Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ପ୍ରେମିକା ଘର ଆଗରେ ପ୍ରେମିକର ଆତ୍ମହତ୍ୟା ଉଦ୍ୟମ

ମଞ୍ଜୁରୀରୋଡ :  ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ରାଜେନ୍ଦ୍ରପୁର ପଞ୍ଚାୟତର ସାରୋ ଗ୍ରାମର ଜଣେ ଯୁବତୀଙ୍କ ଘର ଆଗରେ ଯାଜପୁର ଅଞ୍ଚଳର ଜଣେ ଯୁବକ ଗୁରୁବାର ଅପରାହ୍ନରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବିବାହ ପାଇଁ ଜିଦ କରିବା ସହ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଚର୍ଚ୍ଚାର ବିଷୟ…
ଅଧିକ ଖବର ଦେଖନ୍ତୁ...

୨ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଲମ୍ବିତ

ଯାଜପୁରଟାଉନ : କାର୍ଯ୍ୟରେ ଅବହେଳା ପାଇଁ ଯାଜପୁର ଜିଲ୍ଲାର ୨ ପଞ୍ଚାୟତ ନିର୍ବାହୀ ଅଧିକାରୀ (ଭିଏଲ୍‌ଡବ୍ଲୁ)ଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ଦୁଇ ଅଧିକାରୀ ହେଲେ ରସାନନ୍ଦ ଜେନା ଓ ରାମଚନ୍ଦ୍ର ପାଲ। ଅଭିଯୋଗ ଅନୁଯାୟୀ ୨୦୧୭-୧୮ ଆର୍ଥିିକ ବର୍ଷରେ ବ୍ଲକ୍‌ର ୨୬ଟି ପଞ୍ଚାୟତରେ…
ଅଧିକ ଖବର ଦେଖନ୍ତୁ...

ପାଇଖାନା ନଥାଇ ପୁରସ୍କାର

ଦଶରଥପୁର : ପ୍ରତିଘରେ ଶୌଚାଳୟ ନାହିଁ। ଯାହା ବି ଅଛି ନଗଣ୍ୟ। ୧୦ ଭାଗରୁ ଭାଗେ ଘରେ ରହିଛି ଶୌଚାଳୟ। ଅର୍ଥାତ୍‌ ୨୩୬୮ ମଧ୍ୟରୁ ମାତ୍ର ୨୧୪ ପରିବାରରେ ଶୌଚାଳୟ ଅଛି। ୨୧୫୭ ପରିବାରରେ ଶୌଚାଳୟ ନାହିଁ। ଅଥଚ ୨୦୧୦ ମସିହାରେ ଯେଉଁ ରିପୋର୍ଟ ଦିଆଯାଇଛି ସେଥିରେ ପ୍ରତି ଘରେ ପାଇଖାନା ଅଛି ବୋଲି…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ୫୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ କଲଣ ଗ୍ରାମରେ ଗତକାଲି ରାତିରେ ଅବକାରୀ ବିଭାଗ ଚଢ଼ାଉ କରି ୫୦ କେଜିରୁ ଊର୍ଧ୍ୱ ଗଞ୍ଜେଇ ଜବତ କରିବା ସହିତ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି। ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଲଣ ଗ୍ରାମର ଟିମସେନ ସାହୁ( ୪୫…
ଅଧିକ ଖବର ଦେଖନ୍ତୁ...

ବରୀରେ ଚାଷୀ ଆତ୍ମହତ୍ୟା

ସିଂହପୁର/ବରୀ ଯାଜପୁର ଜିଲ୍ଲାରେ ଜଣେ ଯୁବ ଚାଷୀ ଆତ୍ମହତ୍ୟା କରିଛନ୍ତି। ଫସଲହାନି ଯୋଗୁ ଏହି ଚାଷୀ ଜଣଙ୍କ ମାନସିକ ଭାରସାମ୍ୟ ହରାଇଥିଲେ। ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସଂପୃକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ!

ଯାଜପୁରଟାଉନ:ଯାଜପୁର ସଦର ମହକୁମା ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଜଣେ ନବଜାତକର ମୃତ୍ୟୁ ଘଟିଛି। ମୃତ୍ୟୁ ପରେ ବି ମେଡ଼ିକାଲର କେତେକ କର୍ମଚାରୀ ୫ ଶହ ଟଙ୍କା ଦାବି କରିଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି। ଏନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ମଙ୍ଗଳପୁର…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ମହିଳା ମୃତ୍ୟୁକୁ ନେଇ ଉତ୍ତେଜନା: ପୁଲିସ୍‌-ଜନତା ଧସ୍ତାଧସ୍ତି

ବ୍ୟାସନଗର: ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ବ୍ୟାସନଗର ସହରରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ହଜାରହଜାର ଲୋକ କେନ୍ଦୁଝର-ଯାଜପୁରରୋଡ ରାସ୍ତାକୁ ଅବରୋଧ କରିଥିଲେ। ଉତ୍ତ୍ୟକ୍ତ ଲୋକ ଓ ପୁଲିସ୍‌ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ରାସ୍ତାର ଉଭୟ ପଟେ ଶହ ଶହ ଗାଡ଼ି ମଟର ଅଟକି ରହିଥିଲା।…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଯାଜପୁର: ଦାନଗଦି ଫାଣ୍ଡି ଅଞ୍ଚଳର ଦାନଗଦି ଗାଁରେ ଶୁକ୍ରବାର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ବୀର ମହାକୁଡ଼ଙ୍କ ପୁଅ ବିଶ୍ୱଜିତ ମହାକୁଡ଼(୨୨) ବାଇକ ଯୋଗେ ଅପରାହ୍ନ ୨ଟାରେ ଘରକୁ ଫେରୁଥିବା ତାଙ୍କୁ ଏକ ନିଛାଟିଆ ସ୍ଥାନରେ ଆକ୍ରମଣ କରାଯାଇଥିଲା। ଆକ୍ରମଣର କାରଣ ସ୍ପଷ୍ଟ ହୋଇ ନାହିଁ।…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ଅଗ୍ନିକାଣ୍ଡରେ ୯ ଛେଳି, ୩ ଗାଈ ଜୀବନ୍ତ ଦଗ୍ଧ

ଯାଜପୁର: ଗତକାଲି ରାତିରେ ଯାଜପୁର ଜିଲ୍ଲା କୋରେଇ ବ୍ଲକ୍‌ ଅନ୍ତର୍ଗତ କନ୍ତୋରେ ଗାଁରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୯ଟି ଛେଳି ଓ ୩ଟି ଗାଈ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତିି। ଗତ ରାତିରେ ହଠାତ ଗ୍ରାମର ତାପସ ଜେନା ଓ ମୀନା ଜେନାଙ୍କ ଘରେ ନିଆଁଲାଗି ସେମାନଙ୍କର ତିନିବଖର ଘର ସହିତ ଗୁହାଳରେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ସ୍ୱାଧୀନତା ସଂଗ୍ରାମୀ ସରସ୍ୱତୀ ଦେବୀଙ୍କ ପରଲୋକ

ଚଣ୍ଡିଖୋଲ : ବଡ଼ଚଣା ବ୍ଳକ୍‌ ଅନ୍ତର୍ଗତ ବାଲିପଡ଼ିଆ ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ବୃନ୍ଦାବନ ତ୍ରିପାଠୀଙ୍କ ଧର୍ମପତ୍ନୀ ସଂଗ୍ରାମୀ ତଥା ସମାଜସେବୀ ସରସ୍ୱତୀ ଦେବୀ (୮୯)ଙ୍କ ଗତ ୨୯ ତାରିଖ ରାତିରେ ତାଙ୍କ ବାଲିପଡ଼ିଆସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମହାତ୍ମାଗାନ୍ଧିଙ୍କ…
ଅଧିକ ଖବର ଦେଖନ୍ତୁ...