ଅନୁସନ୍ଧାନ କରୁଥିବା ବର୍ଗ

ଭଦ୍ରକ

ଭଦ୍ରକରେ ପ୍ରତିବାଦ: କୃଷି ଓ ଶ୍ରମିକ ବିଲକୁ ବିରୋଧ, ନବ ନିର୍ମାଣ କୃଷକ ସଂଗଠନର ଜାତୀୟ ରାଜପଥ ଅବରୋଧ

ଭଦ୍ରକ: କେନ୍ଦ୍ର ସରକାରଙ୍କର କୃଷି ବିଲକୁ ନେଇ ସାରା ଭାରତ ବର୍ଷରେ ପ୍ରତିବାଦର ସ୍ବର ଉଠିଛି।  କେନ୍ଦ୍ର ସରକାରଙ୍କର ବିଲ୍ ବିରୋଧରେ ଭଦ୍ରକରେ  ଆଜି  ବିଭିନ୍ନ ସଂଗଠନ  ଆନ୍ଦୋଳନକୁ ଓହ୍ଲାଇ ଜିଲ୍ଲାର ବିଭିନ୍ନ ସ୍ଥାନରେ  ରାସ୍ତାରୋକ୍, ଆନ୍ଦୋଳନ, ଧାରଣା, ଧର୍ମଘଟ ଓ ବିକ୍ଷୋଭ ପ୍ରଦର୍ଶନ…
ଅଧିକ ଖବର ଦେଖନ୍ତୁ...

ଚାନ୍ଦିପୁର : ପୃଥ୍ବୀ-୨ର ପରୀକ୍ଷଣ

ଚାନ୍ଦିପୁର : ପ୍ରତିରକ୍ଷା କ୍ଷେତ୍ରରେ ଭାରତ ନୂଆନୂଆ କୀର୍ତ୍ତିମାନ ସ୍ଥାପନ କରୁଥିବାବେଳେ ଆଜି ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଶତ୍ରୁ ଦମନ ପାଇଁ ପୁଣି ପୃଥ୍ବୀ-୨ ମିସାଇଲର ପରୀକ୍ଷଣ ହୋଇଛି। କ୍ଷେପଣାସ୍ତ୍ର ଘାଟିର ୩ ନଂ ଲଞ୍ଚ ପେଡରୁ ଆଜି ସନ୍ଧ୍ୟା ୭ଟା ୩୦ ମିନିଟ୍‌…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ସଫଳ ହେଉନି ପିଏମ ଆତ୍ମନିର୍ଭରଶୀଳ ଯୋଜନା: ବ୍ୟାଙ୍କ କଟକଣା ପାଇଁ ଋଣ ନେବାରୁ ମୁହଁ ଫେରାଉଛନ୍ତି ବ୍ୟବସାୟୀ

ଭଦ୍ରକ: ସାରା ବିଶ୍ବ ଆଜି କରୋନା ମହାମାରୀ ପାଇଁ ଆତଙ୍କିତ। ଏହି ମହାମାରୀ ଯୋଗୁଁ ସବୁ କିଛି ଠପ୍ ହୋଇଯାଇଛି।  କରୋନା ପାଇଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଛୋଟ ଛୋଟ ବ୍ୟବସାୟୀ ।ଏଇ ବ୍ୟବସାୟୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇସେମାନଙ୍କର ବ୍ୟବସାୟକୁ ଚାଲୁ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ସାଳନ୍ଦୀ କୋଭିଡ୍ ହସପିଟାଲରେ ଫାୟାର ସେଫ୍ଟି ନେଇ ପ୍ରଶିକ୍ଷଣ 

ଭଦ୍ରକ: କଟକର ଜଗତପୁରସ୍ଥିତ ସଦଗୁରୁ କୋଭିଡ ହସ୍ପିଟାଲରେ ଦୁଇ ଦିନ ତଳେ ଅଗ୍ନିକାଣ୍ଡ ଘଟଣା ଘଟିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ  ଆଜି ଭଦ୍ରକ ଜିଲ୍ଲାର ସାଳନ୍ଦୀ କୋଭିଡ୍ ହସପିଟାଲରେ ଫାୟା ସେଫ୍ଟିକୁ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ସ୍ବାସ୍ଥ୍ୟ ବିଭାଗର କର୍ମଚାରୀଙ୍କ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ସରକାରୀ ସାର କଳାବଜାରରେ ବିକ୍ରି, ଚାଷୀ ହତାଶ

ଭଦ୍ରକ: ଜିଲ୍ଲାରେ ଚାଷୀଙ୍କୁ ସରକାରଙ୍କ ଧାର୍ଯ୍ୟ ମୂଲରେ ସାର ଯୋଗାଣ କରାଯାଉ ନାହିଁ। ସରକାରୀ ସାର କଳା ବଜାରାର ବିକ୍ରି ହେଉଥିବା ବେଳେ ଚାଷୀ ଏଇ ସାରକୁ କଳାବଜାରରେ ଚଢା ଦରରେ କିଣୁଛି। ସରକାରୀ ସାରକୁ କଳାବଜାରରେ ମାଫିଆଙ୍କୁ ବିକ୍ରି କରି ସରକାରୀ ବାବୁ ଓ ସମବାୟ ସମିତିର ସଂପାଦକମାନେ…
ଅଧିକ ଖବର ଦେଖନ୍ତୁ...

ଆଉ ୧୧ଜଣଙ୍କ ମୃତ୍ୟୁ, ରାଜ୍ୟରେ କରୋନାଜନିତ ମୃତକଙ୍କ ସଂଖ୍ୟା ୭୨୧କୁ ବୃଦ୍ଧି

ଭୁବନେଶ୍ବର: କରୋନାରେ ପୁଣି ୧୧ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୨୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 9.A 54 year old male of Malkangiri district who was also…
ଅଧିକ ଖବର ଦେଖନ୍ତୁ...

ବଜାର ଖୋଲିରେ ଅସହାୟ ବୃଦ୍ଧଙ୍କ ପେଟ ପୁରେ, ସରକାରୀ ସ୍ତରରେ ଥଇଥାନ କରାଯିବାକୁ ଦାବି

ଚାନ୍ଦବାଲି (ଅରୁଣ ସାହୁ ): ରାସ୍ତାକଡ଼ରେ ଏକ ପାଚେରୀ କାନ୍ଥକୁ ଲାଗି ପଲା ମାରି ନିଜ ଜୀବନ ନେଇ ଜୀଇଁଛନ୍ତି ଜଣେ ଅସହାୟ ବୃଦ୍ଧ। ନାମ ତାଙ୍କର ମନୁ ମାଝୀ । ବୟସ ପାଖାପାଖି ୮୦ ଛୁଇଁଲାଣି ଆଖିକୁ ଭଲ ଭାବରେ ଦିଶୁ ନାହିଁ । ମନୁ ମାଝୀଙ୍କର କେହି ଆତ୍ମୀୟ ସ୍ୱଜନ ନ ଥିବା ବେଳେ ପରିଣତ ବୟସରେ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ଡ଼ାକ ବିଭାଗର ସ୍ୱତନ୍ତ୍ର ଡ଼ାକ ଲଫାପାରେ ମୁଦ୍ରିତ ହେଲା ଚାନ୍ଦବାଲିର ମା’ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର

ଚାନ୍ଦବାଲି: ଭାରତୀୟ ଡ଼ାକ ବିଭାଗ ପକ୍ଷରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲିର ଆରାଧ୍ୟ ଦେବୀ ମା’ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର ନାମରେ ଏକ ସ୍ୱତନ୍ତ୍ର ଡ଼ାକ ଲଫାପା ଚାନ୍ଦବାଲି ଉପଡ଼ାକଘର ପ୍ରାଙ୍ଗଣରେ ଉନ୍ମୋଚିତ ହୋଇଯାଇଛି । ଭଦ୍ରକ ଡ଼ାକ ମଣ୍ଡଳ ଓ ଚାନ୍ଦବାଲି ମା’ ଦକ୍ଷିଣେଶ୍ୱରୀ କାଳୀ କମିଟି ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଗଧୋଇବା ଲାଗି କେନାଲକୁ ଯାଇଥିଲେ ୨ ନାବାଳକ, ପାଣିରେ ବୁଡ଼ି ମୃତ୍ୟୁ

ଚାନ୍ଦବାଲି: ଗାଧୋଇବାକୁ ଯାଇ ୨ ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ବାଂଶଡ଼ା ଥାନା ଅଧିନ ଜଳେଶ୍ୱରପୁର ଗ୍ରାମପଂଚାୟତ ମାଝିସାହିର ଧନେଶ୍ୱର ମହାଳିକଙ୍କ ପୁଅ ଜଗନ ମହାଳିକ (୯) ଓ ବେଣୁଧର ମହାଳିକଙ୍କ ମନୋଜ ମହାଳିକ (୧୨)…
ଅଧିକ ଖବର ଦେଖନ୍ତୁ...

ମାଇକ୍ରୋ ଭାକ୍ୟୁମ୍ କ୍ଲିନର୍ ତିଆରି କଲେ ଚାନ୍ଦବାଲିର କୁନି ବୈଜ୍ଞାନିକ ଶୁଭମ୍ ରାଉତ

ଚାନ୍ଦବାଲି: ଚାନ୍ଦବାଲିର ଜଣେ କୁନି ବୈଜ୍ଞାନିକ ନିଜର କୁନି ହାତରେ ମାଇକ୍ରୋ ଭାକ୍ୟୁମ କ୍ଲିନର ତିଆରି କରିଥିବା ଜଣାଯାଇଛି। ଏହି ଭାକ୍ୟୁମ କ୍ଲିନର ବଡ଼ବଡ଼ ଲ୍ୟାବରେ ବୈଜ୍ଞାନିକଙ୍କୁ ସୁରକ୍ଷା ଯୋଗାଇବା ଲକ୍ଷ୍ୟ ନେଇ ଏଭଳି ଉଦ୍ଭାବନ କରିଛନ୍ତି ଅଷ୍ଟମ ଶ୍ରେଣୀ ଛାତ୍ର । ଭଦ୍ରକ ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...