ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ, ବନ୍ଦ ରହିଲା ଅଦାଲତ, କାର୍ଯ୍ୟାଳୟ

ସମ୍ବଲପୁର : ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ଅଦାଲତଗୁଡ଼ିକ ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ ରଖାଯାଇଛି। ସାମାଜିକ କର୍ମକର୍ତ୍ତାମାନେ ଅଦାଲତ ଏବଂ ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରି ସବୁ ଠପ୍ କରି ଦେଇଥିଲେ। କେନ୍ଦ୍ରୀୟ…
ଅଧିକ ଖବର ଦେଖନ୍ତୁ...

ବେଆଇନ୍‌ କରତ କଳ ଜବତ, ୧୦ ଲକ୍ଷ ଟଙ୍କାର ଚୋରା କାଠ ଓ ଯନ୍ତ୍ରପାତି ଜବତ

ସମ୍ବଲପୁର: ବନ ବିଭାଗ ପକ୍ଷରୁ ଶୁକ୍ରବାର ବଡ଼ବଜାର ବଙ୍ଗାଳିପଡ଼ାଠାରେ ଏକ ବେଆଇନ୍‌ କରତ କଳ ଉପରେ ଚଢାଉ କରାଯାଇ ବହୁ ପରିମାଣରେ ଶାଗୁଆନ କାଠ ସମେତ ପ୍ରାୟ ୧୦ ଲକ୍ଷ ଟଙ୍କାର ଚୋରା କାଠ ଓ ଯନ୍ତ୍ରପାତି ଜବତ କରାଯାଇଛି। କିଛି ଦିନ ତଳେ ଫାର୍ମ ରୋଡ୍‌, ଚେରୁଆପଡ଼ା ଅଞ୍ଚଳରେ ବେଆଇନ୍‌ କରତ କଳ…
ଅଧିକ ଖବର ଦେଖନ୍ତୁ...

୪ ଜଣ ଆନ୍ତଃରାଜ୍ୟ ଠକ ଗିରଫ: କାର ସମେତ ଲକ୍ଷାଧିକ ଟଙ୍କା ଜବତ

ସମ୍ବଲପୁର: ଆନ୍ତଃରାଜ୍ୟ ଏଟିଏମ୍‌ ଠକେଇ ଘଟଣାରେ ସମ୍ବଲପୁର କ୍ଷେତରାଜପୁର ପୁଲିସ ଓ ସ୍ପେସାଲ ସ୍କ୍ଵାର୍ଡ ମିଳିତ ଭାବେ ଚଢ଼ାଉ କରି ୪ ଜଣିଆ ଏକ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ସିଂପାଲି ଛକର ସ୍ୱାଧୀନ ବହିଦାର(୨୭), ବିହାର…
ଅଧିକ ଖବର ଦେଖନ୍ତୁ...

କୁଚିଣ୍ଡା ବିଜ୍ଞପିତ ପରିଷଦର ସହକାରୀ ଯନ୍ତ୍ରୀଙ୍କ ଘର ସମେତ ଏକକାଳୀନ ତିନିଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ବିଜ୍ଞପିତ ପରିଷଦରେ କାର୍ଯ୍ୟ କରୁଥିବା ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ସକାଳ ପ୍ରାୟ ୬ଟା ସମୟରେ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ନାଗରିକତା ଆଇନ ବିରୋଧରେ ବିକ୍ଷୋଭ, ଆଇନ ପ୍ରତ୍ୟାହାର ଦାବିରେ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର

ସମ୍ବଲପୁର: ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆରସି)କୁ ବିରୋଧ କରି ଗୁରୁବାର ସମ୍ବଲପୁରରେ ବିକ୍ଷୋଭ କରାଯାଇଛି। ଭୀମ ଆର୍ମି ଓ ବିଭିନ୍ନ ମୁସଲମାନ୍‌ ସଂଗଠନ ପକ୍ଷରୁ ଏକ ପ୍ରତିବାଦ ରାଲି ଅନୁଷ୍ଠିତ ହୋଇଛି। ପ୍ରତିବାଦକାରୀମାନେ ଆଇନ ପ୍ରତ୍ୟାହାର ଦାବିରେ…
ଅଧିକ ଖବର ଦେଖନ୍ତୁ...

୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଡଙ୍ଗରିଗୁଡ଼ା ଠାରେ ୩୩ କେଭି ବିଦ୍ୟୁତ ଲାଇନ୍‌ କାମ କରୁଥିବା ସମୟରେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ଝରିଗାଁ ବ୍ଲକ୍‌ ଏକମ୍ବା ପଞ୍ଚାୟତ ଅନ୍ତର୍ଗତ ଧନପୁର ଗ୍ରାମର ଲଛମନ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ପୁଲିସ୍‌ର ନୂଆ ପ୍ରୟାସ: ପିସିଆର ଭ୍ୟାନ୍‌ରେ ଲାଗିଲା ଜିପିଏସ୍‌ ଟ୍ରାକିଂ ସିଷ୍ଟମ୍‌, ପୁଲିସ୍‌ ଉପରେ ନଜର…

ସମ୍ବଲପୁର: ‘ମୋ ସରକାର’ କାର୍ଯ୍ୟକ୍ରମ ଅଧିନରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆହୁରି ସୁଦୃଢ଼ କରିବା ପାଇଁ ସମ୍ବଲପୁରରେ ସମନ୍ଵିତ ଜିପିଏସ୍‌ ଟ୍ରାକିଂ ବ୍ୟବସ୍ଥା ଆରମ୍ଭ ହୋଇଯାଇଛି। ଏହି ନୂତନ ବ୍ୟବସ୍ଥା ଆରମ୍ଭ ହୋଇଯିବା ପରେ ପୁଲିସ ଉପରେ ପୁଲିସ ନଜର ରଖିପାରିବ। ତେଣୁ ଆଜି ୧୫ଟି ପିସିଆର…
ଅଧିକ ଖବର ଦେଖନ୍ତୁ...

ଆଇନ ଅମାନ୍ୟ ଆନ୍ଦୋଳନ ଚେତାବନୀ, ଦୂର ହେଉନି ଟୋକନ କଷ୍ଟ, ରାତିରେ ମେସେଜ ସକାଳେ ଡିଲିଟ

ସମ୍ବଲପୁର: ଦୂର ହେଉନି ଟୋକନ୍‌ କଷ୍ଟ। ରବିବାର ରାତିରେ ଚାଷୀଙ୍କ ମୋବାଇଲକୁ ଟୋକନ୍‌ ଆସିଲା କିନ୍ତୁ ସକାଳେ ମଣ୍ଡିକୁ ଧାନ ଗଲାବେଳକୁ ଆରଏମସି କମ୍ପ୍ୟୁଟରରେ ଟୋକନ ଡିଲିଟ ହୋଇଯାଇଥିଲା। ଏଭଳି ଅଭାବନୀୟ ଘଟଣା ଯୋଗୁଁ ଦୂର ଦୂରାନ୍ତରୁ ମଣ୍ଡିକୁ ଧାନ ନେଇ ଆସିଥିବା ଚାଷୀଙ୍କୁ ହିନସ୍ତା ହେବାକୁ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାଗ୍ରସ୍ତ ଗ୍ୟାସ୍ ଟ୍ୟାଙ୍କରରୁ ଜାରି ରହିଛି ଗ୍ୟାସ୍ ସ୍ଥାନାନ୍ତରଣ ପ୍ରକ୍ରିୟା

ସମ୍ବଲପୁର :ସମ୍ବଲପୁର ନିକଟବର୍ତ୍ତୀ ଯୁଯୁମୁରା ଥାନା ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ଗ୍ୟାସ୍ ଟ୍ୟାଙ୍କରରୁ ଗ୍ୟାସ୍ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଥିବା ଜଣାଯାଇଛି। ଗତକାଲି ଦୁର୍ଘଟଣା ପରେ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହୋଇଥିଲା । କୌଣସି ଅଘଟଣକୁ ଏଡାଇବାକୁ ଗତକାଲି ପୁଲିସ…
ଅଧିକ ଖବର ଦେଖନ୍ତୁ...

ଗ୍ୟାସ୍‌ ଟ୍ୟାଙ୍କର-ଟ୍ରକ୍‌ ମୁହାଁମୁହିଁ ଧକ୍କା ପରେ ଲାଗିଲା ନିଆଁ, ୨ ଚାଳକ ଜିଅନ୍ତା ଜଳିଗଲେ

ଯୁଯୁମୁରା : ସମ୍ବଲପୁର ଜିଲ୍ଲା ଯୁଯୁମୁରା ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ଶନିବାର ଭୋର୍‌ ପ୍ରାୟ ସାଢ଼େ ୪ଟା ସମୟରେ ଏକ ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର୍ ଓ ଲୁହାପଥର ବୋଝେଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଉଭୟ ଗାଡ଼ିର କେବିନ୍‌ ସଂପୂର୍ଣ୍ଣ ଜଳି ଯିବା ସହ ଦୁଇଜଣ ଯାକ…
ଅଧିକ ଖବର ଦେଖନ୍ତୁ...