ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଆସିକା ରାଜନୀତିରେ ସରୋଜଙ୍କ ପୁଣି ଅଭ୍ୟୁଦୟ, ଏବେ ବିଜେପିରୁ ଭାଗ୍ୟ ପରୀକ୍ଷା

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ରାଜନୀତିରେ ପୁଣି ସରୋଜ ପାଢ଼ୀଙ୍କ ଅଭ୍ୟୁଦୟ। ୨୦୦୪ ମସିହାରେ ଆସିକା ବିଧାନସଭା ନିର୍ବାଚନମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନଙ୍କୁ ଚକ୍‌ମା ଦେଇଥିବା ସରୋଜ ଆଗାମୀ ନିର୍ବାଚନରେ ବିଜେପିରୁ ଭାଗ୍ୟ ପରୀକ୍ଷା…
ଅଧିକ ଖବର ଦେଖନ୍ତୁ...

ବିଜେପି ଛାଡ଼ିଲେ ଆସିକାର ପୂର୍ବତନ ବିଧାୟକ ଦେବରାଜ

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ବିଧାନସଭା ନିର୍ବାଚନମଣ୍ଡଳୀର ତିନି ତିନିଥର ବିଧାୟକ ହୋଇଥିବା ଦେବରାଜ ମହାନ୍ତି ଆଜି ବିଜେପି ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫାପତ୍ର ରାଜ୍ୟ ସଭାପତିଙ୍କୁ ପଠାଇଛନ୍ତି। ଆସିକା ବିଧାନସଭା ନିର୍ବାଚନମଣ୍ଡଳୀରୁ ବର୍ତ୍ତମାନ ସୁଦ୍ଧା…
ଅଧିକ ଖବର ଦେଖନ୍ତୁ...

ମଇଦାଦରେ ଚିନ୍ତାମଣି ଦ୍ୟାନସାମନ୍ତରାଙ୍କ ଦୁଇପୁଅ: ବିଜେପିରୁ ମନୋରଞ୍ଜନ, କଂଗ୍ରେସରୁ ରବୀନ୍ଦ୍ର

ବ୍ରହ୍ମପୁର/ପାତ୍ରପୁର: ଗଞ୍ଜାମ ଜିଲ୍ଲା ଚିକିଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବରିଷ୍ଠ କଂଗ୍ରେସ ନେତା ଚିନ୍ତାମଣି ଦ୍ୟାନସାମନ୍ତରାଙ୍କ ଦୁଇପୁଅ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବା ରାଜନୈତିକ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି।…
ଅଧିକ ଖବର ଦେଖନ୍ତୁ...

କେ. ରବି କୁମାରଙ୍କୁ ନବୀନ ନିବାସରୁ ଡାକରା

ବ୍ରହ୍ମପୁର: ଅର୍ଜୁନ ପୁରସ୍କାର ବିଜେତା ଭାରୋତ୍ତୋଳକ ତଥା କମନ୍‌ୱେଲ୍‌ଥ ଗେମ୍‌ସର ସ୍ବର୍ଣ୍ଣପଦକ ବିଜେତା କେ. ରବି କୁମାରଙ୍କୁ ନେଇ ବ୍ରହ୍ମପୁରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଗତକାଲି ନବୀନ ନିବାସରୁ ଅଚାନକ ଭାବେ ଡାକରା ପାଇ ରବିକୁମାର ଭୁବନେଶ୍ବର ଗସ୍ତ କରିବାପରେ ଏହି ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

ଘୁମୁସର ବନଖଣ୍ଡରେ ଅସୁସ୍ଥ ଦନ୍ତା ହାତୀର ମୃତ୍ୟୁ

ଭଂଜନଗର: ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଗାଲେରି ବନାଞ୍ଚଳର ତିଳିସିଙ୍ଗି ସେକ୍ସନରେ ଅସୁସ୍ଥ ଥିବା ଦନ୍ତା ହାତୀର ମୃତ୍ୟୁ ଘଟିଛି। ଆଜି ସକାଳ ସମୟରେ ଦନ୍ତାଟି ଅସୁସ୍ଥ ଅବସ୍ଥାରେ କରଡାବଣି ଓ ବେରୁଆବାଡ଼ି ମଧ୍ୟରେ ଥିବା ଘାଇ ନିକଟରେ ଘୁରି ବୁଲୁଥିଲା। ଏହା ପରେ ବନ କର୍ମଚାରୀ ମାନେ…
ଅଧିକ ଖବର ଦେଖନ୍ତୁ...

ତାରାସିଙ୍ଗି ରେଞ୍ଜ ଅଞ୍ଚଳରେ ଦନ୍ତା ହାତୀ ଆତଙ୍କ: ବ୍ୟାପକ ଫସଲ ନଷ୍ଟ

ଭଞ୍ଜନଗର: ଭଞ୍ଜନଗର ଘୁମୁସର ବନଖଣ୍ଡ ତାରାସିଙ୍ଗି ରେଞ୍ଜ ଅଞ୍ଚଳରେ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି। ଗୋଠ ଛଡ଼ା ହୋଇଥିବା ଏହି ଦନ୍ତା କରଡ଼ାବଣି ଗାଁକୁ ପଶି ଆସିବା ସହ ବିଲରେ ଫସଲ ନଷ୍ଟ କରଛି। ଅନେକ ଲୋକଙ୍କ ମୁଗ ଓ ବିରି ଫସଲ ନଷ୍ଟ ହୋଇଛି। ହାତୀ ଆକ୍ରମଣରେ ୨ଟି ଗାଈ ମଧ୍ୟ ଆହତ…
ଅଧିକ ଖବର ଦେଖନ୍ତୁ...

ଋଷିକୁଲ୍ୟାର ୧୬୫କିମି ଶଯ୍ୟା ଶୁଖିଲା: ପ୍ରଥମ ଥର ବାରୁଣୀ ବୁଡ଼ରେ ପାଣି ସଂକଟ

ବ୍ରହ୍ମପୁର: ଗ୍ରୀଷ୍ମ ଆରମ୍ଭରୁ ଗଞ୍ଜାମ ଜିଲ୍ଲାରେ ଜଳ ସଂକଟ ଉଗ୍ର ରୂପ ନେଲାଣି। ଅଧିକାଂଶ ନଈ, ପୋଖରୀ ଶୁଖିଗଲାଣି। ସେହିପରି ଗଞ୍ଜାମ ଜିଲ୍ଲାର ଜୀବନରେଖା କୁହାଯାଉଥିବା ଋଷିକୁଲ୍ୟା ନଦୀ ମଧ୍ୟ ଶୁଖିଲା। ଗାଁ ଗାଁରେ ଜଳ ସଂକଟ ଉତ୍କଟ ହୋଇଛି। ପ୍ରତିଦିନ କେଉଁଠି ନା କେଉଁଠି ପାଣି ପାଇଁ…
ଅଧିକ ଖବର ଦେଖନ୍ତୁ...

ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀ: କିଏ ହେବେ ରମେଶଙ୍କ ପ୍ରତିଦ୍ବନ୍ଦ୍ବୀ

ବ୍ରହ୍ମପୁର/ପାଟପୁର: ଗଞ୍ଜାମ ଜିଲ୍ଲାରେ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀ ବର୍ତ୍ତମାନ ଭିନ୍ନ କାରଣରୁ ଚର୍ଚ୍ଚାରେ ରହିଛି। ଜିଲ୍ଲାର ଏକମାତ୍ର ଏହି ନିର୍ବାଚନମଣ୍ଡଳୀ କଂଗ୍ରେସ ଦଖଲରେ ରହିଛି। ବର୍ତ୍ତମାନର ବିଧାୟକ ରମେଶ ଜେନା ପୁଣିଥରେ କଂଗ୍ରେସରୁ ପ୍ରାର୍ଥୀ ହେବାର ସମ୍ଭାବନା ରହିଥିବ‌ା ବେଳେ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ବିଧାନସଭା ଆସନକୁ ନେଇ ବିଜେଡିର କସରତ: ବିବାଦ ତୁଟୁନି, ତୁହାକୁତୁହା ବୈଠକ

ବ୍ରହ୍ମପୁର: ବ୍ରହ୍ମପୁର ବିଧାନସଭା ଆସନକୁ ନେଇ ବିଜେଡିର ଅଙ୍କ ଛିଣ୍ଡୁନି। ଏଠାରୁ ଦଳର କିଏ ପ୍ରାର୍ଥୀ ହେବେ ସେଥିନେଇ ଆଶାୟୀଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଥିବା ବେଳେ ପୁରୁଣା ଓ ନୂଆ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଭୁବନେଶ୍ବରରେ ପହଞ୍ଚିଗଲାଣି। ବିଜେଡି ପ୍ରଥମ ଦଫାରେ ୭୨…
ଅଧିକ ଖବର ଦେଖନ୍ତୁ...

ପ୍ରାର୍ଥୀ ବଦଳାଇ ଚର୍ଚ୍ଚାରେ ବିଜେପି: ସଫଳ ହେବ ନା ବିଫଳତାକୁ ଦୋହରାଇବ?

ବ୍ରହ୍ମପୁର: ବ୍ରହ୍ମପୁର ଲୋକସଭା ଆସନରେ ବିଜେପି ବାରମ୍ବାର ପ୍ରାର୍ଥୀ ବଦଳାଉଥିବା ଦେଖିବାକୁ ମିଳୁଛି। ଚଳିତଥର ମଧ୍ୟ ଦଳରେ ସଦ୍ୟ ଯୋଗଦେଇଥିବା ଗୋପାଳପୁର ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳ ପ୍ରାର୍ଥୀ କରିଛି। ପୂର୍ବରୁ ଦଳକୁ ଏହା ଆଦୌ ସହାୟକ ହୋଇନଥିବା ବେଳେ ଚଳିତଥର ଏହା…
ଅଧିକ ଖବର ଦେଖନ୍ତୁ...