winter: ଉପକୂଳରେ ପୁଣି ଖସିଲା ପାରଦ

Advertisment

ଦୁଇ ଚାରି ଦିନର ଅନ୍ତରାଳରେ ପୁଣି ଥରିବା ଆରମ୍ଭ କରିଛି ଉପକୂଳ ଓଡ଼ିଶା। ଗତକିଛି ଦିନ ହେଲା ରାଜଧାନୀ ଭୁବନେଶ୍ବରର ରାତି ତାପମାତ୍ରା ୧୪ ଡିଗ୍ରି ପାଖାପାଖି ରହୁଥିବା ବେଳେ ସୋମବାର ରାତିରେ ହଠାତ୍‌ ଏହା ଖସି ୧୧.୯ ଡିଗ୍ରି ରେକର୍ଡ ହୋଇଯାଇଛି।

ଦୁଇ ଚାରି ଦିନର ଅନ୍ତରାଳରେ ପୁଣି ଥରିବା ଆରମ୍ଭ କରିଛି ଉପକୂଳ ଓଡ଼ିଶା। ଗତକିଛି ଦିନ ହେଲା ରାଜଧାନୀ ଭୁବନେଶ୍ବରର ରାତି ତାପମାତ୍ରା ୧୪ ଡିଗ୍ରି ପାଖାପାଖି ରହୁଥିବା ବେଳେ ସୋମବାର ରାତିରେ ହଠାତ୍‌ ଏହା ଖସି ୧୧.୯ ଡିଗ୍ରି ରେକର୍ଡ ହୋଇଯାଇଛି।

COLD WAVE AT BONAI

cold wave at bonai Photograph: (Sambad.in)

ଭୁବନେଶ୍ବର: ଦୁଇ ଚାରି ଦିନର ଅନ୍ତରାଳରେ ପୁଣି ଥରିବା ଆରମ୍ଭ କରିଛି ଉପକୂଳ ଓଡ଼ିଶା। ଗତକିଛି ଦିନ ହେଲା ରାଜଧାନୀ ଭୁବନେଶ୍ବରର ରାତି ତାପମାତ୍ରା ୧୪ ଡିଗ୍ରି ପାଖାପାଖି ରହୁଥିବା ବେଳେ ସୋମବାର ରାତିରେ ହଠାତ୍‌ ଏହା ଖସି ୧୧.୯ ଡିଗ୍ରି ରେକର୍ଡ ହୋଇଯାଇଛି। ଏଥିସହ କଟକର ରାତି ପାରଦ ୧୨.୪ ଡିଗ୍ରିକୁ ଖସିଛି। କେବଳ ରାତି ନୁହେଁ, ରାଜଧାନୀର ଦିନର ସର୍ବୋଚ୍ଚ ତାପମାତ୍ରା  ୨୬.୭ ଡିଗ୍ରି ଓ କଟକର ୨୫ ଡିଗ୍ରି ରେକର୍ଡ ହୋଇଛି।

Paddy: ଟୋକନ ଲ୍ୟାପ୍ସ ଆଂଶଙ୍କାରେ ଚାଷୀ, ମନ୍ଥର ଗତିରେ ଚାଲିଛି ଧାନକିଣା

ନୂଆବର୍ଷ ପର୍ଯ୍ୟନ୍ତ ଏହି ତାପମାତ୍ରା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।  ଅନ୍ୟପଟେ ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟଠାରେ ୬.୩ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ସେମିଳିଗୁଡ଼ାରେ ୬.୭ ଡିଗ୍ରି, ଦାରିଙ୍ଗବାଡ଼ିରେ ୭ ଡିଗ୍ରି, ଘୁ, ଉଦୟଗିରିରେ ୭.୪ ଡିଗ୍ରି, ନବରଙ୍ଗପୁରରେ ୮ ଡିଗ୍ରି, ଫୁଲବାଣୀରେ ୮.୫ ଡିଗ୍ରି ଲେଖାଏଁ ପାରଦ ସ୍ତର ରହିଥିଲା। ଆସନ୍ତା ସପ୍ତାହେ ରାଜ୍ୟରେ ଏହି ପାଗ ଜାରି ରହିବ।

Orissa HC: ହାଇକୋର୍ଟରେ ଶୀତ ଅବକାଶ: ଜାନୁଆରି ୫ରେ ଖୋଲିବ, ଡିସେମ୍ବର ୩୦ରେ ଅବକାଶକାଳୀନ କୋର୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe