ଅନୁସନ୍ଧାନ କରୁଥିବା ବର୍ଗ

ଫୁଲଝରି

ଖୋଲା ଝରକା – ଶାକାହାରୀଙ୍କ କ୍ଲବ୍‌

କ୍ଲବ ନାଁ ଶୁଣିଲେ ସମସ୍ତେ ଆଧୁନିକ କଥା ହିଁ ଭାବିଥାନ୍ତି। ସାଧାରଣତଃ ଭାରତରେ ନାଇଟ୍‌ କ୍ଲବ୍‌ରେ ହିନ୍ଦୀ, ପଞ୍ଜାବୀ କିମ୍ବା ଇଂରାଜୀ ଗୀତ ବାଜିଥାଏ। ସେହିଭଳି ଅନେକ ଜାଗାରେ ତାଙ୍କ ଭାଷାର ଆଧୁନିକ ଗୀତ ହିଁ ବାଜିଥାଏ। ତେବେ ଦୁନିଆରେ ଏଭଳି ମଧ୍ୟ କ୍ଲବ୍‌ ଅଛି ଯେଉଁଠି ଆଧୁନିକ ଗୀତ ନୁହେଁ…
ଅଧିକ ଖବର ଦେଖନ୍ତୁ...

ସ୍ବାଭିମାନୀ ଗଧିଆ

ଏ ବର୍ଷ ଦଶହରା ଛୁଟିରେ ପ୍ରଜ୍ଞା ଓ ତା’ର କିଛି ସାଙ୍ଗ ସାର୍ଙ୍କ ସହ ନନ୍ଦନକାନନ ବୁଲିବାକୁ ଗଲେ। ଆଗରୁ ସାର କହି ରଖିଥିଲେ ସେମାନେ ସେଠାରେ ଦେଖିଥିବା ଜୀବଜନ୍ତୁଙ୍କ ନାମ ନିଜ ଟିପା ଖାତାରେ ଲେଖି ଆଣିବେ। ପୂଜା ଛୁଟି ପରେ ଶ୍ରେଣୀରେ ସେସବୁ ଜୀବଜନ୍ତୁ ଓ ପିଲାମାନଙ୍କ ଅନ୍ୟାନ୍ୟ ଭ୍ରମଣ…
ଅଧିକ ଖବର ଦେଖନ୍ତୁ...

ନୂଆ ସମୟ ନୂଆ କଥା: ଗଛର ମିତ୍ର

ଅପକାରୀ କୀଟମାନଙ୍କ ଦାଉରୁ ନିଜକୁ ବଞ୍ଚାଇବାକୁ ଗଛବୃଚ୍ଛମାନଙ୍କର ଥାଏ ମୁନିଆ କଣ୍ଟା, ମୋଟା ଓ ପିତା ଲାଗୁଥିବା ବକ୍କଳ। କିନ୍ତୁ ଅନେକ ଗଛଲତାମାନଙ୍କର ଏ ସବୁ ନଥାଏ। କେତେକ ମକ୍କା ଓ କପା‌ ଜାତୀୟ ଗଛକୁ କୀଟ ଆକ୍ରମଣ କଲେ ସେମାନେ ସାହାଯ୍ୟ ପାଇଁ ଡାକ ପକାନ୍ତି। ସେମାନେ ନିଜ ଦେହରୁ ପବନରେ…
ଅଧିକ ଖବର ଦେଖନ୍ତୁ...

ଖୋଲା ଝରକା: ଗୋଟିଏ ଘର ଥିବା ଦ୍ବୀପ

ଏମିତି କିଛି ଜାଗା ଅଛି ‌େଯଉଁଠି ଲୋକମାନଙ୍କୁ କିଛି ସମୟ ବିତେଇବାକୁ ଭଲ ଲାଗେ। ସେମିତି ଏକ ଦ୍ବୀପ ଅଛି, ଯାହାକୁ ଦେଖିଲେ ଏକ ସ୍ବପ୍ନ ପରି ଲାଗିବ। ଏହି ଦ୍ବୀପଟି ଆମେରିକା ଓ କାନାଡ଼ା ମଧ୍ୟରେ ଥିବା ହଜାର ହଜାର ଦ୍ବୀପପୁଞ୍ଜ ମଧ୍ୟରେ ଅନ୍ୟତମ। ୩,୩୦୦ ବର୍ଗଫୁଟ୍‌ ପରିମିତ ଏହି ଦ୍ବୀପରେ ଅଛି…
ଅଧିକ ଖବର ଦେଖନ୍ତୁ...

ନୂଆ ସମୟ ନୂଆ କଥା: ଭାଇରସ୍‌କୁ ପ୍ରତିହତ କରିବ ବ୍ୟାକ୍ଟେରିଆ

ଅନେକ ସମୟରେ ଆମେ ବ୍ୟାକ୍ଟେରିଆ କିମ୍ବା ଭାଇରସ୍‌ଜନିତ ରୋଗ ଦ୍ବାରା ଆକ୍ରାନ୍ତ ହୋଇଥାଉ। ହେଲେ ଭାଇରସ୍‌କୁ ପ୍ରତିହତ କରିବାକୁ ଡର୍‌ହାମ୍‌ ୟୁନିଭର୍ସିଟିର ବିଶେଷଜ୍ଞମାନଙ୍କ ଦ୍ବାରା ଏକ ପ୍ରକାର ବ୍ୟାକ୍ଟେରିଆ ନିକଟରେ ଉଦ୍ଭାବିତ ହୋଇଛି। କେବଳ ସେତିକି ନୁହେଁ, ଶରୀରରେ ରୋଗ ପ୍ରତିରୋଧକ…
ଅଧିକ ଖବର ଦେଖନ୍ତୁ...

ଘରବାହୁଡ଼ା

ବହୁତ ଦିନ ତଳର କଥା। ଗୋଟିଏ ଗାଁରେ ଏକ ଗରିବ ପରିବାର ରହୁଥିଲେ। ବାପା, ମାଆ ଓ ଦୁଇଟି ପୁଅଙ୍କୁ ନେଇ ପରିବାରଟି କଷ୍ଟେ ମଷ୍ଟେ ଚଳିଯାଉଥିଲା। ବାପା ଓ ମାଆ ଦୁଇଟି ପିଲାଙ୍କୁ ଦାନା ମୁଠେ ଦେବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଥିଲେ। ଦୁଇଭାଇଙ୍କ ମଧ୍ୟରୁ ବଡ଼ ଭାଇଟିର ପାଠପଢ଼ାରେ ବହୁତ ଆଗ୍ରହ…
ଅଧିକ ଖବର ଦେଖନ୍ତୁ...

ଖୋଲା ଝରକା: ମରୁଭୂମିରେ ରହୁଥିବା ମାଛ

ଅଷ୍ଟ୍ରେଲିଆର ମରୁଭୂମିର ସ୍ବଚ୍ଛ ଜଳସ୍ରୋତରେ ଏକ ମାଛ ରହେ ଯାହାର ନାମ ‘ଡେଜର୍ଟ ରେନ୍‌ବୋ ଫିସ୍‌’। ବୈଜ୍ଞାନିକ ନାଁ ‘ମେଲାନୋଟେନିୟା ସ୍ଲେଡିଡା ଟେଟେଇ’। ଏ କେବଳ ମରୁଭୂମିରେ ବାସ କରେ। କିନ୍ତୁ ଏଭଳି ପରିସ୍ଥିତିରେ ମାଛଟି କେମିତି ରହୁଛି, ଏକ ସଦ୍ୟ ଅଧ୍ୟୟନରେ ବୈଜ୍ଞାନିକମାନେ…
ଅଧିକ ଖବର ଦେଖନ୍ତୁ...

କୁନାକୁନି ଦୋକାନ

ମୀରା ଓ ରୀତା ଦୁଇ ସାଙ୍ଗ। ଉଭୟଙ୍କ ବାପା ମା ସରକାରୀ ଚାକିରିଆ। ସହରରେ ଘରଭଡ଼ା ନେଇ ଉଭୟଙ୍କ ପରିବାର ରହନ୍ତି। ପିଲାମାନଙ୍କ ପାଠପଢ଼ା ସହ ଆଜିକାଲିର ଦରଦାମ ବୃଦ୍ଧି ସେମାନଙ୍କ ପରିବାରକୁ ଭାରି ବାଧୁଥିଲା। ମାସର ଶେଷ ସପ୍ତାହରେ ପରିବାର ଚଳେଇବା ଯେମିତି ଲୁହାଧାରରେ ଚାଲିବା ସହ ସମାନ ଥିଲା।…
ଅଧିକ ଖବର ଦେଖନ୍ତୁ...

ନୂଆ ସମୟ ନୂଆ କଥା: କଙ୍କାଳ ହ୍ରଦ

ସମୁଦ୍ର ପତନଠାରୁ ୧୬୦୦୦ ଫୁଟ୍‌ ଉଚ୍ଚ ବରଫରେ ଢାଙ୍କି ହୋଇ ରହିଛି ରୁପ୍‌କୁଣ୍ଡ୍‌ ହ୍ରଦ। ଏହା ଉତ୍ତରାଖଣ୍ଡର ଚାମୋଲିଠାରେ ଅବସ୍ଥିତ। ଜାଗାଟି କଙ୍କାଳ ହ୍ରଦ ନାମରେ ମଧ୍ୟ ପରିଚିତ। କାରଣ ଏଠାରେ ଶହେରୁ ଅଧିକ ମଣିଷଙ୍କ ହାଡ଼ ବା କଙ୍କାଳ ଦେଖିବାକୁ ମିଳେ। ଗ୍ରୀଷ୍ମଦିନରେ ବରଫ ତରଳିବାରୁ ଲୁଚି…
ଅଧିକ ଖବର ଦେଖନ୍ତୁ...

ଖୋଲା ଝରକା: କିଶୋର-କିଶୋରୀଙ୍କ ଶୋଇବା ନିୟମ

୧୮ ବର୍ଷ ବୟସ ପର୍ଯ୍ୟନ୍ତ କିଶୋରକିଶୋରୀଙ୍କ ପାଇଁ ଶୋଇବା ନିୟମ କଡ଼ାକଡ଼ି ‌େହବା ଉଚିତ ବୋଲି ବିଶେଷଜ୍ଞମାନେ ପ୍ରସ୍ତାବ ଦେଇଛନ୍ତି। ପର୍ଯ୍ୟାପ୍ତ ନିଦ କିଶୋରକିଶୋରୀଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ ଗୁରୁତ୍ବପୂର୍ଣ୍ଣ। ବିଛଣାକୁ ଯିବା‌ ସମୟସୀମାକୁ ନିର୍ଦ୍ଦିଷ୍ଟ କରିବା ପାଇଁ ଏବେ…
ଅଧିକ ଖବର ଦେଖନ୍ତୁ...