Raj Bhavan Renamed: ବଦଳିଲା ରାଜଭବନର ନାଁ... ନୂଆ ନାଁ ହେଲା 'ଲୋକଭବନ', ପୂର୍ବରୁ ସଚିବାଳୟର ନାଁ ଲୋକସେବା ଭବନ ହୋଇଛି

ରାଜଭବନର ନାଁ ବଦଳିଛି । କେନ୍ଦ୍ର ସରକାର ଏହାର ନାଁ ବଦଳାଇ ଲୋକଭବନ କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିଜ୍ଞପ୍ତି ଆଧାରରେ ଏ ନେଇ ନିଷ୍ପତ୍ତି ନିଆଯାଇଛି ।ପୂର୍ବରୁ ସରକାର ରାଜ୍ୟ ସଚିବାଳୟ ନାଁ ବଦଳାଇ ଲୋକସେବା ଭବନ କରିଥିଲେ ।

Raj Bhavan Renamed As Lok Bhavan

Raj Bhavan Renamed As Lok Bhavan Photograph: (sambad.in)

ଭୁବନେଶ୍ବର: ରାଜଭବନର ନାଁ ବଦଳିଛି । କେନ୍ଦ୍ର ସରକାର ଏହାର ନାଁ ବଦଳାଇ ଲୋକଭବନ କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବିଜ୍ଞପ୍ତି ଆଧାରରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ବିଜ୍ଞପ୍ତି ଅନୁସାରେ ଭୁବନେଶ୍ଵର ଏବଂ ପୁରୀ ରାଜଭବନର ନାଁକୁ ପରିବର୍ତ୍ତନ କରାଯାଇ 'ଲୋକଭବନ' କରାଯାଇଛି । ପୂର୍ବରୁ ସରକାର ରାଜ୍ୟ ସଚିବାଳୟ ନାଁ ବଦଳାଇ ଲୋକସେବା ଭବନ କରିଥିଲେ ।

ଆହୁରି ପଢନ୍ତୁ- Devastating Flood, Death Toll Rises: ଶ୍ରୀଲଙ୍କା, ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡରେ ପ୍ରକୃତିର ପ୍ରଳୟ: ବନ୍ୟା ନେଲାଣି ୧୦୦୦ ଜୀବନ, ନିଖୋଜଙ୍କ ସୀମା ନାହିଁ…

lokbhavan
lokbhavan Photograph: (sambad.in)

ଆହୁରି ପଢନ୍ତୁ- Winter Session: ବିଧାନସଭାରେ ଉଠିଲା ସେବାଶ୍ରମ ଅନ୍ତେବାସୀଙ୍କ ସୁରକ୍ଷା ପ୍ରସଙ୍ଗ

ରାଜ ଭବନର ନାମ ବଦଳିବା ପରେ ଖୁସି ବ୍ୟକ୍ତ କରି ରାଜ୍ୟପାଳ ଲେଖିଛନ୍ତି-

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe