ଅନୁସନ୍ଧାନ କରୁଥିବା ବର୍ଗ

ନିର୍ବାଚନ ୨୦୨୨

ବ୍ରଜରାଜନଗର ଉପନିର୍ବାଚନ: ପୂର୍ବାହ୍ନ ୯ଟା ସୁଦ୍ଧା ୧୧% ମତଦାନ

ଭୁବନେଶ୍ବର: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ପୂର୍ବାହ୍ନ ୯ଟା ସୁଦ୍ଧା ୧୧% ଭୋଟ୍ ଦାନ କରାଯାଇଥିବା କଥା ମୁଖ୍ୟ  ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି। ଆଜି ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଏହି ନିର୍ବାଚନମଣ୍ଡଳୀର ମୋଟ ୨ ଲକ୍ଷ ୧୪ ହଜାର ୮୭୮…
ଅଧିକ ଖବର ଦେଖନ୍ତୁ...

ବ୍ରଜରାଜନଗର ଉପନିର୍ବାଚନ: ୨୭୯ ବୁଥରେ ୨.୧୪ ଲକ୍ଷ ମତଦାତା

ଭୁବନେଶ୍ୱର: ଦିନକ ପରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ମତଦାନ ହେବ। ଏଥି ପାଇଁ ଆଜି ରାଜନୈତିକ ଦଳଗୁଡ଼ିକର ପ୍ରଚାର ଶେଷ ହଉଥିବା ବେଳେ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମେ’ ୩୦ ତାରିଖ ସନ୍ଧ୍ୟା ସୁଦ୍ଧା ପୋଲି ପାର୍ଟି ଗୁଡ଼ିକ ସେମାନଙ୍କର…
ଅଧିକ ଖବର ଦେଖନ୍ତୁ...

ଅନୁପଙ୍କ ଭୋଟ୍‌ ବ୍ୟାଙ୍କ କୁଆଡ଼େ ଗଲା ?

ଝାରସୁଗୁଡ଼ା: ନିର୍ବାଚନରେ ନେତା ଓ ଦଳର ଭୋଟ୍‌ ବ୍ୟାଙ୍କ ପ୍ରାର୍ଥୀଙ୍କୁ ବିଜୟୀ କରିବାରେ ସହାୟତା ଯୋଗାଇ ଥାଏ।  ପ୍ରତି ନିର୍ବାଚନ କ୍ଷେତ୍ରରେ ନେତା ଓ ଦଳର ଭୋଟ୍‌ବ୍ୟାଙ୍କ ରହିଛି। ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଏହି ଭୋଟ୍‌ ବ୍ୟାଙ୍କ ଅତୀତରେ କିଛି ନିର୍ଦ୍ଦିଷ୍ଟ ଦଳ ଓ ପାର୍ଟିକୁ…
ଅଧିକ ଖବର ଦେଖନ୍ତୁ...

ବ୍ରଜରାଜନଗର ଉପନିର୍ବାଚନ: ସଂକୀର୍ତ୍ତନ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ

ଝାରସୁଗୁଡ଼: ସବୁଦଳ ନିଜନିଜର ପ୍ରାର୍ଥୀ ଘୋଷଣା ପରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ସ୍ଥାନୀୟ ବାତାବରଣ ଉଷ୍ମ ହୋଇଉଠିଛି। ଏପରିସ୍ଥଳେ, ଆଜି ଦୁଇଜଣ ପ୍ରାର୍ଥୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଦୁଇ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ସଂକ‌ୀର୍ତ୍ତନ…
ଅଧିକ ଖବର ଦେଖନ୍ତୁ...

ବ୍ରଜରାଜନଗର ଉପନିର୍ବାଚନ: ଖବରକାଗଜ-ଟିଭିରେ ଅପରାଧିକ ବିବରଣୀ ବାଧ୍ୟତାମୂଳକ ଭାବେ ପ୍ରକାଶ କରିବେ ପ୍ରାର୍ଥୀ

ଭୁବନେଶ୍ବର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ଏହି ସୂଚନା…
ଅଧିକ ଖବର ଦେଖନ୍ତୁ...

ପ୍ରକାଶ ପାଇଲା ବ୍ରଜରାଜନଗର ଉପନିର୍ବାଚନ ବିଜ୍ଞପ୍ତି, ନାମାଙ୍କନ ପ୍ରକ୍ରିୟା ଆରମ୍ଭ

ଝାରସୁଗୁଡ଼ା: ବ୍ରଜରାଜନଗର ଉପ ନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ନାମାଙ୍କନପତ୍ର ଦାଖଲ…
ଅଧିକ ଖବର ଦେଖନ୍ତୁ...

ସ୍ଥଗିତ ଥିବା ସ୍ଥାନରେ ମେ’ ୨୭ରେ ହେବ ପଞ୍ଚାୟତ ନିର୍ବାଚନ: ଏପ୍ରିଲ ୨୬ରେ ଜାରି ହେବ ବିଜ୍ଞପ୍ତି

ଭୁବନେଶ୍ବର: ନିର୍ବାଚନ ସ୍ଥଗିତ ଥିବା ସ୍ଥାନରେ ଆସନ୍ତା ମେ’ ମାସ ୨୭ ତାରିଖରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଗତ ଫେବ୍ରୁଆରିରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ କିଛି ସ୍ଥାନରେ ନିର୍ବାଚନ ସ୍ଥଗିତ ରହିଥିଲା। ଏବେ ସ୍ଥଗିତ ସ୍ଥାନରେ ଭୋଟ ଗ୍ରହଣ କରାଯିବ।…
ଅଧିକ ଖବର ଦେଖନ୍ତୁ...

ଚାଲିଛି ଆସାନସୋଲ୍‌ ଲୋକସଭା ଓ ୪ ବିଧାନସଭା ଉପନିର୍ବାଚନର ଭୋଟ୍‌ ଗଣତି; ଶତ୍ରୁଘ୍ନ ସିହ୍ନାଙ୍କ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ: ଆଜି ସକାଳୁ କଡ଼ା ନିରାପତ୍ତାରେ ଆସାନସୋଲ୍‌ ଲୋକସଭା ଓ ୪ଟି ବିଧାନସଭା ଉପନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍‌ ଗଣନା ପଶ୍ଚିମବଙ୍ଗର ଆସାନସୋଲ୍‌ ଏବଂ ବାଲିଗଞ୍ଜ, ବିହାରର ବୋଚାହାନ୍‌, ଛତିଶଗଡ଼ର ‌ଖଇରାଗଡ଼ ଏବଂ ଉତ୍ତର ମହାରାଷ୍ଟ୍ରର…
ଅଧିକ ଖବର ଦେଖନ୍ତୁ...

ଶପଥ ଗ୍ରହଣ ଉତ୍ସବରେ ରହିବେନି କମିସନର

ଭୁବନେଶ୍ବର: ଶନିବାର ବିଏମ୍‌ସିର ନୂଆ ମେୟରଙ୍କ ସମେତ ୬୭ କର୍ପୋରେଟର ଓ ଡେପୁଟି ମେୟର ଶପଥ ଗ୍ରହଣ କରିବେ। ଦୀର୍ଘ ୩ ବର୍ଷ ଧରି ଏହି ପଦ ଫାଙ୍କା ପଡ଼ିବା ପରେ ନୂଆ ଜନପ୍ରତିନିଧି ଦାୟିତ୍ବ ନେବେ। ଏହାକୁ ଏକ ଉତ୍ସବ ଭାବରେ ପାଳନ କରିବାକୁ ଯାଉଛି ବିଏମ୍‌ସି। ତେବେ ଏହି ଉତ୍ସବରେ ବିଏମ୍‌ସିର…
ଅଧିକ ଖବର ଦେଖନ୍ତୁ...

କାଲି ଡେପୁଟି ମେୟର୍‌ ନିର୍ବାଚନ: ଚକ୍‌ମା ଦେବେ ନବୀନ

ଭୁବନେଶ୍ବର: ଆଉ ଦିନକ ପରେ ଭୁବନେଶ୍ବର ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ। ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ବିଜେଡି ହାତକୁ ଏହି ପଦବି ଯିବା ସ୍ପଷ୍ଟ ହୋଇଛି। କିନ୍ତୁ କିଏ ବିଜେଡିର ପ୍ରାର୍ଥୀ ହେବ, ସେହି ରହସ୍ୟ ଉପରୁ ଏ ଯାଏ ପରଦା ଉଠୁନି। ଆଶାୟୀମାନେ ଲବି ଜୋର୍‌ଦାର କରିଥିଲେ ବି…
ଅଧିକ ଖବର ଦେଖନ୍ତୁ...