ଅନୁସନ୍ଧାନ କରୁଥିବା ବର୍ଗ
ଅପରାଧ
ଗ୍ରାହକ ଆମାଜନରୁ ମଗାଇଲେ ରୂପା, ଘରେ ପହଞ୍ଚିଲା ଅଧାକିଲୋ ଗହମ
ନୂଆଦିଲ୍ଲୀ: ବିଭିନ୍ନ ପ୍ରକାର ଅନଲାଇନ ସପିଂ ଠକେଇ ମାମଲା ସାମ୍ନାକୁ ଆସିଛି। କେବେ କେବେ ମୋବାଇଲ ସ୍ଥାନରେ ପଥର, ସାବୁନ ଆଦି ସାମଗ୍ରୀ ଆସିଥିବା ବି ପୂର୍ବରୁ ଦେଖିବାକୁ ମିଳିଛି।
ଚଳିତଥର କିଛି ଅଲଗା ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଆମାଜନରୁ ଅଧାକିଲୋ ରୂପା ମଗାଇଥିଲେ।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
କୁକୁଡ଼ାଗାଲି ଉପରେ ଚଢ଼ାଉ, ୬ ଗିରଫ ସହ ୨ଟି କୁକୁଡ଼ା ଏବଂ ୨୫୦୦ ଟଙ୍କା ଜବତ
ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ପଖନାଗୁଡା ଠାରେ ଚାଲିଥିବା ଏକ କୁକୁଡ଼ା ଗାଲି ଉପରେ ପୁଲିସ ଚଢ଼ାଉ କରିଛି। ବୈପାରିଗୁଡା ଆଇଆଇସି ରଘୁନାଥ ମାଝୀଙ୍କ ନିର୍ଦଶ କ୍ରମେ ଏସ୍ଆଇ ଅସିତ କୁମାର ବଳବନ୍ତରାୟଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା। ତେବେ ପୁଲିସ ଦୁଇ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
କାନରେ ଇୟରଫୋନ ଲଗାଇ ରେଳ ଧାରଣା ପାର ହେବା ମହିଳାଙ୍କୁ ମହଙ୍ଗା ପଡ଼ିଲା
ହୋଷଙ୍ଗାବାଦ: ମଧ୍ୟପ୍ରଦେଶର ହୋଷଙ୍ଗାବାଦରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମହିଳାଙ୍କ ମୃତ୍ୟୁର ଏହି ଭୟଙ୍କର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ଡୋଲରିୟା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଏହି ମହିଳା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ମଝିଆଁଭାଇର ତୀରମାଡ଼ରେ ବଡ଼ଭାଇ ଗୁରୁତର
କରଞ୍ଜିଆ: ଭାଇର ତୀର ମାଡ଼ରେ ଭାଇ ଗୁରୁତର ହୋଇଛି। ପାରିବାରିକ କଳହକୁ ନେଇ ବଡ଼ଭାଇ ଉପରେ ଆକ୍ରମଣ କଲା ମଝିଆଁ ଭାଇ। ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଦୁଇ ଭାଇଙ୍କ ମଧ୍ୟରେ କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲା। ମଝିଆଁ ଭାଇ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଧରାପଡ଼ିଲା ରାକେଟ୍ : କୋଟିଏ ଟଙ୍କାର ହାର୍ଡକୋକ୍ ଜବତ
ଚୌଦ୍ବାର : ଯାଜପୁରରୁ ଛତିଶଗଡ଼ ରାୟପୁରକୁ ଚାଲାଣ ହେଉଥିବା ହାର୍ଡକୋକ୍ କଞ୍ଚାମାଲକୁ ଚୌଦ୍ବାର ନିକଟରେ ବେଆଇନ୍ ଭାବେ ଅନ୍ଲୋଡ୍ କରି ବିକ୍ରି କରାଯାଉଥିବା ବେଳେ ଏସ୍ଟିଏଫ୍ ହାତରେ ଧରାପଡ଼ିଛି। ଏସ୍ଟିଏଫ୍ ଟିମ୍ ଚଢ଼ାଉ ବେଳେ ୯ଟି ଟ୍ରକ୍, ଗୋଟିଏ ଜେସିବି ସହ ୨୮୦ ଟନ୍ରୁ ଅଧିକ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
୩୦ ହଜାର ପ୍ୟାକେଟ୍ ନକଲି ସର୍ଫ ଏକ୍ସେଲ୍ ଜବତ
ନିର୍ମାତା କମ୍ପାନିର ଅଭିଯୋଗ ପରେ ପୁଲିସ୍ ଚଢ଼ଉ, ୨ ଅଟକ
ସମ୍ବଲପୁର : ସମ୍ବଲପୁରରେ ବି ବିଛେଇ ହୋଇଛି ନକଲି ସାମଗ୍ରୀର ଜାଲ। ଶନିବାର ସଂଧ୍ୟାରେ ହୋଇଥିବା ଚଢ଼ଉ ଓ ବିପୁଳ ପରିମାଣର ନକଲି ସର୍ଫ ଏକ୍ସେଲ୍ ଜବତରୁ ଏହା ପ୍ରମାଣିତ ହୋଇଛି। ଖୋଦ୍ ସର୍ଫ ଏକ୍ସେଲ୍ ତିଆରି କରୁଥିବା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଚାକିରି କରାଇ ଦେବା ନାଁ ରେ ସାଢ଼େ ୬ ଲକ୍ଷ ଟଙ୍କା ଠକେଇ ଅଭିଯୋଗ
ସମ୍ବଲପୁର : ଡାକ ବିଭାଗରେ ଚାକିରି କରାଇ ଦେବା ନାମରେ ଝାଡ଼ଖଣ୍ଡ ବାସିନ୍ଦା ତଥା ମର୍ଚାଣ୍ଟ ନେଭିର ପୂର୍ବତନ କର୍ମଚାରୀ ବିଦ୍ୟୁତ କୁମାର ଦେଙ୍କ ଠାରୁ ସାଢେ ୬ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଝାରସୁଗୁଡ଼ାରେ ଡାକ ବିଭାଗରେ ଅଧିକାରୀ ଭାବେ କାର୍ଯ୍ୟରତ ସଂବଲପୁରର ଜଣେ ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ବରଗଡ଼ : ବସ୍ରେ ବଢ଼ୁଛି ଗଂଜେଇ ଚାଲାଣ
ବରଗଡ଼ : ବରଗଡ଼ ଜିଲ୍ଲାରେ ନିଶା କାରବାର ଅହେତୁକ ଭାବେ ବୃଦ୍ଧି ପାଉଛି। ସହର ଭିତରେ ତ ସ୍ଥିତି ଅନିୟନ୍ତ୍ରିତ, ଗାଁଗହଳିରେ ସ୍ଥିତି ଆହୁରି ସମ୍ବେଦନଶୀଳ। ନିଶା କାରବାର କ୍ରମଶଃ ଗ୍ରାମାଞ୍ଚଳକୁ ସଂପ୍ରସାରିତ ହେବାକୁ ଲାଗିଛି। ସହର ଭିତରେ କାରବାର କଲେ ସବୁବେଳେ ପୁଲିସ୍ କାର୍ଯ୍ୟାନୁଷ୍ଠାନର…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ସମ୍ବଲପୁର : ମିସ୍ତ୍ରିଙ୍କୁ ଛୁରା ମାଡ଼
ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତରେ ପୁଟିବନ୍ଧରେ ମିସ୍ତ୍ରିଙ୍କ ଉପରେ ଛୁରାମାଡ଼ ହୋଇଛି। ମୋବାଇଲ ଲୁଟି ଫେରାର ମାରୁଥିବା ଦୁର୍ବୃତ୍ତଠାରୁ ମୋବାଇଲ ଫେରାଇ ଆଣିବାକୁ ପ୍ରୟାସ ବେଳେ ତାଙ୍କ ଉପରେ ଛୁରା ମାଡ଼ ହୋଇଥିଲା।
ସୂଚନା ଅନୁଯାୟୀ, ମିସ୍ତ୍ରି ଅସିତ ସିକଦର…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଟାଟା ମୋଟର୍ସରେ ଚାକିରି ଠକେଇ : ବିଧାୟକ ପ୍ରଦୀପଙ୍କ ନାଁରେ ତୃତୀୟ ମାମଲା
ଗୋଳନ୍ଥରା : ଟାଟା ମୋଟର୍ସରେ ଚାକିରି କରାଇଦେବା ପାଇଁ ଠକେଇ ଅଭିଯୋଗରେ ଗିରଫ ହୋଇ ଜେଲ୍ରେ ଥିବା ଗୋପାଳପୁର ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଆଜି ଗୋଳନ୍ଥରା ଥାନାରେ ବିଧାୟକଙ୍କ ବିରୋଧରେ ପୁଣି ଏହି ଠକେଇ ଲିଙ୍କ୍ରେ ତୃତୀୟ ମାମଲା ନଂ-୭/୨୦୨୧ରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...