧିକପଢ଼ନ୍ତୁ:କୋଚଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହେଲେ ହକି ଖେଳାଳି

ସୋସିଆଲ ମିଡିଆରେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ବ୍ୟବହାରକରୀମାନେ ମଣିଷ ଓ ପଶୁ ଭିତରେ ଥିବା ଏହି ନିବିଡ଼ ଡୋରିକୁ ଖୁବ ପସନ୍ଦ କରିବା ସହିତ ନିଜନିଜ ଆକାଉଣ୍ଟରେ ସେୟାର ବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe