Jakhapura Junction: ଆଜିଠୁ ଯଖପୁରା ଷ୍ଟେସନ୍‌ରେ ଅଟକିବନି ୩ ଟ୍ରେନ୍‌

Advertisment

ଖୋର୍ଦ୍ଧାରୋଡ୍‌ ଡିଭିଜନ ଅନ୍ତର୍ଗତ ଯଖପୁରା-ଯାଜପୁର କେନ୍ଦୁଝର ରୋଡ୍‌ ମଧ୍ୟରେ ତୃତୀୟ ରେଳ ଲାଇନ୍‌ କାର୍ଯ୍ୟକ୍ଷମ ସହ ଯଖପୁରା ଷ୍ଟେସନ୍‌ର ଆଧୁନିକୀକରଣ କାର୍ଯ୍ୟ ପାଇଁ ୩ଟି ଯାତ୍ରୀବାହୀ ଟ୍ରେନ୍‌ ଯଖପୁରା ଷ୍ଟେସନରେ ରହଣି କରିବ ନାହିଁ।

ଖୋର୍ଦ୍ଧାରୋଡ୍‌ ଡିଭିଜନ ଅନ୍ତର୍ଗତ ଯଖପୁରା-ଯାଜପୁର କେନ୍ଦୁଝର ରୋଡ୍‌ ମଧ୍ୟରେ ତୃତୀୟ ରେଳ ଲାଇନ୍‌ କାର୍ଯ୍ୟକ୍ଷମ ସହ ଯଖପୁରା ଷ୍ଟେସନ୍‌ର ଆଧୁନିକୀକରଣ କାର୍ଯ୍ୟ ପାଇଁ ୩ଟି ଯାତ୍ରୀବାହୀ ଟ୍ରେନ୍‌ ଯଖପୁରା ଷ୍ଟେସନରେ ରହଣି କରିବ ନାହିଁ।

train

ଭୁବନେଶ୍ୱର: ଖୋର୍ଦ୍ଧାରୋଡ୍‌ ଡିଭିଜନ ଅନ୍ତର୍ଗତ ଯଖପୁରା-ଯାଜପୁର କେନ୍ଦୁଝର ରୋଡ୍‌ ମଧ୍ୟରେ ତୃତୀୟ ରେଳ ଲାଇନ୍‌ କାର୍ଯ୍ୟକ୍ଷମ ସହ ଯଖପୁରା ଷ୍ଟେସନ୍‌ର ଆଧୁନିକୀକରଣ କାର୍ଯ୍ୟ ପାଇଁ ୩ଟି ଯାତ୍ରୀବାହୀ ଟ୍ରେନ୍‌ ଯଖପୁରା ଷ୍ଟେସନରେ ରହଣି କରିବ ନାହିଁ। 

Oyo manager kidnapped: ଓୟୋ ମ୍ୟାନେଜରଙ୍କୁ ଅପହରଣ: ରୁମ୍‌ ନଦେବାରୁ ଦୁର୍ବୃତ୍ତଙ୍କ ଉନ୍ମତ୍ତ କାଣ୍ଡ, ଭଙ୍ଗାରୁଜା କଲେ, ଟଙ୍କା ନେଇଗଲେ

ଫେବ୍ରୁଆରି ୭ରୁ ୧୨ ତାରିଖ ମଧ୍ୟରେ ଭଦ୍ରକ-ଦଶପଲ୍ଲା-ଭଦ୍ରକ ମେମୁ (୬୮୪୪୩/୬୮୪୪୪), ବାଲେଶ୍ୱର-ଭୁବନେଶ୍ୱର-ବାଲେଶ୍ୱର ମେମୁ (୬୮୪୦୭/୬୮୪୦୮), କେନ୍ଦୁଝରଗଡ଼-ପାରାଦୀପ-କେନ୍ଦୁଝରଗଡ଼ ମେମୁ (୬୮୪୪୭/୬୮୪୪୮) ଅଟକିବ ନାହିଁ। ତେଣୁ ଯାତ୍ରୀମାନେ ସେହି ଅନୁଯାୟୀ ଯାତ୍ରା ଯୋଜନା କରିବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି।

Bird Flu: ବାର୍ଡ ଫ୍ଲୁ ଫେରିଲା! କିପରି ସତର୍କ ରହିବେ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe