ଅନୁସନ୍ଧାନ କରୁଥିବା ବର୍ଗ

ଗଜପତି

‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ନୂଆ ପ୍ରୟୋଗ : ଗଜପତି ଜିଲ୍ଲା ପ୍ରଶାସନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପାରଳାଖେମୁଣ୍ଡି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଜପତି ଜିଲ୍ଲା ପ୍ରଶାସନର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ପ୍ରଶାସନ ଶିକ୍ଷାର ବିକାଶ ପାଇଁ ନେଇଥିବା ପଦକ୍ଷେପକୁ ଏହି ପ୍ରଶଂସା ମିଳିଛି। ଜିଲ୍ଲାରେ…
ଅଧିକ ଖବର ଦେଖନ୍ତୁ...

ଗୁଡ଼ିଆଳିରେ ଗୋଷ୍ଠୀ ବିବାଦ, ୫ ଗିରଫ

କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ଥାନା ଗୁଡ଼ିଆଳି ଗ୍ରାମ ଖଦାଳ ସାହିରେ ଦୁଇ ଗୋଷ୍ଠୀ ମଧ୍ୟରେ ସାହିସଭାକୁ କେନ୍ଦ୍ର କରି ବିବାଦ ଉପୁଜିଛି। ଏନେଇ ଉଭୟ ପକ୍ଷରୁ ମାମଲା ରୁଜୁ ପରେ ଆଜି ପୁଲିସ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ୧୦ ତାରିଖ ଓ ଗତ ୧୧ ତାରିଖରେ ସାହି ସଭା ସମ‌ୟରେ…
ଅଧିକ ଖବର ଦେଖନ୍ତୁ...

ସୌଖିନ ଗାଡ଼ି ମୋହ, ଦୁର୍ବୃତ୍ତ ଠକିନେଲେ ୨ ଲକ୍ଷ

କାଶୀନଗର : ସୌଖୀନ କାର୍‌ ପାଇବା ଲୋଭରେ ଜଣେ ଯୁବକ ଠକାମୀର ଶିକାର ହୋଇଛନ୍ତି। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳରେ। ଯୁବକଙ୍କଠାରୁ ଦୁର୍ବୃତ୍ତ ପ୍ରାୟ ୨ ଲକ୍ଷ ଟଙ୍କା ଠକି ନେଇଛନ୍ତି। ମାସାଧିକ କାଳ ଅପେକ୍ଷା କରି ଶେଷରେ ଠକଙ୍କ ମୋବାଇଲ ସୁଇଚ ଅଫ୍ ହେବା ପରେ ଯୁବକଙ୍କ…
ଅଧିକ ଖବର ଦେଖନ୍ତୁ...

କ˚ଗ୍ରେସ ଛାଡିବେ ସୂରିଆ ରାଓ

ପାରଳାଖେମୁଣ୍ତି : କ˚ଗ୍ରେସ ଛାଡ଼ିବେ ପୂର୍ବତନ ପାରଳାଖେମୁଣ୍ଡି ବିଧାୟକ କେ.ସୂରିଆ ରାଓ। ଆଜି ପାରଳାଖେମୁଣ୍ତି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ତପ ଠାରେ ନିଜ ସମର୍ଥକମାନଙ୍କୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏହା ପ୍ରକାଶ କରିଛନ୍ତି। ୨୦୧୪ ନିର୍ବାଚନରେ ୬୧ ହଜାର ଭୋଟ ପାଇ…
ଅଧିକ ଖବର ଦେଖନ୍ତୁ...

ଟେଲିଫୋନ ଏକ୍ସଚେଞ୍ଜ ଉଡ଼ାଇବା ମାମଲା: ସବ୍ୟସାଚୀ ନିର୍ଦ୍ଦୋଷ

ପାରଳାଖେମୁଣ୍ତି : ଗଜପତି ଜିଲ୍ଲାରେ ଏ ଟେଲିଫୋନ ଏକ୍ସଚେଞ୍ଜକୁ ବିସ୍ଫୋରଣରେ ଉଡ଼ାଇବା ମାମଲାରେ ମାଓନେତା ସବ୍ୟସାଚୀ ପଣ୍ଡା ଆଜି ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଗଜପତି ଜିଲ୍ଲା କୋର୍ଟରେ ଚାଲିଥିବା ଏହି ମାମଲାର ବିଚାର କରି ଜିଲ୍ଲା ଦୌରାଜଜ ବିଶ୍ବଜିତ ଦାସ ଆଜି ଏହି ରାୟ ଶୁଣାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମୋହନା: ବରଗଛମୂଳରୁ ଅଜ୍ଞାତ ଯୁବତୀଙ୍କ ଶବ ଉଦ୍ଧାର

ମୋହନା: ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଟାଙ୍କିଲିପଦର ଅଞ୍ଚଳର ଗୋଟାଏ ବରଗଛ ମୂଳରୁ ପୁଲିସ ଜଣେ ଅଜ୍ଞାତ ଯୁବତୀଙ୍କ ଶବ ଉଦ୍ଧାର କରିଛି। କ୍ଷତବିକ୍ଷତ ହୋଇଥିବା ସେ ଯୁବତୀଙ୍କ ଶବ ରାସ୍ତାକଡ଼ରେ ପଡ଼ିଥିବା ଖବର ପାଇବା ପରେ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ତାହାକୁ ଉଦ୍ଧାର କରି ବ୍ୟବଚ୍ଛେଦ…
ଅଧିକ ଖବର ଦେଖନ୍ତୁ...

ସୀମାନ୍ତ ଛାଡ଼ୁନାହାନ୍ତି ଗଜରାଜ, ଚିନ୍ତାରେ ଆନ୍ଧ୍ର-ଓଡ଼ିଶା ବନ ବିଭାଗ

ପାରଳାଖେମୁଣ୍ଡି : ପାଖାପାଖି ଏକ ମାସ ବିତିସାରିଲାଣି। ତଥାପି ୬ଟିକିଆ ହାତୀପଲ ଓଡ଼ିଆ-ଆନ୍ଧ୍ର ସୀମାନ୍ତ ମହେନ୍ଦ୍ରତନୟା ନଦୀକୂଳ ଓ ତତସଂଲଗ୍ନ ଜଙ୍ଗଲ ଇଲାକା ଛାଡୁନାହାନ୍ତି। ଯାହାକି ଉଭୟ ରାଜ୍ୟର ଜଙ୍ଗଲ ବିଭାଗ ଅଧିକାରୀଙ୍କ ନିଦ ହଜାଇସାରିଲାଣି। ସେପଟେ ହାତୀପଲଙ୍କ ସୁରକ୍ଷାକୁ ଆଖି ଆଗରେ ରଖି…
ଅଧିକ ଖବର ଦେଖନ୍ତୁ...

ଘାଟିରେ ଟ୍ରାକ୍ଟର ଦୁର୍ଘଟଣା, ୨ମୃତ, ୨୦ ଆହତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗାଇବା ନିକଟସ୍ଥ ମାଲେନେର ଘାଟିରେ ବାହାଘର ଭୋଜି ଖାଇ ଫେରୁଥିବା ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଦୁଇ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି। ସେମାନେ ହେଲେ- ଖୁରିଙ୍ଗ ଭୁୟାଁ(୪୫) ଓ ଗାନୁ ଭୁୟାଁ(୪୦)। ଅନ୍ୟ ୨୦ ଜଣ ଆହତ…
ଅଧିକ ଖବର ଦେଖନ୍ତୁ...

ଗଜପତି: ଘାଟିରେ ଟ୍ରାକ୍ଟର ଓଲଟି ୨ ମୃତ, ୧୫ ଆହତଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି

ପାରଳାଖେମୁଣ୍ଡି: ଘାଟିରେ ଟ୍ରାକ୍ଟର ଓଲଟିବାରୁ ବୁଧବାର ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଗଜପତି ଜିଲ୍ଲାର କାଶୀନଗର ବ୍ଳକ ଅନ୍ତର୍ଗତ ଗାଇବାର ମାଲିଆର ଘାଟିରେ ଟ୍ରାକ୍ଟର ଓଲଟିଥିଲା। ବାହାଘର ସାରି ତରଭା ଗୁମର ଗାଁରୁ କନ୍ୟାଯାତ୍ରୀଙ୍କୁ ନେଇ ଟ୍ରକ ଫେରୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

୯ ମାମଲାରେ ମାଓନେତା ସବ୍ୟସାଚୀ ନିର୍ଦ୍ଦୋଷ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ସଂଘଟିତ ୯ଟି ମାଓ ହିଂସା ମାମଲାରେ ଆଜି ମାଓନେତା ସଚ୍ୟସାଚୀ ପଣ୍ଡା ନିର୍ଦ୍ଦୋଷରେ ଖଲାସ ହୋଇଥିବା ଜଣାପଡ଼ିଛି। ପାରଳାଖେମୁଣ୍ଡି ସିଜେଏମ ଏମ.ଇଶ୍ବର ରାଓ ୯ ଟି ମକଦ୍ଦମାର ବିଚାର କରି ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...