ଅନୁସନ୍ଧାନ କରୁଥିବା ବର୍ଗ

ଖବର

ଟାଇଗର ଶ୍ରଫ୍‌ଙ୍କ ଦୁଇ କିଶୋର ଫ୍ୟାନ୍‌ କଲେ ଏଭଳି ବିସ୍ମୟକର କାରନାମା, ଜାଣନ୍ତୁ କ’ଣ କଲେ ?

ମୁମ୍ବାଇ: ଫିଲ୍ମ ଷ୍ଟାରମାନଙ୍କର ଗୋଟିଏ ଝଲକ ପାଇବା ପାଇଁ ସିନେପ୍ରେମୀ ପାଗଳ ଭଳି ହୁଅନ୍ତି। ଜଣେ ଫିଲ୍ମଷ୍ଟାରଙ୍କ ଫ୍ୟାନ୍‌ମାନେ କିଭଳି କାମ କରିଛନ୍ତି,ଜାଣିଲେ ଆପଣ ନିଶ୍ଚିତ ରୂପେ ବିସ୍ମିତ ହେବେ। ଦିଲ୍ଲୀର ସେଲଟର୍‌ ହୋମ୍‌ରେ ରହୁଥିବା ଦୁଇଜଣ କିଶୋର ବଲିଉଡର ନାମୀ ଟାଇଗର ଶ୍ରଫ୍‌ଙ୍କର…
ଅଧିକ ଖବର ଦେଖନ୍ତୁ...

ଯାତ୍ରାକାଳୀନ ଅସୁସ୍ଥତା ଦୂର ପାଇଁ ଚଷମା

ଅନେକ ମଣିଷ ଗତିଜ ଅସୁସ୍ଥତା ବା ଯାତ୍ରାକାଳୀନ ଅସୁସ୍ଥତା ବା ଇ˚ରେଜୀରେ ‘ମୋସନ୍‌ ସିକ୍‌ନେସ୍‌ଭୋଗୁଥିବା ଜଣାଯାଏ। ଏହି ଶାରୀରିକ ବିକାରରୁ ମଣିଷକୁ ମୁକ୍ତି ଦେବା ପାଇଁ ଫ୍ରେଞ୍ଚ୍‌ କ˚ପାନି ‘ସିତ୍ରୋୟେଁ’ ପକ୍ଷରୁ ଅଭିନବ ଚଷମା ବିକଶିତ କରାଯାଇଛି। ଏହି ଚଷମା ପିନ୍ଧିବାର ଦଶରୁ ବାର…
ଅଧିକ ଖବର ଦେଖନ୍ତୁ...

ଆଲିଆ ନୁହନ୍ତି ଏହି ଏକ୍ସଗର୍ଲଫ୍ରେଣ୍ଡଙ୍କ ସହ ଆସିବେ ରଣବୀର କପୁର

ମୁମ୍ବାଇ: ବଲିଉଡର ହାର୍ଟଥ୍ରୋବ୍‌ ରଣବୀର କପୁର ଓ ଜଣାଶୁଣା ନାୟିକା ଦୀପିକା ପାଦୁକୋନ୍‌ ଏକଦା ପ୍ରେମିକ-ପ୍ରେମିକା ଭାବେ ବେଶ୍‌ ଚର୍ଚ୍ଚାରେ ଥିଲେ। ସେ ଦୁହିଁଙ୍କର ପ୍ରେମ କାହାଣୀ ହଟ୍‌ ଟପିକ୍‌ ଥିଲା। ହେଲେ ପ୍ରାୟ ଦେଢ ବର୍ଷର ସଂପର୍କପରେ ଏ ଦୁହିଁଙ୍କର ବ୍ରେକ୍‌ଅପ୍‌ ହୋଇଥିଲା।ହେଲେ ଏବେ…
ଅଧିକ ଖବର ଦେଖନ୍ତୁ...

ଏକତା କପୁର କାହାକୁ ଦେଖିଲେ ନିଜର କଷ୍ଟ ଭୁଲିଯାନ୍ତି? 

ମୁମ୍ବାଇ:  ଟେଲି ଜଗତର କୁଇନ୍‌ ଏକତା କପୁର ହମ୍‌ପାଞ୍ଚ୍‌,କ୍ୟୁଁ କି ଶାଶ୍‌ ଭି କଭି ବହୂ ଥି,କାହାନି ଘର୍‌ ଘର୍‌ କି,କହିଁ କିସି ରୋଜ୍‌,କସୌଟି ଜିନ୍ଦେଗି କେ,ପବିତ୍ର ରିସ୍ତା ,ବଡେ ଅଛେ୍‌ ଲଗ୍‌ତେ ହେଁ,ଯୋଧା ଆକବର,ନାଗିନ୍‌,ୟେ ହେ ମୋହବତେଁ,ଚନ୍ଦ୍ରକାନ୍ତ,କସମ୍‌ ତେରେ ପ୍ୟାର୍‌ କି ଓ…
ଅଧିକ ଖବର ଦେଖନ୍ତୁ...

ରେଓ୍ଵାଡ଼ି ଗଣଦୁଷ୍କର୍ମ ମାମଲା: ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ

ରେଓ୍ଵାଡ଼ି: ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ହରିୟାଣାର ରେଓ୍ଵାଡ଼ି ଗଣଦୁଷ୍କର୍ମ ମାମଲାର ଆଉ ଦୁଇଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଆଜି ପୁଲିସ ଗିରଫ କରିନେଇଛି। ଏମାନଙ୍କୁ ମହେନ୍ଦ୍ରଗଡ଼ ଜିଲ୍ଲାରୁ ଗିରଫ କରାଯାଇଥିବା ଜଣାପଡ଼ିଛି। ପୂର୍ବରୁ ଘଟଣାର ପ୍ରଥମ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିଲା ବେଳେ ଏହି…
ଅଧିକ ଖବର ଦେଖନ୍ତୁ...

ଦାନ୍ତ ଘଷିବା ପୂର୍ବରୁ ବ୍ରସ୍‌କୁ ଓଦା କରିବା ଠିକ୍‌ ନୁହେଁ, ଜାଣନ୍ତୁ କାରଣ

ସକାଳେ ଉଠି ମୁହଁ ଧୋଇବା ପରେ ଆମେ ବ୍ରସ୍‌ କରିଥାଉ। କେତେକ ଲୋକଙ୍କର ଅଭ୍ୟାସ ଯେ,ଦାନ୍ତ ବ୍ରସ୍‌ କରିବା ପୂର୍ବରୁ ବ୍ରସ୍‌କୁ ଓଦା କରିଥାଆନ୍ତି। ଏହା ଏକ ସାଧାରଣ ଅଭ୍ୟାସ ,କିନ୍ତୁ ଆପଣ ଜାଣି ବିସ୍ମିତ ହେବେ ଯେ,ଏହି ଅଭ୍ୟାସ ଆପଣଙ୍କୁ ରୋଗଗ୍ରସ୍ତ କରିପାରେ। ବିଶେଷଜ୍ଞମାନଙ୍କର କହିବା…
ଅଧିକ ଖବର ଦେଖନ୍ତୁ...

ହନୁମାନ ଜଣେ ରାମଭକ୍ତ ବୋଲି ପ୍ରଥମେ କେତେବେଳେ ଜାଣିଲେ ଭରତ ?

ରାମାୟଣରେ ଏକ ବଡ଼ ଯୁଦ୍ଧ ହେଲା ଲକ୍ଷ୍ମଣ ଏବଂ ମେଘନାଦଙ୍କ ମଧ୍ୟରେ ଯୁଦ୍ଧ । ଯେତେବେଳେ ଉଭୟଙ୍କ ଭିତରେ ଭୀଷଣ ଯୁଦ୍ଧ ହେଲା ,ସେତେବେଳେ ଲକ୍ଷ୍ମଣ ରାକ୍ଷସ ମେଘନାଦଙ୍କ ଆଘାତରେ ଚେତାଶୂନ୍ୟ ହୋଇ ଭୂମି ଉପରେ ଟଳିପଡ଼ିଲେ। ଏହାପରେ ଲକ୍ଷ୍ମଣଙ୍କୁ ସୁସ୍ଥ କରିବାକୁ ଯାଇ ଭଗବାନ ଶ୍ରୀହନୁମାନ ସଂଜୀବନି…
ଅଧିକ ଖବର ଦେଖନ୍ତୁ...

କାହିଁକି ଭୋରୁ ଉଠିବାପାଇଁ କୁହାଯାଏ ?

କୋଲୋରାଡୋ-ବୋଲଡର ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ତଥା ଲେଖକ ସେଲିନ୍‌ ବେଟର କହିଛନ୍ତି ଯେ, ଭୋର୍‌ରୁ ଉଠିବା ଲାଭଦାୟକ। ସେ ନିଜର ଗବେଷଣାରୁ ଜାଣିପାରିଛନ୍ତି ଯେ, ସକାଳୁ ଉଠୁଥିବା ଲୋକଙ୍କଠାରେ ମାନସିକ ଅବସାଦ ବା ଡିପ୍ରେସନ୍‌ ହେବାର ଆଶଙ୍କା କମ୍‌ ଥାଏ। ଏସଂପର୍କରେ ଗବେଷଣା କରି…
ଅଧିକ ଖବର ଦେଖନ୍ତୁ...

ମିଳିମିଶି ଫେରାର୍‌ କରାଇଦେଲେ

ନୂଆଦିଲ୍ଲୀ: ପଳାତକ ମଦ ବେପାରୀ ବିଜୟ ମାଲ୍ୟାଙ୍କୁ ନେଇ ଏବେ ଦେଶରେ ରାଜନୈତିକ ହଙ୍ଗାମା ଚାଲିଛି। ତେବେ ଆଇନକୁ ଦଳି ମକଚି ମାଲ୍ୟାଙ୍କୁ ଗୋଟିଏ ପରେ ଗୋଟିଏ ଋଣ କାହା ସମର୍ଥନରେ ମିଳିଥିଲା ଏବଂ କେଉଁମାନେ ତାଙ୍କୁ ଫେରାର୍‌ କରାଇବାରେ ସହାୟତା କରିଥିଲେ ତାହା ଏବେ ମୁଖ୍ୟ ପ୍ରଶ୍ନ ହୋଇଛି।…
ଅଧିକ ଖବର ଦେଖନ୍ତୁ...