Toyota Urbancruiser's: ଟୟୋଟା ଅର୍ବାନ୍‌କ୍ରୁଜର୍‌ର ନୂଆ ଇବେଲା

Advertisment

ଟୟୋଟା ପକ୍ଷରୁ ଏସ୍‌ୟୁଭି ସେଗ୍‌ମେଣ୍ଟରେ ନୂଆ ଇଭି ‘ଇବେଲା’ ବଜାର ପ୍ରବେଶ କରିଛି। ଏ‌ହାର ପ୍ରାରମ୍ଭିକ ମୂଲ୍ୟ ୧୮ ଲକ୍ଷ ଟଙ୍କା (ଏକ୍ସ ସୋ’ରୁମ୍‌)। ଏଥିରେ ୪୯/୬୧ କିଲୋୱାଟ୍‌ର ଲିଥିୟମ୍‌ ଆଇରନ୍‌ ଫସ୍‌ଫେଟ୍‌ ବ୍ୟାଟେରି ଅପ୍‌ସନ୍‌ ରହିଛି।

ଟୟୋଟା ପକ୍ଷରୁ ଏସ୍‌ୟୁଭି ସେଗ୍‌ମେଣ୍ଟରେ ନୂଆ ଇଭି ‘ଇବେଲା’ ବଜାର ପ୍ରବେଶ କରିଛି। ଏ‌ହାର ପ୍ରାରମ୍ଭିକ ମୂଲ୍ୟ ୧୮ ଲକ୍ଷ ଟଙ୍କା (ଏକ୍ସ ସୋ’ରୁମ୍‌)। ଏଥିରେ ୪୯/୬୧ କିଲୋୱାଟ୍‌ର ଲିଥିୟମ୍‌ ଆଇରନ୍‌ ଫସ୍‌ଫେଟ୍‌ ବ୍ୟାଟେରି ଅପ୍‌ସନ୍‌ ରହିଛି।

hsfhsfhfhfh

ଟୟୋଟା ପକ୍ଷରୁ ଏସ୍‌ୟୁଭି ସେଗ୍‌ମେଣ୍ଟରେ ନୂଆ ଇଭି ‘ଇବେଲା’ ବଜାର ପ୍ରବେଶ କରିଛି। ଏ‌ହାର ପ୍ରାରମ୍ଭିକ ମୂଲ୍ୟ ୧୮ ଲକ୍ଷ ଟଙ୍କା (ଏକ୍ସ ସୋ’ରୁମ୍‌)। ଏଥିରେ ୪୯/୬୧ କିଲୋୱାଟ୍‌ର ଲିଥିୟମ୍‌ ଆଇରନ୍‌ ଫସ୍‌ଫେଟ୍‌ ବ୍ୟାଟେରି ଅପ୍‌ସନ୍‌ ରହିଛି। ୧୨୮‌କିଲୋୱାଟ୍‌/୧୦୬ କିଲୋୱାଟ୍‌ର ପାୱାର୍‌ଫୁଲ୍‌ ମୋଟର୍‌ ମଧ୍ୟ ରହିଛି। ଏହାର ରେଞ୍ଜ ୫୪୩ କିଲୋମିଟର୍‌ ଏବଂ ଏଥିରେ ଡିସି ଚାର୍ଜିଂ ସିଷ୍ଟମ୍‌ ରହିଛି ଯାହା ୪୫ ମିନିଟ୍‌ରେ ୧୦%ରୁ ୮୦% ଚାର୍ଜ ହୋଇଥାଏ।

Jaundice cases: ରାୟଗଡ଼ା ସହରରେ ଜଣ୍ଡିସ ଆଶଙ୍କା

ଏଥିରେ ପ୍ରିମିୟମ୍‌ ଏଲ୍‌ଇଡି ହେଡ୍‌ଲ୍ୟାମ୍ପ, ୧୮ ଇଞ୍ଚ ଆଲଏ ହ୍ବିଲ୍‌ସ, ଅଣ୍ଡର୍‌ବଡି ପ୍ରୋଟେକ୍‌ସନ୍‌, ୧୦.୧ ଇଞ୍ଚ ଇଣ୍ଟିଗ୍ରେଟେଡ୍‌ ଅଡିଓ ଡିସ୍‌ପ୍ଲେ ୟୁନିଟ୍‌, ସ୍ମୁଥ୍‌ ଡାଏଲ୍‌ ସିଫ୍ଟ, ପ୍ରିମିୟମ୍‌ ଜେବିଏଲ୍‌ ସାଉଣ୍ଡ ସିଷ୍ଟମ୍‌, ପାନୋରାମିକ୍‌ ସନ୍‌ରୁଫ୍‌, ସ୍ମାର୍ଟୱାଚ୍‌ କନେକ୍ଟିଭିଟି, ୧୮୯ ଏନ୍‌ଏମ୍‌ ଇନ୍‌ଷ୍ଟାଣ୍ଟ ଟର୍କ, ଟୁ-ସ୍ପୋକ୍‌ ସ୍କ୍ବାରାଲ୍‌ ଷ୍ଟିୟରିଂ ହ୍ବିଲ୍‌, ଇଲେକ୍ଟ୍ରୋନିକ୍‌ ପା‌ର୍କିଂ ବ୍ରେକ୍‌, ୭ ଏସ୍‌ଆର୍‌ଏସ୍‌ ଏୟାର୍‌ବ୍ୟାଗ୍‌, ୩୬୦ଂ କ୍ୟାମେରା, ଆଡାପ୍‌ଟିଭ୍‌ କ୍ରୁଜ୍‌ କଣ୍ଟ୍ରୋଲ୍‌, ଲେନ୍‌ ଆସିଷ୍ଟ, ରିୟର୍‌ କ୍ରସ୍‌ ଟ୍ରାଫିକ୍‌ ଆଲର୍ଟ, ହାଇ ଟେନ୍‌ସାଇଲ୍‌ ମ୍ୟାଟେରିଆଲ୍‌ ପରି ବୈଶିଷ୍ଟ୍ୟ ଉପଲବ୍ଧ। ଇବେଲା ଡୁଆଲ୍‌-ଟୋନ୍‌ ଓ ମନୋ-ଟୋନ୍‌ ପରି ଦୁଇ ପ୍ରକାର ରଙ୍ଗ ମିଶ୍ରଣରେ ଉପଲବ୍ଧ। ମନୋଟୋନ୍‌ରେ କାଫେ ହ୍ବାଇଟ୍‌, ବ୍ଲୁଇସ୍‌ ବ୍ଲାକ୍‌, ଗେମିଂ ଗ୍ରେ, ଏନ୍‌ଟାଇସିଂ ସିଲ୍‌ଭର୍‌, ସ୍ପୋର୍ଟିନ୍‌ ରେଡ୍‌ ପରି ରଂଗରେ ଉପଲବ୍ଧ ଇବେଲା।

Protest: ମାଲକାନଗିରି ଜିଲ୍ଲାରେ ବନ୍ଦ ପାଳନ ଯୋଗୁଁ ସବୁ ଠପ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe