ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ପ୍ରବାସୀ ଶ୍ରମିକଙ୍କ ପାଇଁ ଅଣ୍ଟା ଭିଡ଼ିଲେ

ଚିଠି ଲେଖିଲେ ସାମାଜିକ ସଂଗଠନ, ବୁଦ୍ଧିଜୀବୀ କେନ୍ଦ୍ର-ରାଜ୍ୟ ଆନୁଷ୍ଠାନିକ ରାଜିନାମା ପାଇଁ ଦାବି ସମ୍ମାନର ସହ କାମ କରିବାର ସୁଯୋଗ ମିଳୁ ପଞ୍ଚାୟତ ଓ ନଗରପାଳିକାରେ ପଞ୍ଜୀକରଣ ଜରୁରୀ ଭୁବନେଶ୍ବର : କରୋନା ମହାମାରୀ ପରିପ୍ରେକ୍ଷୀରେ ଦେଶରେ ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା…
ଅଧିକ ଖବର ଦେଖନ୍ତୁ...

ପଣ୍ୟ କାରବାରରେ ପ୍ରଥମ ସ୍ଥାନକୁ ଆସିଲା ପାରାଦୀପ

ଜଗତସିଂହପୁର : ପଣ୍ୟ କାରବାରରେ ଇତିହାସ ରଚିଛି ପାରାଦୀପ ବନ୍ଦର। ଦୀର୍ଘଦିନ ଧରି ପଣ୍ୟ କାରବାରରେ ପ୍ରଥମ ସ୍ଥାନରେ ରହୁଥିବା ଗୁଜୁରାଟର ଦୀନଦୟାଲ ବନ୍ଦରକୁ ପଛରେ ପକାଇ ଦେଇଛି । ଚଳିତ ଆର୍ଥିକବର୍ଷର ପ୍ରଥମ ତିନିମାସରେ ପାରାଦୀପ ବନ୍ଦର ୨୫.୭୩ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର…
ଅଧିକ ଖବର ଦେଖନ୍ତୁ...

କଟକ : ୧୯ ଆସିଷ୍ଟାଣ୍ଟ କମାଣ୍ତାଣ୍ଟଙ୍କ ବଦଳି

କଟକ : ଓଡ଼ିଶା ପୁଲିସ୍‌ରେ କାର୍ଯ୍ୟରତ ୧୯ଜଣ ଆସିଷ୍ଟାଣ୍ଟ କମାଣ୍ତାଣ୍ଟଙ୍କ ବଦଳି ହୋଇଛି। ପଦୋନ୍ନତି ଭିତ୍ତିରେ ଖୋର୍ଦ୍ଧା ହୋମ୍‌ଗାର୍ଡ ଆର‌୍‌.ଆଇ. ବିବେକାନନ୍ଦ ବାଗେଙ୍କୁ କୋରାପୁଟ ଆଇଆର‌୍‌ବିକୁ, ଦେଓଗଡ଼ ଆର‌୍‌.ଆଇ. କାଳି ଚରଣ ମାଝୀଙ୍କୁ କଳାହାଣ୍ତି ନବମ ଏସ୍‌ଆଇଆର‌୍‌…
ଅଧିକ ଖବର ଦେଖନ୍ତୁ...

ଜେଇଇ ମେନ୍‌, ନିଟ୍‌ ସ୍ଥଗିତ

ଭୁବନେଶ୍ବର : କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ଜେଇଇ ମେନ୍‌ ଓ ନିଟ୍‌ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଗୁଣାତ୍ମକ ଶିକ୍ଷା ତଥା ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ମାନବ ସମ୍ବଳ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଜିଉଙ୍କୁ ଲାଗିହେଲା ଅଧରପଣା

ପୁରୀ : ରତ୍ନସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ମହାପ୍ରଭୁ ରଥରେ ଅବତରଣ କରିବା ପରେ ମହାପ୍ରଭୁଙ୍କ ଦର୍ଶନ ଓ ମୁକ୍ତି ପାଇଁ ଚଣ୍ଡୀଚାମୁଣ୍ଡା ଓ ଅଶରୀରୀମାନେ ଘୂରି ବୁଲୁଥାନ୍ତି। ଏହି ଚଣ୍ଡୀଚାମୁଣ୍ଡା ଓ ଅଶରୀରୀମାନଙ୍କୁ ତୃପ୍ତ କରିବା ପାଇଁ ଆଜି ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ରଥାରୂଢ଼…
ଅଧିକ ଖବର ଦେଖନ୍ତୁ...

ପରୀକ୍ଷା ବଢ଼ିଲା, ପଜିଟିଭ୍ ବଢ଼ିଲେ : ୫୬୧ ପଜିଟିଭ୍ ସହ ରାଜ୍ୟରେ ନୂଆ ରେକର୍ଡ

୩ ଦିନରେ ହଜାରେ ଆକ୍ରାନ୍ତ, ମୋଟ ୮୦୦୦ ଡେଇଁଲା ସଂକ୍ରମଣ ତାଲିକାରେ ଗଞ୍ଜାମ ପଛକୁ ଖୋର୍ଧା ଜିଲ୍ଲା ଭୁବନେଶ୍ବର : ରାଜ୍ୟରେ ଗତ ୧ମାସରୁ ଅଧିକ ହେବ କମ୍ ସଂଖ୍ୟକ କୋଭିଡ୍‌ ପରୀକ୍ଷା ହେଉଥିଲା। ଆଇସିଏମ୍‌ଆର ନିର୍ଦେଶାବଳି ଆଳରେ କୋଭିଡ୍‌ ପରୀକ୍ଷା କମିଥିଲା। ଦୁଇଦିନ ତଳେ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ଦିନକରେ ୨ ମୃତ, ୨୮୩ ପଜିଟିଭ୍‌

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ବିସ୍ଫୋରକ ମୋଡ଼ରେ ପହଞ୍ଚିଛି। ସ୍ଥିତି ଏଭଳି ହୋଇଛି, କୋରନାରେ ପ୍ରତିଦିନ କାହାର ନା କାହାର ଜୀବନ ଯାଉଛି। ଆଉ ଶତାଧିକ ସଂକ୍ରମିତ ହେଉଛନ୍ତି। ଆଜି ଜିଲ୍ଲାରେ କରୋନା ସଂକ୍ରମଣ ସବୁ ରେକର୍ଡ଼ ଭାଙ୍ଗି ଦେଇଛି। ୨୪ ଘଣ୍ଟାରେ ଜିଲ୍ଲାର ଦୁଇ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଗଡ଼ିବନି ଘରୋଇ ବସ୍‌! ଯାତ୍ରୀ ହେଉନାହାନ୍ତି, କ୍ଷତି ସହୁଛନ୍ତି ମାଲିକ

ଭୁବନେଶ୍ବର : କରୋନା ଯୋଗୁଁ ରାଜ୍ୟରେ ବସ୍‌ ସେବା ପ୍ରଭାବିତ ହୋଇଛି। ରାଜ୍ୟରେ ୧୪ ହଜାରରୁ ଅଧିକ ଘରୋଇ ବସ୍‌ ଥିବା ବେଳେ ସେଥିମଧ୍ୟରୁ ମାତ୍ର ୭୦୦ ବସ୍‌ ଚଳାଚଳ କରୁଛି। ବସ୍‌ଗୁଡ଼ିକୁ ଦୈନିକ ଦୁଇଥର ବିଶୋଧନ କରାଯିବା ସହ ମାସ୍କ ପିନ୍ଧିବାକୁ ଯାତ୍ରୀଙ୍କୁ ବାଧ୍ୟ କରାଯାଉଛି। ତା’ ପରେ…
ଅଧିକ ଖବର ଦେଖନ୍ତୁ...

ଚାଷୀଙ୍କ ଚିନ୍ତା ବଢ଼ାଇଲାଣି ନିଅଣ୍ଟିଆ ବର୍ଷା

ଭୁବନେଶ୍ବର : ଚଳିତ ବର୍ଷ ରାଜ୍ୟକୁ ଠିକ୍‌ ସମୟରେ ମୌସୁମୀ ଛୁଇଁଥିଲା। ଏଣୁ ଏଥର ଭଲ ଫସଲ ହେବ ବୋଲି ଚାଷୀ ଚାହିଁ ବସିଥିଲା। ହେଲେ ମୌସୁମୀ ୭/୮ ଦିନ ବର୍ଷି ଦୁର୍ବଳ ହୋଇଗଲା। ଏହା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭଲ ବର୍ଷା ହେଲା କିନ୍ତୁ ଉପକୂଳରେ ଜୁନ୍‌ରେ ଅଭାବୀ ବର୍ଷା ଦେଖାଦେଲା।…
ଅଧିକ ଖବର ଦେଖନ୍ତୁ...

୩ ବରିଷ୍ଠ ଓଏଏସଙ୍କୁ ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ବର : ବରିଷ୍ଠ ଓଏଏସ୍‌ ଅଧିକାରୀ ତଥା ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅତିରିକ୍ତ ସଚିବ ଥିବା ପ୍ରଦୀପ କୁମାର ମିଶ୍ରଙ୍କୁ ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। ଶ୍ରୀ ମିଶ୍ର ଏହି ପଦରେ ରହିବା ସହିତ ବ୍ରହ୍ମପୁରର ଚକବନ୍ଦୀ ଓ ଭୂ-ବନ୍ଦୋବସ୍ତ ଅତିରିକ୍ତ କମିସନର ଭାବେ…
ଅଧିକ ଖବର ଦେଖନ୍ତୁ...