Accident at duarsuni ghati: କାର୍ ଉପରେ ଓଲଟିଲା ବସ୍, ୨୫ ଯାତ୍ରୀ ଆହତ

ବାଙ୍ଗିରିପୋଷି ଥାନା ଦୁଆରଶୁଣି ଘାଟିରେ ଘଟିଛି ଦୁର୍ଘଟଣା। ତିରିଙ୍ଗରୁ ବାରିପଦା ଯାଉଥିବା ଶ୍ରୀଗଣେଶ ନାମକ ବସ୍‌ଟି ଭାରସାମ୍ୟ ହରାଇ ଏକ କାର୍ ଉପରେ ଓଲଟି ପଡ଼ିଛି। ଫଳରେ କାରରେ ବସିଥିବା ଦୁଇ ଜଣ ଗୁରୁତର ହେବା ସହିତ ୪୦ ରୁ ଉର୍ଦ୍ଧ୍ବ ଥିବା ଯାତ୍ରୀ ମଧ୍ୟରୁ ୨୫ ଜଣ ଆହତ ହୋଇଛନ୍ତି...

Accident at duarsuni ghati: Bus overturns on car, 25 passengers injured

Accident at duarsuni ghati: Bus overturns on car, 25 passengers injured Photograph: (sambad.in)

ବାଙ୍ଗିରିପୋଷି: ବାଙ୍ଗିରିପୋଷି ଥାନା ଦୁଆରଶୁଣି ଘାଟିରେ ଘଟିଛି ଦୁର୍ଘଟଣା। ତିରିଙ୍ଗରୁ ବାରିପଦା ଯାଉଥିବା ଶ୍ରୀଗଣେଶ ନାମକ ବସ୍‌ଟି ଭାରସାମ୍ୟ ହରାଇ ଏକ କାର୍ ଉପରେ ଓଲଟି ପଡ଼ିଛି।

କେତେ ଜଣ ହୋଇଛନ୍ତି ଆହତ ?

ଫଳରେ କାରରେ ବସିଥିବା ଦୁଇ ଜଣ ମେଡ଼ିସିନ ରିପ୍ରେଜିନଟିବ ଗୁରୁତର ହେବା ସହିତ ୪୦ରୁ ଉର୍ଦ୍ଧ୍ବ ଥିବା ଯାତ୍ରୀ ମଧ୍ୟରୁ ୨୫ ଜଣ ଆହତ ହୋଇଛନ୍ତି। 

ଆହୁରି ପଢ଼ନ୍ତୁ:Trump Repeats Claim: ଭାରତ ରୁଷ୍‌ଠାରୁ ତୈଳ କିଣିବ ନାହିଁ ବୋଲି ପୁଣି ଥରେ କଥା ଦୋହରାଇଲେ ଟ୍ରମ୍ପ୍‌

ସେମାନଙ୍କ ମଧ୍ୟରୁ  ୫ ଜଣ ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା ଲାଗି ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ  ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ୫ ଜଣଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ଘଟଣା ସ୍ଥଳରେ ୩ ଟି ଆମ୍ବୁଲାନ୍ସ, ଦମକଳବାହିନୀ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି।

ଆହୁରି ପଢ଼ନ୍ତୁ:BrahMos: ଅପରେସନ୍ ସିନ୍ଦୂର କେବଳ ଏକ ଟ୍ରେଲର ଥିଲା, ଏବେ ବ୍ରହ୍ମୋସ ଟାର୍ଗେଟ‌ରେ ଅଛି ପାକିସ୍ତାନ: ରାଜନାଥ ସିଂହ

Mayurbhanj | Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe