Advertisment

Usage Mirror: ବ୍ୟବହାର ଦର୍ପଣ: ସ୍ପଷ୍ଟ କଥା, ମିଷ୍ଟ ଭାଷା

Advertisment

ସକାଳେ ଶଯ୍ୟାତ୍ୟାଗ ଠାରୁ ରାତିରେ ନିଦ୍ରା ଯିବା ପର୍ଯ୍ୟନ୍ତ ପରିବାର ଓ ସମାଜରେ ଆମେ ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସିଥାଉ। ବିଭିନ୍ନ କାର୍ଯ୍ୟରେ ଭାବର ଆଦାନପ୍ରଦାନ ହୋଇଥାଏ।

ସକାଳେ ଶଯ୍ୟାତ୍ୟାଗ ଠାରୁ ରାତିରେ ନିଦ୍ରା ଯିବା ପର୍ଯ୍ୟନ୍ତ ପରିବାର ଓ ସମାଜରେ ଆମେ ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସିଥାଉ। ବିଭିନ୍ନ କାର୍ଯ୍ୟରେ ଭାବର ଆଦାନପ୍ରଦାନ ହୋଇଥାଏ।

fhsfshfxbvbv

ସକାଳେ ଶଯ୍ୟାତ୍ୟାଗ ଠାରୁ ରାତିରେ ନିଦ୍ରା ଯିବା ପର୍ଯ୍ୟନ୍ତ ପରିବାର ଓ ସମାଜରେ ଆମେ ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସିଥାଉ। ବିଭିନ୍ନ କାର୍ଯ୍ୟରେ ଭାବର ଆଦାନପ୍ରଦାନ ହୋଇଥାଏ। କିନ୍ତୁ ବେଳେବେଳେ ଆମେ ଜାଣତରେ ହେଉ ବା ଅଜାଣତରେ ଏଭଳି କିଛି କହିଦେଉ, ଯାହା ଅନ୍ୟ ଜଣଙ୍କୁ ଆଘାତ ଦେଇଥାଏ। ଏହା କେବଳ ସଂପୃକ୍ତ ବ୍ୟକ୍ତିଙ୍କ ସହିତ ଆମର ସଂପର୍କକୁ ତିକ୍ତ କରି ନଥାଏ, ବରଂ ପରବର୍ତ୍ତୀ ସମୟରେ ଆମକୁ ଗ୍ଳାନିବୋଧ କରାଇଥାଏ। କାରଣ ମୁହଁରୁ ଥ‌େର କଥା ବାହାରି ଗଲେ ତାହା ଫେରିପାରେ ନାହିଁ। ତେଣୁ ନିତିଦିନିଆ ଜୀବନରେ ଏଭଳି ଅପ୍ରୀତିକର ସ୍ଥିତିରୁ ମୁକୁଳିବା ପାଇଁ ବାଟ ହେଲା ସର୍ବଦା ମଧୁର ବଚନ ବ୍ୟବହାର କରିବା। କଥାରେ ଅଛି, ‘ବିନୟ ମଧୁର ବଚନ, କହି ତୋଷିବ ଜନମନ’। 

GDP: ସହରୀକରଣ ରାଜ୍ଯ ଜିଡିପିର ଏକ ତୃତୀୟାଂଶ ଅଭିବୃଦ୍ଧି କରିବ: ଉଷା ପାଢୀ

ଆମେ ମିଷ୍ଟ ଭାଷାରେ ସ୍ପଷ୍ଟ କଥା କହିବା ଉଚିତ। ଏହା ଦ୍ବାରା କାର୍ଯ୍ୟ ହାସଲ ତ ହୋଇଥାଏ, ତା’ ସହ ସଂପର୍କ ବି ଭଲ ରହେ। ଏଥିରୁ ଆମକୁ ଦିବ୍ୟ ସନ୍ତୋଷ ମିଳିବା ସହିତ ଆମର ସାମାଜିକ ସମ୍ପର୍କରେ ମାଧୁର୍ଯ୍ୟ ଆସିଥାଏ। ଅନେକ ଭାବନ୍ତି- ସ୍ପଷ୍ଟବାଦୀ ହେବା ପାଇଁ ସର୍ବଦା କଡ଼ା କଥା କହିବାକୁ ହୋଇଥାଏ। ଏହି ଧାରଣା ଭୁଲ୍‌। ସ୍ପଷ୍ଟବାଦୀ ହେବା ସହ ମିଷ୍ଟଭାଷୀ ହେବା ବିଧେୟ। 

Narendra Modi: ଆମ ସରକାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe