ଅନୁସନ୍ଧାନ କରୁଥିବା ବର୍ଗ

ଜଗତସିଂହପୁର

ଟ୍ରକ୍‌ ଚାପିଦେଲା: ଦୁଇ ସାଙ୍ଗ ମୃତ

ତିର୍ତ୍ତୋଲ : କଟକ-ପାରାଦୀପ ରାସ୍ତାର ରାହାମା ପେଟ୍ରୋଲ ଟାଙ୍କି ନିକଟରେ ଆଜି ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଉଛନ୍ତି ତିର୍ତ୍ତୋଲ ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ସାଅାଁସ ଗ୍ରାମର ଅନନ୍ତ ପ୍ରଧାନଙ୍କ ପୁଅ ଆକାଶ ପ୍ରଧାନ(୧୮) ଓ…
ଅଧିକ ଖବର ଦେଖନ୍ତୁ...

ବନ୍ଦର କର୍ତ୍ତୃପକ୍ଷ ନିରବଦ୍ରଷ୍ଟା :ପୋତି ହେଲାଣି ଡ୍ରେନ୍‌, ମ୍ୟାନ୍‌ ହୋଲ୍‌ ଖୋଲା

ଜଗତସିଂହପୁର: ପାରାଦୀପକୁ ସ୍ମାର୍ଟ ସିଟି କରିବା ପାଇଁ ଅନେକ ଯୋଜନା ଚାଲିଛି। ପଣ୍ୟ କାରବାର କ୍ଷେତ୍ରରେ ପାରାଦୀପ ବନ୍ଦର ଦେଶରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି। ମାତ୍ର ଏପଟେ ସହରର ଅବସ୍ଥା ଦିନକୁ ଦିନ ଖରାପ ହୋଇ ଚାଲିଛି। ସହର ଭିତରର ଡ୍ରେନ୍‌ ହିଁ ସବୁଠାରୁ ବଡ଼ ସମସ୍ୟା ପାଲଟିଛି।…
ଅଧିକ ଖବର ଦେଖନ୍ତୁ...

ପରିବାରରୁ ବାସନ୍ଦ ହେଲେ ଏଡ୍‌ସ ଦମ୍ପତି

ଜଗତସିଂହପୁର : ଏଡ୍‌ସ ରୋଗରେ ଆକ୍ରାନ୍ତ ଏରସମା ବ୍ଲକ୍‌ କୁଞ୍ଜକୋଠି ଅଞ୍ଚଳର ଏକ ଦମ୍ପତି ପାଇଁ ବଞ୍ଚିବା ମୁସ୍କିଲ୍‌ ହୋଇଛି। ରୋଗାକ୍ରାନ୍ତ ଖବର ଜଣାପଡ଼ିବା ପରେ ଏହି ଦମ୍ପତିକୁ ନିଜ ଘରେ ବାସନ୍ଦ କରାଯାଇଛି। ପ୍ରଥମେ ଭାତ ହାଣ୍ଡି ଓ ବାସନକୁସନ ଛୁଇଁବାକୁ ମନା କରାଯିବା ପରେ ଘରୁ ବାହାର କରି…
ଅଧିକ ଖବର ଦେଖନ୍ତୁ...

ଧାନମଣ୍ଡି ଦୁର୍ନୀତି: ତିରୁଣା ସେବା ସମବାୟ ସମିତିର ୩ ନିଲମ୍ବିତ

ନାଉଗାଁ : ନାଉଗାଁ ବ୍ଲକ ତିରୁଣା ସେବା ସମବାୟ ସମିତିରେ ଧାନମଣ୍ଡି ଦୁର୍ନୀତିରେ ସଂପୃକ୍ତ ଅଭିଯୋଗରେ ୩ ଜଣଙ୍କୁ ନିଲମ୍ବିତ କରାଯାଇଛି। ଚାଷୀଙ୍କ ଅଭିଯୋଗ ଆଧାରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ୩ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସୂଚନା ଅନୁଯାୟୀ ନାଉଗାଁ ବ୍ଲକରେ ଥିବା…
ଅଧିକ ଖବର ଦେଖନ୍ତୁ...

ଦେଶରେ ପ୍ରଥମ: ଜଗତସିଂହପୁରରେ ‘ପୁଲିସ ଅଙ୍କଲ’

ଜଗତସିଂହପୁର ଟାଉନ୍‌ : ପୁଲିସ ଜନ ସାଧାରଣଙ୍କର ଶତ୍ରୁ ନୁହେଁ ବନ୍ଧୁ। ପୁଲିସ ନାଁ ଶୁଣିଲେ ଛୋଟ ପିଲା ବି ଆଉ ଡରିବେନି ବରଂ ନିଜର ବିଶ୍ୱାସୀ ବନ୍ଧୁ ବୋଲି ଭାବିବେ। ଏଭଳି ଏକ ଅଭିନବ ପରିକଳ୍ପନା ଦେଶରେ ପ୍ରଥମ ଥର କାର୍ଯ୍ୟକାରୀ ହୋଇଛି ଜଗତସିଂହପୁର ଜିଲ୍ଲାରେ। ଏକ ଲୋକାଭିମୁଖୀ ପୁଲିସ ବାହିନୀ…
ଅଧିକ ଖବର ଦେଖନ୍ତୁ...

ବୋଲେରୋ-ବାଇକ୍‌ ଧକ୍କା, ୨ ଗୁରୁତର

ଗୋପାଳପୁର: ରଘୁନାଥପୁର ଥାନା ଅନ୍ତର୍ଗତ କଟକ-ପାରାଦୀପ ରାସ୍ତାର ତାରପୁର ବାଇପାସ୍‌ ନିକଟରେ ଆଜି ଏକ ବୋଲେରୋ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ନୂଆପଡ଼ାର ସରୋଜ ଦାସ (୨୯) ଓ ଜ୍ଞାନରଂଜନ ଖୁଣ୍ଟଆ (୩୦) ଗୁରୁତର ଆହତ ହୋଇଛନ୍ତି। ଅପରାହ୍ନରେ ସେମାନେ ବାଇକ୍‌ ଯୋଗେ…
ଅଧିକ ଖବର ଦେଖନ୍ତୁ...

ଏରସମାରେ ମଦବିରୋଧୀ ଆନ୍ଦୋଳନ ତେଜିଲା

ଏରସମା: ଗତ ୨୨ତାରିଖରେ ଗଡହରିଶିପୁରରେ ଚତୁର୍ଥ ଶ୍ରେଣୀ ଛାତ୍ରୀକୁ ଗଣଦୁଷ୍କର୍ମ ଓ ହତ୍ୟା କରାଯିବା ଘଟଣା ଏବେ ଏରସମା ଅଞ୍ଚଳରେ ପ୍ରମୁଖ ବିଷୟ ପାଲଟିଛି। ଏହ ଘଟଣାର ଅଭିଯୁକ୍ତ ଉକ୍ତ ଗ୍ରାମର ଯୁବକ କାଳିଆ ମାନ୍ନା ନିଶାଶକ୍ତ ଅବସ୍ଥାରେ ଏଭଳି ଘଟାଇଥିବା ଜଣାପଡିବା ପରେ ଏରସମା ବ୍ଲକରେ ମଦ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଠିକା ବିଦ୍ୟୁତ୍‌ କର୍ମଚାରୀ ମୃତ

ବାଲିକୁଦା: ଦୈତାରୀ-ପାରାଦୀପ ଜାତୀୟ ରାଜପଥର ଲକ୍ଷ୍ମୀନାରାୟଣ ଛକ ନିକଟରେ ଗତ ୨୫ ତାରିଖ ଦିନ ଅଜଣା ଗାଡ଼ି ଧକ୍କା ଦେବାରୁ ବଡ଼ଚଣା ବ୍ଲକ୍‌ ସାଉଡ଼ିଆ ପଞ୍ଚାୟତ ଅନ୍ତର୍ଗତ ତାଳୁଆ ଗ୍ରାମର ରଂଜନ ମହାନ୍ତିଙ୍କ ପୁଅ ଉତ୍ତମ ମହାନ୍ତି (୨୮) ପ୍ରାଣ ହରାଇଛନ୍ତି। ସେସୁ କେନ୍ଦ୍ରାପଡ଼ା ଡିଭିଜନ୍‌ ତଥା…
ଅଧିକ ଖବର ଦେଖନ୍ତୁ...

ଜଗତ୍‌ସିଂହପୁର: ମହାନଦୀରେ ବୁଡ଼ି ଯୁବକ ନିଖୋଜ

ଜଗତ୍‌ସିଂହପୁର: ଆଜି ଭୋର୍‌ ସମୟରେ ତିର୍ତ୍ତୋଲ୍‌ ଥାନା ଅନ୍ତର୍ଗତ ରାହାମା ଠାରେ ମହାନଦୀରେ ଗାଧୋଇବା ବେଳେ ଜଣେ ଯୁବକ ବୁଡ଼ି ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଯୁବକଙ୍କ ନାମ ସୁବାସ ପଣ୍ଡା। ଆନୁମାନିକ ବୟସ ୨୬ ବର୍ଷ ହେବ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ସୁରବରଦାପୁର…
ଅଧିକ ଖବର ଦେଖନ୍ତୁ...

ଅବସର ନେଲା ‘ସୁଚେତା କୃପଳାନୀ’

ଜଗତସିଂହପୁର : ଦୀର୍ଘ ୨୦ ବର୍ଷର ଯାତ୍ରା। ଏହି ସମୟ ମଧ୍ୟରେ ଗଭୀର ସମୁଦ୍ରରେ ୨ଲକ୍ଷ ୮୨ ହଜାର ୧୮୪.୧୩ ନଟିକାଲ ମାଇଲ ଅର୍ଥାତ ୫ଲକ୍ଷ ୨୨ ହଜାର ୬୦୫ କି.ମି. ଅଧିକରୁ ଯାତ୍ରା କରିଛି। ନିଜ କାର୍ଯ୍ୟକାଳ ମଧ୍ୟରେ ବିପଦରେ ପଡ଼ିଥିବା ୧୬ ମାଛଧରା ବୋଟ୍‌ ଉଦ୍ଧାର କରିବା ସହ ୧୩୪ ମତ୍ସ୍ୟଜୀବୀଙ୍କ…
ଅଧିକ ଖବର ଦେଖନ୍ତୁ...