Utkal Rising Stars: ଓଡ଼ିଶା କପ୍ ଜିତିଲା ଉତ୍କଳ ରାଇଜିଂ ଷ୍ଟାର୍ସ

Advertisment

ଓଡ଼ିଶା କପ୍ ସ୍ପୋର୍ଟ୍ସ ଆସୋସିଏସନ୍ ଅଫ୍ ୟୁଏଇର ଆଜମାନର ଦି ସେଭେନ୍ ଡିଷ୍ଟ୍ରିକ୍ଟ କ୍ଲବ୍‌ଠାରେ ଓଡ଼ିଶା କପ୍‌ର ଦ୍ବାଦଶ ସଂସ୍କରଣ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ ଉତ୍କଳ ରାଇଜିଂ ଷ୍ଟାର୍ସ ୨୫ ରନ୍‌ରେ କଳିଙ୍ଗ ୱାରିଅର୍ସକୁ ପରାସ୍ତ କରିଛି।

ଓଡ଼ିଶା କପ୍ ସ୍ପୋର୍ଟ୍ସ ଆସୋସିଏସନ୍ ଅଫ୍ ୟୁଏଇର ଆଜମାନର ଦି ସେଭେନ୍ ଡିଷ୍ଟ୍ରିକ୍ଟ କ୍ଲବ୍‌ଠାରେ ଓଡ଼ିଶା କପ୍‌ର ଦ୍ବାଦଶ ସଂସ୍କରଣ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ ଉତ୍କଳ ରାଇଜିଂ ଷ୍ଟାର୍ସ ୨୫ ରନ୍‌ରେ କଳିଙ୍ଗ ୱାରିଅର୍ସକୁ ପରାସ୍ତ କରିଛି।

dgjgjgjgcbn

ଭୁବନେଶ୍ବର: ଓଡ଼ିଶା କପ୍ ସ୍ପୋର୍ଟ୍ସ ଆସୋସିଏସନ୍ ଅଫ୍ ୟୁଏଇର ଆଜମାନର ଦି ସେଭେନ୍ ଡିଷ୍ଟ୍ରିକ୍ଟ କ୍ଲବ୍‌ଠାରେ ଓଡ଼ିଶା କପ୍‌ର ଦ୍ବାଦଶ ସଂସ୍କରଣ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ ଉତ୍କଳ ରାଇଜିଂ ଷ୍ଟାର୍ସ ୨୫ ରନ୍‌ରେ କଳିଙ୍ଗ ୱାରିଅର୍ସକୁ ପରାସ୍ତ କରିଛି। ଉତ୍କଳ ରାଇଜିଂ ଷ୍ଟାର୍ସ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୨୭ ରନ୍‌ କରିଥିଲା। ଜବାବରେ କଳିଙ୍ଗ ୱାରିଅର୍ସ ୯ ୱିକେଟ ହରାଇ ୧୦୨ ରନ୍‌ କରିବାକୁ ସମର୍ଥ ହୋଇଥିଲା। ରାଜେନ୍ଦ୍ର ପଲାଇ (୪/୧୬) ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। 

Electric: ବିଜୁଳି ଆଲୁଅରୁ ବଞ୍ଚିତ ଟିକରପଡ଼ାର ୨୦ ପରିବାର

ଓଲିଉଡ ଅଭିନେତ୍ରୀ ଶିବାନୀ ସଙ୍ଗୀତା ଏବଂ ଓଡ଼ିଶା କପ୍ ଉପଦେଷ୍ଟା ପ୍ରିୟଦର୍ଶୀ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ିଶା କପ୍‌ ସ୍ପୋର୍ଟ୍ସ ଆସୋସିଏସନ୍ ବରିଷ୍ଠ ସଦସ୍ୟ ରଜତ ରଥ, ସଂଭ୍ରମ ପଟ୍ଟନାୟକ, ନୀର୍ଲିପ୍ତ ମହାନ୍ତି, ଅବନୀକାନ୍ତ ପାତ୍ର, ଚିନ୍ମୟ କୁମାର ଜେନା, ଇମ୍‌ଦାଦ ମହମ୍ମଦ, ଦେବ ମିଶ୍ର, ଅମୃତେନ୍ ଚାଟାର୍ଜୀ, ଜ୍ୟୋତିରଞ୍ଜନ ପଣ୍ଡା, ସୁଜିତ ଖଟୁଆ, ଆଶିଷ ନାୟକ, ଅଜିତ ପାତ୍ର, ଦୁର୍ଯ୍ୟୋଧନ ପ୍ରଧାନ ଓ ସୌମ୍ୟରଞ୍ଜନ ପଣ୍ଡା ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।

ED Sucess Rate: ଇଡିର ମନିଲଣ୍ଡରିଂ ମାମଲାରେ ୯୪.୮୨ ପ୍ରତିଶତ ଦୋଷୀ ସାବ୍ୟସ୍ତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe