BWF: ବିଡବ୍‌ଲ୍ୟୁଏଫ୍‌ ବିଶ୍ବ ଟୁର୍‌ ଫାଇନାଲ୍ସ: ସାତ୍ତ୍ବିକ-ଚିରାଗଙ୍କ ବିଜୟ ଜାରି

Advertisment

ଚଳିତ ବିଡବ୍‌ଲ୍ୟୁଏଫ୍‌ ବିଶ୍ବ ଟୁର୍‌ ଫାଇନାଲ୍ସରେ ଭାରତର ଏକ ନମ୍ବର ପୁରୁଷ ଯୁଗଳ‌ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ବିଜୟ ଧାରା ଜାରି ରଖିଛନ୍ତି। ଗ୍ରପ୍‌-ବି’ର ନିଜର ପ୍ରଥମ ମ୍ୟାଚ୍‌ରେ ଏହି ଭାରତୀୟ ଯୋଡ଼ି ଅଲିମ୍ପିକ୍ସ ରୌପ୍ୟ ବିଜେତା....

ddagadgdagd

ହାଙ୍ଗ୍‌ଝୌ: ଚଳିତ ବିଡବ୍‌ଲ୍ୟୁଏଫ୍‌ ବିଶ୍ବ ଟୁର୍‌ ଫାଇନାଲ୍ସରେ ଭାରତର ଏକ ନମ୍ବର ପୁରୁଷ ଯୁଗଳ‌ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ବିଜୟ ଧାରା ଜାରି ରଖିଛନ୍ତି। ଗ୍ରପ୍‌-ବି’ର ନିଜର ପ୍ରଥମ ମ୍ୟାଚ୍‌ରେ ଏହି ଭାରତୀୟ ଯୋଡ଼ି ଅଲିମ୍ପିକ୍ସ ରୌପ୍ୟ ବିଜେତା ଚୀନ୍‌ର ଲିଆଙ୍ଗ ୱେଇ କେଙ୍ଗ୍ ଓ ୱାଙ୍ଗ ଚାଙ୍ଗ୍‌ଙ୍କୁ ୧୨-୨୧, ୨୨-୨୦, ୨୧-୪ରେ ହରାଇଥିଲେ। 

Elephant: ଦନ୍ତା ଆକ୍ରମଣରେ ଗୋଟିଏ ଗାଈ ମୃତ, ୩ ଆହତ

ଗୁରୁବାର ସାତ୍ତ୍ବିକ-ଚିରାଗ ୨୧-୧୧, ୧୬-୨୧, ୨୧-୧୧ରେ ଇଣ୍ଡୋନେସିଆର ଫଜର ଅଲ୍‌ଫିଆନ୍‌ ଓ ମୁହାମ୍ମଦ ସୋହିବୁଲ୍‌ ଫିକ୍ରିଙ୍କୁ ପରାସ୍ତ କରିଛନ୍ତି। ଏହି ବିଜୟ ସହ ସାତ୍ତ୍ବିକ-ଚିରାଗ ସଂପ୍ରତି ଗ୍ରୁପ୍‌-ବି ଟେବୁଲ୍‌ର ଶୀର୍ଷରେ ରହିଛନ୍ତି।

Bangladesh : ଭାରତ ବିରୋଧୀ ବାଂଲାଦେଶୀ ଛାତ୍ରନେତା ଉସମାନ ହାଦି ମୃତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe