Advertisment

Anganwadi centre: ଅଙ୍ଗନବାଡ଼ି କେନ୍ଦ୍ର ଉପରେ ଗଛପଡ଼ି ୨ ଶିଶୁ ଆହତ

Advertisment

କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍ କତିଙ୍ଗିଆ ପଞ୍ଚାୟତ ରିଶିଗୁଡ଼ାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଗୃହ ଉପରେ ଆଜି ଗଛ ଭାଙ୍ଗି ପଡ଼ିବାରୁ ଦୁଇଜଣ ଶିଶୁ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି।

କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍ କତିଙ୍ଗିଆ ପଞ୍ଚାୟତ ରିଶିଗୁଡ଼ାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଗୃହ ଉପରେ ଆଜି ଗଛ ଭାଙ୍ଗି ପଡ଼ିବାରୁ ଦୁଇଜଣ ଶିଶୁ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି।

adgadgzvzcvcv

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍ କତିଙ୍ଗିଆ ପଞ୍ଚାୟତ ରିଶିଗୁଡ଼ାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଗୃହ ଉପରେ ଆଜି ଗଛ ଭାଙ୍ଗି ପଡ଼ିବାରୁ ଦୁଇଜଣ ଶିଶୁ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି। କେନ୍ଦ୍ରରେ ୯ଜଣ ଶିଶୁଙ୍କ ସମେତ ଅଙ୍ଗନବାଡ଼ି କର୍ମୀ ଓ ରୋଷେୟା ଉପସ୍ଥିତ ଥିଲେ। 

Horoscope 2026 February 28: ଜାଣନ୍ତୁ ଆଜିର ରାଶିଫଳ

ଏହି ସମୟରେ ଦୁଇଟି ଗଛ ହଠାତ୍‌ ଘର ଉପରେ ଭାଙ୍ଗି ପଡ଼ିଥିଲା। ପିଲାମାନେ ଭୟରେ ଚିତ୍କାର କରିଥିବା ବେଳେ ଦୁଇଜଣ ଆହତ ହୋଇଥିଲେ। ବ୍ଲକ୍‌ ଉନ୍ନୟନ ଅଧିକାରୀ ସତ୍ୟନାରାୟଣ ମିଶ୍ର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଆସନ୍ତାକାଲିଠାରୁ ନିକଟସ୍ଥ ଏକ ସ୍କୁଲ ଘରେ ଅଙ୍ଗନବାଡ଼ି କେନ୍ଦ୍ର ଚାଲିବ ବୋଲି କହିଛନ୍ତି। ସ୍ଥାନୀୟ ଅଗ୍ନିଶମ ଅଧିକାରୀ ମହେଶ୍ୱର ପ୍ରଧାନ ଓ  ଟିମ୍ ପ୍ରାୟ ପାଞ୍ଚ ଘଣ୍ଟା ପରିଶ୍ରମ କରି ଦୁଇଟି ଗଛକୁ କେନ୍ଦ୍ର ଉପରୁ କାଟି ହଟାଇଥିଲେ।

Forest Fire: ଜଂଗଲ ବିଭାଗର ସଚେତନ ସତ୍ତ୍ବେ ବଣରେ ଲାଗୁଛି ନିଆଁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe