ଅନୁସନ୍ଧାନ କରୁଥିବା ବର୍ଗ

ବରଗଡ଼

ପାର୍ବଣ ଆଳରେ ଫାଙ୍କୁଛି ପ୍ରଶାସନ, ଫେରିବ ଫସଲ ବୀମା ତାତି

ବରଗଡ଼ :  ଚାଷୀଙ୍କୁ ବୀମା କମ୍ପାନି ପ୍ରତାରଣା ଦେଇ ଚାଲିଛି। ବାରମ୍ବାର ବୈଠକ ଏବଂ ଚାଷୀ ଆନ୍ଦୋଳନ ପରେ ବି ବୀମା ବିଭ୍ରାଟ୍‌ ଦୂର ହେଉନାହିଁ। ବିଗତ ଦିନରେ ଦୁଇ ଥର ଚାଷୀ ରେଳରୋକ କଲେ। ବାରମ୍ବାର ବିଭିନ୍ନ ସ୍ଥାନରେ ରାସ୍ତାରୋକ୍‌ ଚାଲିଛି। କିନ୍ତୁ ସମସ୍ୟାକୁ ବୀମା କମ୍ପାନି ସଂପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ସୋହେଲା ରାବଣପୋଡ଼ି କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକଙ୍କ ସମାଗମ

ବରଗଡ଼: ରାବଣପୋଡ଼ି ପାଇଁ ପଶ୍ଚିମଓଡ଼ିଶାର ସବୁଠାରୁ ଅଧିକ ଲୋକପ୍ରିୟ ସୋହେଲାରେ ଆଜି ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି। ବରଗଡ଼ ଜିଲ୍ଲା ସୋହେଲାସ୍ଥିତ ମିନିଷ୍ଟାଡିୟମରେ ଆକର୍ଷଣୀୟ ରାବଣପୋଡ଼ି ଦେଖିବାକୁ ବହୁ ଦୂରଦୂରାନ୍ତରୁ ଲୋକେ ଭିଡ଼ ଜମାଇଥିଲେ। ଏଠାରେ ମହାପ୍ରଭୁ ରାମ ଓ ଲକ୍ଷ୍ମଣଙ୍କ…
ଅଧିକ ଖବର ଦେଖନ୍ତୁ...

କାର ଓ ବାଇକ ମୁହାଁମୁହିଁ ଧକ୍କାରେ ବାପ-ଝିଅ ମୃତ, ଉତ୍ତ୍ୟକ୍ତ ଜନତାଙ୍କ ରାସ୍ତାରୋକ

ସୋହେଲା: କାର ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ହେବାରୁ ଆଜି ପୂର୍ବାହ୍ନରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି ବାପ ଓ ଝିଅ। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ କନାପାଲିରେ ଘଟିଥିବା ଏହି ଦୁର୍ଘଟଣାରେ ବାପ-ଝିଅଙ୍କ ମୃତ୍ୟୁ ହୋଇଛି। ତେବେ ବାପ-ଝିଅଙ୍କ ମୃତ୍ୟୁ ପରେ ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ବିଧାୟକ ବିଜୟରଂଜନ ବରିହାଙ୍କ ପରଲୋକ

ବରଗଡ଼/ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହା(୬୫)ଙ୍କର ରବିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। କିଛିଦିନ ହେଲା ତାଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ରହିଥିଲା। ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ ଏବଂ ତାଙ୍କୁ ଭେଣ୍ଟିଲେଟର୍‌ରେ…
ଅଧିକ ଖବର ଦେଖନ୍ତୁ...

ପଦ୍ମପୁର ଦୁର୍ଗାପୂଜା କମିଟିର ସଭାପତି ତଥା ବିଧାୟକ ବିଜୟରଞ୍ଜନ ସିଂହ ବରିହାଙ୍କ ବିୟୋଗରେ ସାଂସ୍କୃତିକ କାର୍ଯ୍ୟକ୍ରମ…

ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ସହରର ପ୍ରସିଦ୍ଧ ସାର୍ବଜନୀନ ଦୁର୍ଗାପୂଜା ରାଜବାଟିରେ ଅନୁଷ୍ଠିତ ହେଉଛି। ଆନନ୍ଦ ଉତ୍ସାହ ମଧ୍ୟରେ ପୂଜା ଅନୁଷ୍ଠିତ ହେଉଥିବା ବେଳେ ହଠାତ୍ ଆସିଲା ଦୁଃଖଦ ଖବର। ପୂଜା ପରିଚାଳନା କମିଟିର ସଭାପତି ବିଧାୟକ ବିଜୟରଞ୍ଜନ ସିଂହ ବରିହାଙ୍କ ବିୟୋଗରେ ପରିବେଶ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁପତ୍ର ତୋଳାଳିଙ୍କ ସ୍ବାର୍ଥ ପାଇଁ ଲଢ଼େଇ କରି ୫ ଥର ବିଧାୟକ

ପଦ୍ମପୁର: ପଦ୍ମପୁର ବିଧାୟକ ତଥା ପୂର୍ବତନ ଆଦିବାସୀ ହରିଜନ ଉନ୍ନୟନ ମନ୍ତ୍ରୀ ବିଜୟରଞ୍ଜନ ସିଂ ବରିହାଙ୍କ ଅବର୍ତ୍ତମାନରେ ଅଂଚଳର ଆଦିବାସୀ ଖଟିଖିଆ ଜନଗଣ ଗଭୀର ଦୁଃଖ ପ୍ରକାଶ କରୁଛନ୍ତି।ଛାତ୍ରାବସ୍ଥାରୁ ସେ ସାହସୀ ସଙ୍ଗଠକ ଥିଲେ। ଅଂଚଳ ମହାବିଦ୍ୟାଳୟ ପଦ୍ମପୁରର ଛାତ୍ର ସଂସଦର ସଭାପତି ରହି…
ଅଧିକ ଖବର ଦେଖନ୍ତୁ...

ବିଜୟରଞ୍ଜନ ସିଂହ ବରିହାଙ୍କ ବି‌ୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପଦ୍ମପୁର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ବିଜୟରଞ୍ଜନ ସିଂହ ବରିହାଙ୍କ ବି‌ୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ନିଜର ଟୁଇଟରରେ ଲେଖିଛନ୍ତି, ପଦ୍ମପୁର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ବିଜୟ ରଞ୍ଜନ ସିଂହ ବରିହାଙ୍କ ଦେହାନ୍ତ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ମନ୍ତ୍ରୀ ତଥା ପଦ୍ମପୁରର ବିଜେଡି ବିଧାୟକ ବିଜୟରଂଜନ ସିଂହ ବରିହାଙ୍କ ପରଲୋକ

ପଦ୍ମପୁର: ପୂର୍ବତନ ମନ୍ତ୍ରୀ ତଥା ପଦ୍ମପୁରର ବିଜେଡି ବିଧାୟକ ବିଜୟରଂଜନ ସିଂହ ବରିହାଙ୍କ ପରଲୋକ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ପୂର୍ବତନ ମନ୍ତ୍ରୀ ତଥା…
ଅଧିକ ଖବର ଦେଖନ୍ତୁ...

ବାଇକ୍‌କୁ ପିଟିଲା ଟ୍ରକ୍:ଯୁବକ ମୃତ, ଯୁବତୀ ଗୁରୁତର

ବରଗଡ଼:  ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଗଂଗେଇ ବୁଲାଣି ରାସ୍ତା ନର୍ସରି ନିକଟରେ ଶନିବାର ସକାଳ ୭ଟାରେ ବାଇକ୍‌କୁ ଟ୍ରକ୍ ଧକ୍କା ଦେଇଛି। ଏଥିରେ ବାଇକ୍‌ ଚାଳକ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ସଂପର୍କୀୟ ଭଉଣୀ ଗୁରୁତର ହୋଇଛନ୍ତି। ମୃତ ଯୁବକ ଜଣକ ଉତ୍ତମ ଗ୍ରାମର ଜିତେନ୍ଦ୍ର ମଲ୍ଲିକ (୨୦)।…
ଅଧିକ ଖବର ଦେଖନ୍ତୁ...

ଗଛରେ ପିଟି ହୋଇ ବାଇକ୍ ଆରୋହୀ ମୃତ  

ଝାରବନ୍ଧ: ବରଗଡ଼ ଜିଲ୍‌ଲା ଝାରବନ୍ଧ ଥାନା  ଅଡ଼ାପାଣି ଗ୍ରାମରେ ଜଣେ ବାଇକ ଆରୋହୀଙ୍କ  ଗଛରେ ପିଟି ହୋଇ ମୃତ୍ୟୁ ହୋଇଛି l  ଅଡାପାଣି ଗ୍ରାମର ସୁଶାନ୍ତ ହଂସ (୨୫ ) ଝାରବନ୍ଧରୁ ନିଜ ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଥିଲେ। ଘଟଣାସ୍ଥଳରେ ହିଁ…
ଅଧିକ ଖବର ଦେଖନ୍ତୁ...