Santosh Trophy: ସନ୍ତୋଷ ଟ୍ରଫି: ଓଡ଼ିଶାର ବିଜୟ ଜାରି

Advertisment

ମଧ୍ୟପ୍ରଦେଶକୁ ହରାଇ ‘ସନ୍ତୋଷ ଟ୍ରଫି’ ୭୯ତମ ଜାତୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ବିଜୟ ଧାରା ଜାରି ରଖିଛି। ‌ବୁଧବାର ଛତିଶଗଡ଼ର ନାରାୟଣପୁରସ୍ଥିତ ଆର୍‌କେଏମ୍‌ ଆଶ୍ରମ ପଡ଼ିଆରେ ଖେଳାଯାଇଥିବା ମ୍ୟାଚ୍‌ରେ ଓଡ଼ିଶା ୧-୦ ଗୋଲ୍‌ରେ ତେଲେଙ୍ଗାନାକୁ ପରାସ୍ତ କରିଛି।

dgdagzvvc

ଭୁବନେଶ୍ବର: ମଧ୍ୟପ୍ରଦେଶକୁ ହରାଇ ‘ସନ୍ତୋଷ ଟ୍ରଫି’ ୭୯ତମ ଜାତୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ବିଜୟ ଧାରା ଜାରି ରଖିଛି। ‌ବୁଧବାର ଛତିଶଗଡ଼ର ନାରାୟଣପୁରସ୍ଥିତ ଆର୍‌କେଏମ୍‌ ଆଶ୍ରମ ପଡ଼ିଆରେ ଖେଳାଯାଇଥିବା ମ୍ୟାଚ୍‌ରେ ଓଡ଼ିଶା ୧-୦ ଗୋଲ୍‌ରେ ତେଲେଙ୍ଗାନାକୁ ପରାସ୍ତ କରିଛି। 

Subhadra Scheme: ସୁଭୁଦ୍ରା ଯୋଜନା: ତୃତୀୟ କିସ୍ତିରେ ୧୬,୨୪୧ ହିତାଧିକାରୀ କମିଲେ

କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ର ୪୨ତମ ମିନିଟ୍‌ରେ ଅଧିନାୟକ କାର୍ତ୍ତିକ ହନ୍ତାଳଙ୍କ ଗୋଲ୍‌ ବଳରେ ଓଡ଼ିଶା ପ୍ରଥମାର୍ଦ୍ଧକୁ ନିଜ ନିୟନ୍ତ୍ରଣରେ ରଖିଥିଲା। ‌ଦ୍ବିତୀୟାର୍ଦ୍ଧରେ ତେଲେଙ୍ଗାନା ଗୋଲ୍‌ ଶୁଝିବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ଓଡ଼ିଶାର ରକ୍ଷଣଭାଗ ଭେଦ କରି ନ ପାରି ପରାଜୟ ବରଣ କରିଥିଲା। ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ରେ ଶୁକ୍ରବାର ‌ଘରୋଇ ଦଳ ଛତିଶଗଡ଼କୁ ଭେଟିବ।

Humane Sagar Death Case: ହ୍ୟୁମାନ ମୃତ୍ୟୁ ମାମଲାରେ ବଡ଼ ଖବର: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ସୋମେଶ ଶତପଥୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe