ଅନୁସନ୍ଧାନ କରୁଥିବା ବର୍ଗ

ବୌଦ୍ଧ

ବୌଦ୍ଧ ବ୍ଲକସ୍ତରୀୟ ମନରେଗା ଜନଶୁଣାଣି ଶିବିର

ବୌଦ୍ଧ: ବୌଦ୍ଧ ବ୍ଲକ କାର୍ଯ୍ୟାଳୟରେ ପଞ୍ଚାୟତ ସମିତିସ୍ତରୀୟ ମନରେଗା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ବ୍ଲକ ବିଡିଓ  ନିହାର ରଂଜନ କହଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ତରଣୀସେନ ନାୟକ ମୁଖ୍ୟ ଅତିଥି, ଏବିଡିଓ ସୁବାଷ ଚନ୍ଦ୍ର ଜାନୀ, ସହକାରୀ…
ଅଧିକ ଖବର ଦେଖନ୍ତୁ...

କଣ୍ଟାମାଳରେ ଫେଲ ମାରିଛି ସ୍ୱଚ୍ଛ ଭାରତ ମିସନ: ଉପଯୋଗୀ ହୋଇ ପାରୁନି ପାଇଖାନା

କଣ୍ଟାମାଳ: କଣ୍ଟାମାଳ ବ୍ଲକ୍‌ରେ ସ୍ୱଚ୍ଛ ଭାରତ ମିସନ ଫେଲ୍‌ ହୋଇଥିବା ଅଭିଯୋଗ ହୋଇଛି। ଏହି ବ୍ଲକ୍‌ରେ ୧୨, ୧୩୯ ହଜାର ପରିବାରର ପାଇଖାନା ନିର୍ମାଣ ହୋଇଥିବା ବିଭାଗ ପକ୍ଷରୁ କୁହାଯାଉଥିଲେ ବି ଏବେ ୯୫ ପାଇଖାନା ବ୍ୟବହାର ଉପଯୋଗୀ ହୋଇ ପାରୁନି। ନିମ୍ନମାନର କାମ ଯୋଗୁଁ ଏହା ଉପଯୋଗ ହୋଇପାରୁ…
ଅଧିକ ଖବର ଦେଖନ୍ତୁ...

ପୁଲିସ ଇନ୍‌ସପେକ୍ଟରଙ୍କ ସନ୍ଦେହଜନକ ମୃତ୍ୟୁ

ବୌଦ୍ଧ : ବୌଦ୍ଧରେ କାର୍ଯ୍ୟରତ ପୁଲିସ ଇନ୍‌ସପେକ୍ସର ପ୍ରଦୀପ୍ତ ଚୌଧୁରୀ (୫୨)ଙ୍କ ଶନିବାର ରାତିରେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଯାଇଛି। ସେ ପୂର୍ବରୁ ଜିଲ୍ଲାର ପୁରୁଣାକଟକ ଥାନାରେ କିଛି ମାସ ଇନଚାର୍ଜ ଭାବେ କାର୍ଯ୍ୟ ତୁଲାଇଥିଲେ ଓ ବର୍ତ୍ତମାନ ଜିଲ୍ଲା କାର୍ଯ୍ୟାଳୟରେ କାର୍ଯ୍ୟ କରି…
ଅଧିକ ଖବର ଦେଖନ୍ତୁ...

ମାଓବାଦୀ ନାଁରେ ଚାନ୍ଦା ଆଦାୟ ଘଟଣା:ଅଭିଯୁକ୍ତଙ୍କୁ ୭ବର୍ଷ କାରାଦଣ୍ଡାଦେଶ

ବୌଦ୍ଧ,: ମାଓବାଦୀ ନାମରେ ଧମକପୂର୍ଣ୍ଣ ଚିଠି ଦେଇ ଜଣେ ଜିଆର୍‌ଏସ୍‌ଙ୍କରୁ ଚାନ୍ଦା ଆଦାୟ କରି ପୁଲିସ ହାତରେ ଧରାପଡ଼ିଥିବା ବାଣିଗୋଛା ଥାନା କୁଲୁରୁକୁମ୍ପା ଗାଁର ସୁରଥ ନାଏକ(୩୦)ଙ୍କୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ରୂପଶ୍ରୀ ଚୌଧୁରୀ ୭ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥି ସହ ୨୦ ହଜାର…
ଅଧିକ ଖବର ଦେଖନ୍ତୁ...

ଛାତ୍ର ନିଖୋଜ ମାମଲା: ପଥର କୋରଡ଼ରୁ ମିଳିଲା ଶବ

ଘଣ୍ଟାପଡ଼ା/କଣ୍ଟାମାଳ: ନିଖୋଜର ଛଅ ଦିନ ପରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ମହୀବିଲା ଗାଁର ସପ୍ତମ ଶ୍ରେଣୀ ଛାତ୍ର ସୁମନ୍ତ ମାହାର (୧୨)ର ଗଳିତ ଶବ ଗାଁ ନିକଟ ଜଙ୍ଗଲର ଏକ ପଥର କୋରଡ଼ରୁ ଉଦ୍ଧାର କରାଯାଇଛି। ହତ୍ୟାକାରୀ ପ୍ରଥମେ ଶବକୁ ଅନ୍ୟତ୍ର ଲୁଚାଇ ରଖିବା ପରେ ଏଠାରେ ପକାଇ ଦେଇଥିବା…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ଅଭିଯୁକ୍ତ ଗିରଫ

ବିଳାସପୁର/ମନମୁଣ୍ଡା: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଖଟଖଟିଆ ଗାଁର ପ୍ରଭାକର ନାଗ (୨୧) ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ ଦ୍ୱାରା ଗିରଫ ହୋଇଛି। ପ୍ରଭାକର ସେହି ଗାଁର ଜଣେ ୨୨ ବର୍ଷିୟା ଯୁବତୀଙ୍କୁ ୩ ବର୍ଷ ହେଲା ଭଲ ପାଉଥିଲା ଓ…
ଅଧିକ ଖବର ଦେଖନ୍ତୁ...

ଆଡ଼େଣିଗଡରେ ପାନୀୟ ଜଳ ଯୋଗାଣ ପ୍ରହସନ: ୨ ଓ୍ଵାର୍ଡର ୧୨ଶହ ଲୋକ ପାଣି ପାଇଁ ଡହଳବିକଳ

ଚାରିଛକ: ହରଭଙ୍ଗା ବ୍ଲକ ସଦର ମହକୁମାରୁ ୧୭ କିମି ଦୂର ଆଡେଣିଗଡ଼ ପଞ୍ଚାୟତ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଆଡେଣିଗଡ ଗାଁର ୨ଟି ଓ୍ଵାର୍ଡରେ ୧୫୦ରୁ ଅଧିକ ପରିବାରରେ ୧୨୦୦ ଲୋକ ବସବାସ କରୁଛନ୍ତି। ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ୨୦୧୧-୧୨ ମସିହାରେ ଗ୍ରାମରେ ଜଳ ଓ ପରିମଳ ବିଭାଗ…
ଅଧିକ ଖବର ଦେଖନ୍ତୁ...

ଅପହୃତା ଉଦ୍ଧାର, ଯୁବକ ଅଟକ

ଘଣ୍ଟାପଡ଼ା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଉଦ୍ୟମ କରି ଲମ୍ବସରୀ ପଞ୍ଚାୟତ ଗଡ଼ଫେସପେରଡି ଗାଁର ପ୍ରକାଶ ଜାଲ(୧୯) ଗିରଫ ହୋଇଛନ୍ତି। ସେ ଗତ ୨ତାରିଖ ଦିନ ପ୍ରକାଶ ଅପହରଣ କରିନେଇଥିଲେ। ଏନେଇ ପୀଡ଼ିତାଙ୍କ ବାପା ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ…
ଅଧିକ ଖବର ଦେଖନ୍ତୁ...

ପୋଖରୀରୁ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ଚାରିଛକ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ତିଲେଶ୍ୱର ପଞ୍ଚାୟତର କୃଷ୍ଣପାଲ୍ଲିସ୍ଥିତ ଏକ ପୋଖରୀରୁ ଶୁକ୍ରବାର ତିଲେଶ୍ୱର ହରିଜନ ସାହିର ନକୁଳ ମଙ୍ଗରାଜ (୫୦)ଙ୍କ ଶବ ପୁଲିସ ଉଦ୍ଧାର କରିଛି। ତେବେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସେ ଗତ ୨୬ ତାରିଖରେ ପରିବାର…
ଅଧିକ ଖବର ଦେଖନ୍ତୁ...

ନିର୍ବନ୍ଧ ସରିଥିବା ଯୁବତୀଙ୍କୁ ଅପହରଣ ଓ ଦୁଷ୍କର୍ମ! ଥାନା ଘେରିଲା ଜିଲ୍ଲା ଯାଦବ ମହାସଭା

ଜୁନାଗଡ଼: ନିର୍ବନ୍ଧ ସରିଥିବା ଜଣେ ଯୁବତୀଙ୍କୁ ଅପହରଣ ଓ ବିବାହର ପ୍ରତିଶ୍ରୁତି ଦେଇ ପ୍ରାୟ ମାସେ ଧରି ଦୁଷ୍କର୍ମ କରିଥିବା ନେଇ ଜୁନାଗଡ଼ ଥାନାରେ ଅଭିଯୋଗ ହୋଇଛି। ସଂପୃକ୍ତ ଯୁବକଙ୍କୁ ଜୁନାଗଡ଼ ପୁଲିସ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରି ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଶୁକ୍ରବାର ଅପରାହ୍‌ଣରେ ଥାନା…
ଅଧିକ ଖବର ଦେଖନ୍ତୁ...