ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ଅନିଶ୍ଚିତତାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଏମ୍‌ଏସ୍‌ସି ମେଡିକାଲ ଫିଜିକ୍ସ ଛାତ୍ରଙ୍କ ଭବିଷ୍ୟତ : ପାଠ୍ୟକ୍ରମକୁ…

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ଏସ୍‌ସି ମେଡିକାଲ ପଦାର୍ଥ ବିଜ୍ଞାନ (ଫିଜିକ୍ସ) ପାଠ୍ୟକ୍ରମକୁ ମିଳିପାରିବନି ଏଇଆର୍‌ବି(ଆଟୋମିକ ଏନର୍ଜି ରେଗୁଲେଟାରି ବୋର୍ଡ) ମାନ୍ୟତା। ଏ ସଂକ୍ରାନ୍ତରେ ଏଇଆର୍‌ବି ପକ୍ଷରୁ ଏକ ପତ୍ର ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ଏତଲା ଗ୍ରହଣ କରିବାରେ ବିଳମ୍ବ ହେବାରୁ ଥାନାରେ ନିଶା ବଟିକା ଖାଇଦେଲେ ଯୁବତୀ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ…

କୁଚିଣ୍ଡା: ଏତଲା ଗ୍ରହଣ କରିବାରେ ବିଳମ୍ବ ହେବାରୁ ଥାନାରେ ଶନିବାର ଜଣେ ଯୁବତୀ ନିଶା ବଟିକା ଖାଇ ଦେଇଛନ୍ତି। ଏକାଥରକେ ୫ଟି ନିଶା ବଟିକା ଖାଇଦେବା ପରେ ଯୁବତୀ ଜଣକ ଗୁରୁତର ହୋଇଛନ୍ତି। ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଂଚଳରେ…
ଅଧିକ ଖବର ଦେଖନ୍ତୁ...

ହାତୀ ହାବୁଡ଼ରେ ପଡ଼ି ଯୁବକ ମୃତ

ସମ୍ବଲପୁର: ରବିବାର ସନ୍ଧ୍ୟା ବେଳେ ବାମରା ବ୍ଲକ୍‌ ଅନ୍ତର୍ଗତ ଗରପୋଷ ନିକଟବର୍ତ୍ତୀ ଜଙ୍ଗଲିଆ ରାସ୍ତାରେ ହାତୀ ହାବୁଡ଼ରେ ପଡ଼ି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତ ଯୁବକ ହେଉଛନ୍ତି ମହୁଲମୁଣ୍ଡା ଗାଁର ସୁନୀଲ ଏକ୍କା। ଡୁମେରୁମୁଣ୍ଡାରୁ ଗାଁକୁ ଫେରୁଥିବା ବେଳେ ସୁନୀଲ ଗୋଟାଏ ହାତୀ…
ଅଧିକ ଖବର ଦେଖନ୍ତୁ...

ଧନୁଯାତ୍ରା ଦେଖି ଫେରିଲା ବେଳେ ଦୁର୍ଘଟଣା : ୨ ମୃତ, ୨ ଆହତ

ସମ୍ବଲପୁର : ମାନେଶ୍ବର ଗୁଲୁଣ୍ଡା ଗାଁରୁ ୨ଟି ବାଇକ୍‌ରେ ୪ ଜଣ ପଡ଼ିଆବାହାଲକୁ ଧନୁଯାତ୍ରା ଦେଖିବାକୁ ଯାଇଥିଲେ। ଯାତ୍ରା ଦେଖି ଫେରିଲା ବେଳେ ରାତି ପ୍ରାୟ ୧୦ଟା ବେଳେ ୫୩ ନମ୍ବର ଜାତୀୟ ରାଜପଥ ସଦର ଥାନା ଅନ୍ତର୍ଗତ ବାରିବନ୍ଧ ଛକ ନିକଟରେ ପରସ୍ପର ମଧ୍ୟରେ ବାଡ଼େଇ ହୋଇ ଦୁର୍ଘଟଣାଗ୍ରସ୍ତ…
ଅଧିକ ଖବର ଦେଖନ୍ତୁ...

ଭିସୁଟ୍‌ର ଏକାଦଶ ସମାବର୍ତ୍ତନ ଉତ୍ସବ : ଶିକ୍ଷା ଚରିତ୍ର ଗଠନ ଓ ଅର୍ଥନୈତିକ ଅଭିବୃଦ୍ଧିର ଚାବିକାଠି

ସମ୍ବଲପୁର : ସ୍ବାମୀ ବିବେକାନନ୍ଦ କହିଥିଲେ, ‘ଜାଗ, ଉଠ ଓ ଲକ୍ଷ୍ୟସ୍ଥଳରେ ନ ପହଞ୍ଚିବା ଯାଏ ଅଟକିଯାଅନି। କେହି ତୁମକୁ ଶିକ୍ଷା ଦେଇପାରିବେନି, କେହି ତୁମକୁ ଆଧ୍ୟାତ୍ମିକ ବାଟରେ ନେଇ ପାରି‌ବେନି। କେବଳ ତୁମ ଆତ୍ମା ହିଁ ତୁମର ଶିକ୍ଷକ ହେବ। ସେତେବେଳ ଯାଏ ତୁମେ ଭଗବାନଙ୍କୁ ବିଶ୍ବାସ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ବିଶ୍ବବିଦ୍ୟାଳୟର ୩୦ତମ ସମାବର୍ତ୍ତନ ଉତ୍ସବ : ୫ ଟ୍ରିଲିୟନ୍ ଅର୍ଥନୀତି ପାଇଁ ଠିକଣା ପଥରେ ଆଗଉଛୁ –…

ସମ୍ବଲପୁର : ଏକ ନୂଆ ଭାରତ ଗଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ସ୍ବପ୍ନ ଦେଖିଛନ୍ତି ତାକୁ ସାକାର କରିବା ପାଇଁ ଅନେକ ଭିନ୍ନ ପ୍ରୟାସ କରାଯାଉଛି। ୨୦୨୪ ସୁଦ୍ଧା ଭାରତକୁ ଏକ ୫ ଟ୍ରିଲିୟନ୍ ଡଲାର୍ ଅର୍ଥନୀତିରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ଧ‌ାର୍ଯ୍ୟ କରିଛନ୍ତି। ଏହା ଏକ…
ଅଧିକ ଖବର ଦେଖନ୍ତୁ...

ଭିସୁଟରେ ନିର୍ମାଣ ହେବ କ୍ଷେପଣାସ୍ତ୍ର, ଉଦ୍‌ଘାଟନ ଅପେକ୍ଷାରେ ଇସ୍ରୋର ପ୍ରଥମ ଇନୋଭେସନ ସେଣ୍ଟର

ସମ୍ବଲପୁର : ଆସନ୍ତା ୩୦ ତାରିଖ କେବଳ ସମ୍ବଲପୁର କି ଓଡ଼ିଶା ନୁହେଁ ସମଗ୍ର ଦେଶ ପାଇଁ ଏକ ସ୍ମରଣୀୟ ଦିନ ହୋଇ ରହିବ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଏହାର ପ୍ରଥମ ଇନୋଭେସନ ସେଣ୍ଟର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟରେ ଉଦ୍‌ଘାଟନ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଧର୍ମଘଟକାରୀ ଓକିଲଙ୍କୁ ହେଲ୍‌ମେଟ୍‌ରେ ପିଟିଲେ ବ୍ୟାଙ୍କ୍‌ ମ୍ୟାନେଜର୍‌

ସମ୍ବଲପୁର: ଆଜି ପୂର୍ବାହ୍ନରେ ସ୍ଥାନୀୟ ଜେ. ପି. ରୋଡ୍‌ସ୍ଥିତ ଏକ ବ୍ୟାଙ୍କ୍‌ର ମ୍ୟାନେଜର୍‌ ଜଣେ ଧର୍ମଘଟକାରୀ ଓକିଲଙ୍କୁ ହେଲ୍‌ମେଟ୍‌ରେ ପିଟିଛନ୍ତି। ଏ ବିଷୟରେ ଆଡ୍‌ଭୋକେଟ୍‌ ମଧୁସୂଦନ ମିତ୍ର ବ୍ୟାଙ୍କ୍‌ ମ୍ୟାନେଜର ସୌମ୍ୟସେନ ପୁରୋହତିତଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ବିଲରେ ଧାନ କାଟୁଥିବା ଚାଷୀଙ୍କୁ କଚାଡ଼ି ଦେଲା ହାତୀ, କ୍ଷତିପୂରଣ ଦାବିରେ ଘଟଣାସ୍ଥଳରେ ଉତ୍ତେଜନା

ଯୁଯୁମୁରା (ବିଜୟ ସ୍ୱାଇଁ): ବିଲରେ ଧାନ କାଟୁଥିବା ଚାଷୀଙ୍କୁ ହାତୀ କଚାଡ଼ି ଦେଇ ଜୀବନ ନେଇଛି। ସମ୍ବଲପୁର ଜିଲ୍ଲାର ଯୁଯୁମୁରା ସେକ୍ସନ ଅନ୍ତର୍ଗତ ଯୁଯୁମୁରା ବିଟ୍‌ର ଦାନ୍ତେରି ଗାଁରେ ଆଜି ସକାଳ ୮ଟା ୩୦ରେ ଏହିି ଲୋମହର୍ଷଣକାରୀ ଘଟଣା ଘଟିଛି। ଜଙ୍ଗଲି ହାତୀ ଧାନ ଖାଇବାକୁ ଆସି ଚାଷୀ ନୂଆଁସୁ…
ଅଧିକ ଖବର ଦେଖନ୍ତୁ...

ଓଲଟି ପଡ଼ିଲା ୯ ଜଣ ଧାନକଟାଳିଙ୍କୁ ନେଇ ଯାଉଥିବା ଅଟୋ; ଜଣେ ମୃତ, ଅନ୍ୟ ଦୁଇଜଣ ସାଙ୍ଘାତିକ ଆହତ

ସମ୍ବଲପୁର: ସୋମବାର ସକାଳ ପ୍ରାୟ ୬: ୩୦ ସମୟରେ ମେଘପାଳ ରାସ୍ତାର ଝାରଗୁଲୁଣ୍ଡାରେ ଗୋଟାଏ ଅଟୋ-ରିକ୍ସା ଓଲଟି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଦୁଇ ଜଣ ସାଙ୍ଘାତିକ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ହେଉଛନ୍ତି ୪୫ ବର୍ଷିୟ କ୍ଷମାଶୀଳ ମିର୍ଦା। ଆହତମାନଙ୍କୁ…
ଅଧିକ ଖବର ଦେଖନ୍ତୁ...