ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ଡୁଙ୍ଗୁରିପାଲିରେ ଛେଳି ମଡ଼କ, ୧୩ ମୃତ

ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଶିବାନନ୍ଦ ପଡ଼ାର ସୁନ୍ଦର ଦଣ୍ଡସେନାଙ୍କ ୧୩ଟି ଛେଳି ମୃତ୍ୟୁ ହୋଇଥିବା ଜଣାଯାଇଛି। ସ୍ଥାନୀୟ ପ୍ରାଣୀ ଚିକିତ୍ସାଧିକାରୀ ରବିବାର ଗାଁକୁ ଆସିଥିଲେ। ସୋମବାର ଇଂଜେକ୍ସନ ଦିଆଯିବ ବୋଲି କହିଥିବା ପ୍ରକାଶ। ଶ୍ରୀ ଦଣ୍ଡସେନାଙ୍କ ଅଭିଯୋଗରୁ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ଟ୍ରକ୍‌ ପଛରେ ଧକ୍କା ଖାଇଲା ବସ୍‌: ୧୨ ଯାତ୍ରୀ ଆହତ

ସୋର: ସୋମବାର ପ୍ରତ୍ୟୁଷରେ ବାଲେଶ୍ୱର ଜିଲ୍ଲାର ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଦହିସଡ଼ା ଛ’ପୋଲିଆ ଗୋଟାଏ ଟ୍ରକ୍‌ ପଛରେ ଗୋଟାଏ ଯାତ୍ରୀବାହୀ ବସ୍‌ ଧକ୍କା ଖାଇବାରୁ ଅନ୍ୟୂନ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଗୁଜରାଟର ସୁନ୍ଦରନଗରରୁ ଘରୋଇ ବସ୍‌ ‘ପ୍ରଧାନ ଆଣ୍ଡ୍‌ ପ୍ରଧାନ’…
ଅଧିକ ଖବର ଦେଖନ୍ତୁ...

ବିଜେଡିକୁ ଶଙ୍ଖକ୍ଷେତ୍ର ଚିନ୍ତା : ସଂଜୟ ଓ ମହେଶ୍ବରଙ୍କୁ ଥଇଥାନ ପାଇଁ କସରତ

ପୁରୀ : ବିଜେଡି ଗଡ଼ ଭାବେ ପରିଚିତ ପୁରୀ ଜିଲ୍ଲା‌ରେ ଚଳିତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଛି। ଜିଲ୍ଲା‌ରେ ୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ୪ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ୨ଟିରେ ବିଜୟୀ ‌ହୋଇଛି। ଜିଲ୍ଲାରେ ହୋଇଥିବା ସମୁଦାୟ‌ ଭୋଟରୁ ବିଜେପି ମଧ୍ୟ ଏକ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ଲୋକସଭା ଆସନ : ବିଜେଡି ଶକ୍ତି ଆଗରେ କଂଗ୍ରେସ, ବିଜେପି ନିଷ୍ପ୍ରଭ

ବ୍ରହ୍ମପୁର : ସରିଛି ସାଧାରଣ ନିର୍ବାଚନ। ବ୍ରହ୍ମପୁର ସ˚ସଦୀୟ କ୍ଷେତ୍ରରେ ତୃତୀୟ ଥର ଲାଗି ବାଜିମାତ୍ କରିଛି ବିଜେଡି। ଆଉ ବିଜେଡିକୁ କଡ଼ା ଟକ୍କର ଦେଇ ଦ୍ବିତୀୟ ସ୍ଥାନରେ ରହିଛି ବିଜେପି। କଂଗ୍ରେସ ସମେତ ଏହି ଆସନର ଅନ୍ୟ ୬ଜଣ ପ୍ରାର୍ଥୀ ଅମାନତ ହରାଇଛନ୍ତି। ତେବେ ଏହି ଆସନରେ କଂଗ୍ରେସ ଓ…
ଅଧିକ ଖବର ଦେଖନ୍ତୁ...

ଯାଜପୁରରେ ଫେଲ୍ ମାରିଲା ମୋଦୀ ମ୍ୟାଜିକ୍, ଭାରି ପଡ଼ିଲା ନବୀନଙ୍କ‌ ଗୋଟିଏ ‘ରୋଡ ସୋ’

ଯାଜପୁରସଦର : ଯାଜପୁରରେ ଡବଲ୍‌ ଇଂଜିନ୍‌ ସରକାରର ନାରା କାମ ଦେଲାନି। ଦେଶରେ ମୋଦୀ ମ୍ୟାଜିକ୍‌ କାମ କରିଥିବା ବେଳେ ଯାଜପୁର ଜିଲ୍ଲାରେ ଏହାର କୌଣସି ପ୍ରଭାବ ପଡ଼ିଲାନି। ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ଜିଲ୍ଲାକୁ ୪ଜଣ କେନ୍ଦ୍ରମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌…
ଅଧିକ ଖବର ଦେଖନ୍ତୁ...

ପରାଜୟର କାରଣ ଖୋଜୁଛି କଂଗ୍ରେସ, ଆରମ୍ଭ ହେଲା ମାନସ ମନ୍ଥନ

ରାୟଗଡା : ୩ରୁ ୩ ବିଧାନସଭା ଆସନରେ ପ୍ରାର୍ଥୀ ପଛୁଆ। ରାୟଗଡା, ବିଷମକଟକ ନିର୍ବାଚନ ମଣ୍ଡଳୀରେ ଦଳ ଲଢ଼େଇକୁ ଆସିବା ତ’ ଦୂରର କଥା ତୃତୀୟ ସ୍ଥାନକୁ ଚାଲିଗଲା। ଗୁଣପୁର ଆସନରେ ଦଳ ଲଢ଼େଇ କରି ହାରିଲା। କେବଳ ରାୟଗଡା ନୁହେଁ, କୋରାପୁଟ ଲୋକସଭା ଆସନର ୭ଟି ଆସନ ମଧ୍ୟରୁ ଜୟପୁରକୁ ଛାଡି ଅନ୍ୟ ୬…
ଅଧିକ ଖବର ଦେଖନ୍ତୁ...

୫ ହେଭିୱେଟ୍‌ ନେତା ଚିତ୍‌ପଟାଙ୍ଗ୍‌ : ପୂର୍ବ ମନ୍ତ୍ରୀ, ବିଧାୟକ ହାରିଲେ, ଜିତି ପାରିଲେନି ମଙ୍ଗଳା, ଜର୍ଜ, ପ୍ରଫୁଲ୍ଲ,…

ରାଉରକେଲା : ଚଳିତ ସାଧାରଣ ନିର୍ବାଚ‌ନରେ ସୁନ୍ଦରଗଡ଼ ଲୋକସଭା ଓ ଏହା ଅନ୍ତର୍ଗତ ସମସ୍ତ ୭ଟି ଯାକ ବିଧାନସଭାରେ ଅନେକ ହେଭିୱେଟ୍‌ ନେତାଙ୍କୁ ଦେଖିବାକୁ ମିଳିଥିଲା। ଏଥର ୨/୩ ଥର କିମ୍ବା ତା’ଠାରୁ ଅଧିକଥର ଜିତିଥିବା ନେତା ନିର୍ବାଚନ ମଇଦାନରେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ। ପ୍ରମୁଖ…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜ: ୧୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ଜଣେ ବିଜୟୀ

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ୯ ବିଧାନସଭା ଓ ୧ ଲୋକସଭା କ୍ଷେତ୍ରରେ ମୋଟ ୯୨ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୧୪ ଜଣ ମହିଳା ପ୍ରାର୍ଥୀ ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା କରୁଥିଲେ। ୧୨ ଜଣ ବିଧାୟକ ଭାବେ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୨ଜଣ…
ଅଧିକ ଖବର ଦେଖନ୍ତୁ...

ଭିତରକନିକାରେ ୨୫ଟି କୁମ୍ଭୀର ବସା ଚିହ୍ନଟ

ରାଜନଗର : ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳରେ ବାସ କରୁଥିବା ବଉଳା କୁମ୍ଭୀର ୨୫ଟି ବସାରେ ଅଣ୍ତା ଦେଇଥିବା ଜଣାପଡିଛି। ଭିତରକନିକା ଫରେଷ୍ଟ ବ୍ଲକ ଓ ଡାଙ୍ଗମାଳ ଫରେଷ୍ଟ ବ୍ଲକର ଗଞ୍ଜେଇଖିଆ, ଶୁଆଯୋର, ଚିନ୍ତାମଣି ମହାନ୍ତି ଯୋର, ଭିତରକନିକା ସମେତ ଡାଙ୍ଗମାଳ ସ୍କିମ୍…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ ଲୋକସଭା: ନୋଟା‌ ଖାତାରେ ୧୩ହଜାର ୨୫୩ ଭୋଟ

ଫୁଲବାଣୀ : କନ୍ଧମାଳ ଲୋକସଭା ଓ ଏହା ଅଧିନରେ ଯାଉଥିବା ଫୁଲବାଣୀ, ବାଲିଗୁଡା, ଘ.ଉଦୟଗିରି, ଭଂଜନଗର, ଦଶପଲ୍ଲା, ବୌଦ୍ଧ ଓ କଣ୍ଟାମାଳ ବିଧାନସଭା କ୍ଷେତ୍ରରେ ଶାନ୍ତିଶୃଙ୍ଖଳାର ନିର୍ବାଚନ ସହ ଫଳାଫଳ ଘୋଷଣା ଶେଷ ହୋଇଛି। ଲୋକସଭା ସହ ସମସ୍ତ ବିଧାନସଭା ଆସନକୁ ବିଜେଡି ଦଖଲ କରି ନେଇଛି।…
ଅଧିକ ଖବର ଦେଖନ୍ତୁ...