Brown sugar seized: ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନ ସୁଗାର ସହ ୩ ମୋବାଇଲ ୨ ବାଇକ ଜବତ: ୩ କୋର୍ଟ ଚାଲାଣ

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଚୋରା ବ୍ରାଉନ ସୁଗାର କାରବାର । ଗୁରୁବାର ବେଗୁନିଆ ଅବକାରୀ ବିଭାଗ ଖବର ପାଇ କପାସିଆ ସ୍କୁଲ ନିକଟରେ ଚଢାଉ କରିଥିଲା। ଚଢାଉ ସମୟରେ ୧୦୫ ଗ୍ରାମର ଧଳା ଜହର ବ୍ରାଉନ ସୁଗାର ଜବତ କରି ୩ଜଣଙ୍କୁ ଗିରଫ କରି....

Brown sugar worth over Rs 10 lakh, 3 mobile phones, 2 bikes seized

Brown sugar worth over Rs 10 lakh, 3 mobile phones, 2 bikes seized Photograph: (sambad.in)

ବେଗୁନିଆ : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଚୋରା ବ୍ରାଉନ ସୁଗାର କାରବାର । ଗୁରୁବାର ବେଗୁନିଆ ଅବକାରୀ ବିଭାଗ  ଖବର ପାଇ କପାସିଆ ସ୍କୁଲ ନିକଟରେ ଚଢାଉ କରିଥିଲା।

ଚଢାଉ ସମୟରେ ୧୦୫ ଗ୍ରାମର ଧଳା ଜହର  ବ୍ରାଉନ ସୁଗାର ଜବତ କରି ୩ଜଣଙ୍କୁ ଗିରଫ କରିଛି। ଏହା ସହିତ  ତିନୋଟି ମୋବାଇଲ  ଦୁଇଟି ବାଇକ ଜବତ କରିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ:Unemployed youth's marijuana cultivation: ସଂରକ୍ଷିତ ଜଙ୍ଗଲରେ ଗଞ୍ଜେଇ ଚାଷର ଚେର ଲମ୍ବିଛି ଝାଡ଼ଖଣ୍ଡରୁ ଛତିଶଗଡ: ଏକର ପିଛା ରୋଜଗାର ୧୫ରୁ ୨୦ ଲକ୍ଷ

ପାଟ୍ରୋଲିଂ କରିବା ସମୟରେ ଧରାପଡ଼ିଲେ

ବେଗୁନିଆ ଅବକାରୀ ଅଧିକାରୀ।ବୋଲଗଡ ଥାନା ଅଞ୍ଚଳରେ ପାଟ୍ରୋଲିଂ କରିବା ସମୟରେ ଏହି ଚୋରା ବେପାରୀଙ୍କୁ ଧରିଛନ୍ତି। ବେଗୁନିଆ ଅବକାରୀ ଟିମ୍ କପାସିଆ ସ୍କୁଲ ନିକଟରେ ଚୋରା ବ୍ରାଉନ ସୁଗାର କାରବାର ହେଉଥିବା ସମ୍ପର୍କରେ  ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ।

ସୂଚନା ଆଧାରରେ ଘଟଣାସ୍ଥଳରେ ପହଞ୍ଚି ୧୦୫ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜବତ ବ୍ରାଉନ ସୁଗାର ମୂଲ୍ଯ ୧୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି।

ଆହୁରି ପଢ଼ନ୍ତୁ:SivKumar Said About Commitment: ପ୍ରତିଶ୍ରୁତି ପାଳନ ହେଉଛି ସବୁଠାରୁ ବଡ଼ ଶକ୍ତି: ଶିବକୁମାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe