ଅନୁସନ୍ଧାନ କରୁଥିବା ବର୍ଗ

ମାଲକାନଗିରି

ପ୍ରଜାକୋଟରେ ୪ ଗ୍ରାମବାସୀଙ୍କ ମୁଣ୍ଡ ଗଡ଼ାଇଲେ ମାଓବାଦୀ, ଅନ୍ୟ ଜଣକୁ ଅପହରଣ କରି ହତ୍ୟା କଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତରେ ପୁଣି ନକ୍ସଲ ହିଂସା। ଗତକାଲି ରାତିରେ ଛତିଶଗଡର ବିଜାପୁର ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ୫ ଜଣ ଗ୍ରାମବାସୀଙ୍କୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଥିବା ଖବର ମିଳିଛି। ସେଥି ମଧ୍ୟରୁ ବାସାଗୁଡା ଥାନା ଅଂଚଳର ଫୁତଖେଲ ଗ୍ରାମର ଦାସର…
ଅଧିକ ଖବର ଦେଖନ୍ତୁ...

ଆଉ ୧୧ଜଣଙ୍କ ମୃତ୍ୟୁ, ରାଜ୍ୟରେ କରୋନାଜନିତ ମୃତକଙ୍କ ସଂଖ୍ୟା ୭୨୧କୁ ବୃଦ୍ଧି

ଭୁବନେଶ୍ବର: କରୋନାରେ ପୁଣି ୧୧ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୨୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 9.A 54 year old male of Malkangiri district who was also…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି : ଭାସିଗଲା ଯବାନଙ୍କ ଗାଡ଼ି, ନକ୍ସଲ ଅପରେସନ୍‌ରୁ ଫେରୁଥିଲେ, ଅଳ୍ପକେ ବର୍ତ୍ତିଲେ ୩୦ ଯବାନ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଆଜି ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଯବାନ। ଡିଆରଜି ଯବାନ କମ୍ବିଂ ସାରି କ୍ୟାମ୍ପକୁ ଫେରୁଥିବାବେଳେ ଏକ ପୋଲ ଉପରୁ ସେମାନଙ୍କ ଗାଡ଼ି ତଳକୁ ଖସିପଡ଼ିଥିଲା। ତେବେ, ଦୁର୍ଘଟଣାରେ ଯବାନଙ୍କର କିଛି କ୍ଷତି…
ଅଧିକ ଖବର ଦେଖନ୍ତୁ...

ଯବାନଙ୍କୁ ନେଇ ଯାଉଥିବା ବସ୍ ପୋଲ ତଳକୁ ଖସିଲା, ଅଳ୍ପକେ ବର୍ତ୍ତିଲେ ଯବାନ 

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଆଜି ଏକ ଦୁର୍ଘଟଣା ଘଟିଥିଲେ ମଧ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯବାନ। ଡିଆରଜି ଯବାନ କୁମ୍ବିଂ ସାରି କ୍ୟାମ୍ପକୁ ଫେରୁଥିବା ସମୟରେ ଏକ ପୋଲକୁ ପାର କରୁଥିବା ବେଳେ ଗାଡିଟି ପୋଲ ତଳକୁ ଖସିଯାଇଥିଲା। ତେବେ ଏହି…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି : ପୁଲିସ ଗୁଳିରେ ଦୁଇ ନକ୍ସଲ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟର କୋରାମାଭୀମ (ଅସିଫାବାଦ) ଜିଲ୍ଲାରେ ପୁଲିସ-ନକ୍ସଲ ଗୁଳି ବିନିୟମ ହୋଇଛି। ଏଥିରେ ଦୁଇ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି, ବହୁ କ୍ୟାଡର ନକ୍ସଲ ଚକମା ଦେଇ ଖସି ଯାଇଥିବା…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସିଆରପିଏଫ ଯବାନ, ୩ଟି ଲ୍ୟାଣ୍ଡମାଇନ ଉଦ୍ଧାର

ମାଲକାନଗିରି:  ସିଆରପିଏଫ ଯବାନମାନେ ଏକ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଜାତୀୟ ରାଜ୍ୟପଥ କଡ଼ରୁ ୩ଟି ଲ୍ୟାଣ୍ଡମାଇନ ଉଦ୍ଧାର କରାଯାଇଛି । ମାଲକାନଗିରି ସୀମାନ୍ତ ତେଲେଙ୍ଗାନର ଭଦ୍ରାରି କୋତାଗୁଡାମ ଜିଲ୍ଲା କାଲବେରୁ ନିକଟରେ ଏଭଳି ଘଟଣା ଘଟିଛି । ଆଜି ସକାଳେ ସିଆରପିଏଫ…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲାଇନ୍ ପାଠପଢ଼ା ପାଇଁ ପାହାଡ଼ ଚଢୁଛନ୍ତି ଛାତ୍ରଛାତ୍ରୀ : ଗାଁ ଲୋକଙ୍କଠୁ ମୋବାଇଲ ମାଗି ନେଇଛନ୍ତି, ପାହାଡ଼ ଉପରେ…

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଇ-ସୁବିଦ୍ୟା କାର୍ଯ୍ୟକ୍ରମ ଏକ ପ୍ରକାର ବିଫଳ ହୋଇଛି। ଜିଲ୍ଲାର ସମସ୍ତ ଅଞ୍ଚଳରେ ମୋବାଇଲ ନେଟଵର୍କ ନାହିଁ। ଫଳରେ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଛାତ୍ରଛାତ୍ରୀ ପାଠପଢ଼ାରେ ବହୁ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ଖଇରପୁଟ ବ୍ଲକ ବଣ୍ଡାଘାଟିରେ ଛାତ୍ରଛାତ୍ରୀ…
ଅଧିକ ଖବର ଦେଖନ୍ତୁ...

ନକ୍ସଲ ଇଲାକାରେ ଇ-କମର୍ସ ! ୫୦ ଯୁବକଯୁବତୀ ମିଶି ଆରମ୍ଭ କଲେ ‘ଗୋ ଫଟାଫଟ୍’, ଘରେ ପହଞ୍ଚାଉଛନ୍ତି ବରାଦୀ ସାମଗ୍ରୀ

ମାଥିଲି: ଲକଡାଉନରେ ନିଜ ଉଦ୍ୟମକୁ ନେଇ ଚର୍ଚ୍ଚାରେ ଯୁବଗୋଷ୍ଠୀ । ଏବେ ଆଉ ଯିବାକୁ ପଡିବନି ବଜାର । ହାତ ପାହାନ୍ତାରେ ମିଳିବ ସାମଗ୍ରୀ। ମାଲକାନଗିରି ଜିଲା ଗୋବିନ୍ଦପାଲ୍ଲି ଯୁବଗୋଷ୍ଠୀ ଆରମ୍ଭ କରିଛନ୍ତି  ‘ଗୋ - ଫଟାଫଟ୍’ ୱେବସାଇଟ । ଏଣିକି ଅନଲାଇନରେ ଇ– କମର୍ସ ସର୍ଭିସରେ ପାଇପାରିବେ ମନ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ବିଧାୟକ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ ଓ ଏହାପରେ ତାଙ୍କର କୋଭିଡ୍-୧୯ ଟେଷ୍ଟ କରାଯାଇଥିଲା। ଏହାପରେ ନମୁନା…
ଅଧିକ ଖବର ଦେଖନ୍ତୁ...

ଦୁଇଟି ଭିନ୍ନ ଭିନ୍ନ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ

ରାୟଗଡା/ ମାଲକାନଗିରି : ଆଜି ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୮ ଜଣ ଗୁରୁତର ହୋଇଥିବା ମଧ୍ୟ ଜଣାପଡ଼ିଛି। ରାୟଗଡ଼ା ଶେଷଖାଲ ଥାନା ହଂସା ନିକଟରେ ଆଜି ଅପରାହ୍ନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା…
ଅଧିକ ଖବର ଦେଖନ୍ତୁ...