ବଳଙ୍ଗା ପୀଡ଼ିତାଙ୍କ ମୃତଦେହ ଦିଲ୍ଲୀ ଏମ୍ସରୁ ଓଡ଼ିଶା ଆସିବ: ଭୁବନେଶ୍ବରରେ କଡ଼ା ସୁରକ୍ଷା ବ୍ୟବସ୍ଥା

ଏମ୍ସରେ ପୋଷ୍ଟମର୍ଟମ ପରେ ବଳଙ୍ଗା ପୀଡିତାଙ୍କ ମୃତଦେହ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ଏବଂ ଏହାକୁ ବିମାନ ଯୋଗେ ଓଡିଶା ଅଣାଯିବ। ରବିବାର ରାତି ୧୧ଟା ସମୟରେ ବଳଙ୍ଗା ପୀଡ଼ିତାଙ୍କ ମୃତଦେହ ଦିଲ୍ଲୀ ଏମ୍ସରୁ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବ ବୋଲି କୁହାଯାଉଛି। ମୃତଦେହକୁ ଗାଁକୁ ନିଆଯିବ...

Balanga victim's body to be brought to Odisha from Delhi AIIMS: Tight security in Bhubaneswar

Balanga victim's body to be brought to Odisha from Delhi AIIMS: Tight security in Bhubaneswar Photograph: (sambad.in)

ଭୁବନେଶ୍ବର: ଏମ୍ସରେ ପୋଷ୍ଟମର୍ଟମ ପରେ ବଳଙ୍ଗା ପୀଡିତାଙ୍କ ମୃତଦେହ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ଏବଂ ଏହାକୁ ବିମାନ ଯୋଗେ ଓଡିଶା ଅଣାଯିବ। ରବିବାର ରାତି ୧୧ଟା ସମୟରେ ବଳଙ୍ଗା ପୀଡ଼ିତାଙ୍କ ମୃତଦେହ ଦିଲ୍ଲୀ ଏମ୍ସରୁ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବ ବୋଲି କୁହାଯାଉଛି। ଏହାପରେ ମୃତଦେହକୁ ଗାଁକୁ ନିଆଯିବ।

ଅଧିକ ପଢ଼ନ୍ତୁ: ପୁଲିସ କହୁଛି ୩ ଜଣ ଗୋଟିଏ ବାଇକ୍‌ରେ ବସି ପାରିବେ ନାହିଁ: ସନ୍ଦେହ ପ୍ରକଟ କଲେ ଭକ୍ତ ଦାସ

ସେଠାରେ କବରସ୍ତାନରେ କବର ଦିଆଯିବ। ଇତି ମଧ୍ୟରେ କବର ଖୋଳା ସରିଥିବାବେଳେ ପରିବାର ସଦସ୍ୟ ଅନ୍ତିମ ସଂସ୍କାର ପାଇଁ ରୀତିନୀତିରେ ଲାଗି ପ୍ରସ୍ତୁତ ହୋଇ ରହିଛନ୍ତି।

ଏହାକୁ ଦୃଷ୍ଟିରେ ରଖି ବିମାନ ବନ୍ଦର ରାସ୍ତାରେ କଡ଼ା ସୁରକ୍ଷା ବ୍ୟବସ୍‌ତା କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବାସଭବନ ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଜଭବନରୁ ଏଜି ଛକ ପର୍ଯ୍ୟନ୍ତ ରାସ୍ତାରେ ପୁଲିସ ମୁତୟନ କରାଯାଇଛି। 

ଅଧିକ ପଢ଼ନ୍ତୁ: ତରଭୁଜ ଖାଇବା ପାଇଁ ମାଗିଥିଲେ: ପରେ ମୃତ୍ୟୁ ଘଟିଲା

balanga victim | Biju Patnaik International Airport 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe