ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ପଶ୍ଚିମବଙ୍ଗ-ଓଡ଼ିଶା ସୀମା ବିବାଦ ପ୍ରସଙ୍ଗ: ବାହାରି ପାରିଲାନି ନିଷ୍କର୍ଷ, ସାନି ବୈଠକ ନିଷ୍ପତ୍ତି

ବାଲେଶ୍ବର: ସୁବର୍ଣ୍ଣରେଖା ନଦୀରେ ବାଲି ଉତ୍ତୋଳନ ‌ନେଇ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ମଧ୍ୟରେ ଲାଗିରହିଥିବା ସୀମା ବିବାଦକୁ ଏନ୍‌ଜିଟିଙ୍କ ନିର୍ଦ୍ଦେଶକ୍ରମେ ଏବେ ଉଭୟ ରାଜ୍ୟ ସମାଧାନ ଦିଗରେ ଅଗ୍ରସର ହେଉଛନ୍ତି। ଗତମାସ ୨୫ତାରିଖରେ ଏନେଇ ପଶ୍ଚିମବଙ୍ଗରେ ଉଭୟ ରାଜ୍ୟର ପ୍ରତିନିଧି ଦଳ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ପୁଅର ମାଡ଼ରେ ବାପା ମୃତ, ମା’ ଗୁରୁତର

ବାଲେଶ୍ବର : ବାଲେଶ୍ବର ସହରର ସହଦେବଖୁଣ୍ଟା ମଡେଲ ଥାନା ଅଧୀନ ବାଲିଆ ଅଞ୍ଚଳରେ ପୁଅର ମାଡ଼ରେ ବାପାର ଜୀବନ ଚାଲିଯାଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁସାରେ, ବାଲିଆ ଗ୍ରାମର ଅଟୋ ଚଳାଉଥିବା ଭରତ ଦାସଙ୍କ ପୁଅ ଦେବଜ୍ୟୋତି ମଙ୍ଗଳବାର ସନ୍ଧ୍ୟାରେ ଘରକୁ ଫେରିଥିଲେ। ଘରେ ପହଞ୍ଚିବା ପରେ…
ଅଧିକ ଖବର ଦେଖନ୍ତୁ...

ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଖଇରା: ବାଲେଶ୍ବର ଜିଲ୍ଲାର ଖଇରା ଥାନା ଅନ୍ତର୍ଗତ ସମ୍ପେଇ ଗ୍ରାମର ଜଣେ ଯୁବକ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଉକ୍ତ ଯୁବକଙ୍କ ନାମ ଜଳଧର ମାହନା ବୋଲି ଜଣାଯାଇଛି। ଘଟଣାରୁ ପ୍ରକାଶ ଗତ ରାତିରେ ଜଳଧର ତାଙ୍କର ନିର୍ମାଣାଧୀନ କୋଠା ଘରେ ବେକରେ ରଶି…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ବରରେ ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ…

ବାଲେଶ୍ୱର: ଚଳିତ ବଜେଟ୍‌ରେ କେନ୍ଦ୍ର ସରକାର ଦେଶରେ ୧୦୦ ସୈନିକ ସ୍କୁଲ୍ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏଥିରେ ବାଲେଶ୍ବର ଜିଲ୍ଲାକୁ ସ୍ଥାନ ଦେବାକୁ ଜିଲ୍ଲବାସୀଙ୍କ ତରଫରୁ ଜୋରଦାର ଦାବି କରାଯାଇଥିବା ବେଳେ ଏନେଇ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ…
ଅଧିକ ଖବର ଦେଖନ୍ତୁ...

ମେଦିନାପୁରରେ ଓଡ଼ିଶା-ପଶ୍ଚିମବଙ୍ଗ ଅଧିକାରୀଙ୍କ ବୈଠକ: ବିବାଦୀୟ ଜାଗା ଉପରେ ଆଲୋଚନା, ସାଟେଲାଇଟ୍‌ ମ୍ୟାପିଂ

ବାଲେଶ୍ବର/ଜଳେଶ୍ବର: ସୁବର୍ଣ୍ଣରେଖା ନଦୀର ବିଭିନ୍ନ ବାଲି ସୈରାତରୁ ବାଲି ଉତ୍ତୋଳନ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟ ମଧ୍ୟରେ ରହିଥିବା ବିବାଦର ସମାଧାନ ନିମନ୍ତେ ଗୁରୁବାର ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମବଙ୍ଗର…
ଅଧିକ ଖବର ଦେଖନ୍ତୁ...

ଶନିମନ୍ଦିରରୁ ଠାକୁରଙ୍କ କେଜିଏରୁ ଅଧିକ ଓଜନର ରୁପା ମୁକୁଟ ସହ ଅନ୍ୟାନ୍ୟ ସୁନା ଅଳଙ୍କାର ଲୁଟ୍

ନୀଳଗିରି: ବାଲେଶ୍ବର ଜିଲ୍ଲାର ନୀଳଗିରି ଥାନା ଅନ୍ତର୍ଗତ ଖଡ଼ିପଦା ଗ୍ରାମରେ ଥିବା ଶନିମନ୍ଦିରରୁ ଏକ ବଡ଼ ଧରଣର ଲୁଟ୍ ହୋଇଛି। ଏଠାରେ ତାଲା ଭାଙ୍ଗି ମନ୍ଦିର ଭିତରେ ଥିବା ଠାକୁରଙ୍କ କେଜିଏରୁ ଅଧିକ ଓଜନର ରୁପା ମୁକୁଟ ସହ ଅନ୍ୟାନ୍ୟ ସୁନା ଅଳଙ୍କାର ଲୁଟିନେଲେ ଲୁଟେରା। ଗତକାଲି  …
ଅଧିକ ଖବର ଦେଖନ୍ତୁ...

ସାନପୁଅକୁ ମାରି ଘରେ ପୋତିବା ଘଟଣା: ୧୨ ଦିନ ପରେ ଘରୁ ଜବତ ହେଲା ମୃତଦେହ

ବାହାନଗା/ସୋର: ନିଶା ଖାଇ ଆସିଥିବାରୁ ମା’ ଓ ସାନପୁଅ ମଧ୍ୟରେ ବାକ୍‌ବିତଣ୍ଡାରୁ ଘଟିଗଲା ହତ୍ୟାକାଣ୍ଡ। ଆଖି ଆଗରେ ଏତେ ବଡ଼ ଘଟଣା ଘଟିଯିବ ବୋଲି ମା’ ଓ ବଡ଼ପୁଅ କେବେ ବି ଭାବିନଥିଲେ। ସାନପୁଅର ଜୀବନ ଚାଲିଯିବା ପରେ ମୃତଦେହକୁ ସେହି ଘର ଭିତରେ ପୋତିଦେଇ ଆଉ ଏକ ବଡ଼ ଅପରାଧ କରିବସିଲେ…
ଅଧିକ ଖବର ଦେଖନ୍ତୁ...

କୁଲଡିହାରେ ପୁଣି ହାତୀଛୁଆ ମୃତ

ନୀଳଗିରି : ବାଲେଶ୍ବର ଜିଲ୍ଲା କୁଲଡିହା ଅଭୟାରଣ୍ୟରେ ପୁଣି ଏକ ଅଣ୍ଡିରା ହାତୀ ଶାବକର ମୃତ୍ୟୁ ହୋଇଛି। ତେବେ କେଉଁ ପରିସ୍ଥିତିରେ ହାତୀ ଶାବକର ମୃତ୍ୟୁ ଘଟିଲା, ସେ ସଂପର୍କରେ ବନ ବିଭାଗ କିଛି ସ୍ପଷ୍ଟ କରିନାହିଁ। ସୋମବାର ସକା‌େଳ ଫରେଷ୍ଟର ଉମାକାନ୍ତ ଜେନା ଓ ବନ କର୍ମଚାରୀମାନେ…
ଅଧିକ ଖବର ଦେଖନ୍ତୁ...

ସୂଚନା ଅଧିକାର ଆଇନରେ ତଥ୍ୟ ନ ଦେବା ମହଙ୍ଗା ପଡ଼ିଲା

ସିମୁଳିଆ: ସୂଚନା ଅଧିକାର ଆଇନରେ ତଥ୍ୟ ନ ଦେବାରୁ ସିମୁଳିଆ ଥାନାର ପୂର୍ବତନ ଥାନା ଅଧିକାରୀ ସଞ୍ଜୟ କୁମାର ପରିଡ଼ା ଏବଂ ସିମୁଳିଆ ବ୍ଲକର ୩ ପୂର୍ବତନ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି। ପୂର୍ବତନ ଥାନା ଅଧିକାରୀଙ୍କୁ ଜରିମାନା ଟଙ୍କା ଟ୍ରେଜେରିରେ ଜମା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା…
ଅଧିକ ଖବର ଦେଖନ୍ତୁ...

କୁଲଡିହାରେ ପୁଣି ଏକ ହାତୀଛୁଆର ମୃତ୍ୟୁ, ରିଷିଆ ଡ୍ୟାମ୍‌ରୁ ମିଳିଲା ମୃତଦେହ

ନୀଳଗିରି: ବାଲେଶ୍ବର ଜିଲ୍ଲା କୁଲଡିହା ଅଭୟାରଣ୍ୟରେ ପୁଣି ଏକ ଅଣ୍ଡିରା ହାତୀ ଶାବକର ମୃତ୍ୟୁ ହୋଇଛି। ତେବେ କେଉଁ ପରିସ୍ଥିତିରେ ହାତୀ ଶାବକର ମୃତ୍ୟୁ ଘଟିଲା, ସେ ସଂପର୍କରେ ବନ ବିଭାଗ କିଛି ସ୍ପଷ୍ଟ କରିନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁ କାରଣ ଜଣାପଡ଼ିବ ବୋଲି ରେଞ୍ଜର ବିଜୟ…
ଅଧିକ ଖବର ଦେଖନ୍ତୁ...