ଅନୁସନ୍ଧାନ କରୁଥିବା ବର୍ଗ

ନବରଙ୍ଗପୁର

ନବରଙ୍ଗପୁର: ଇଲେକ୍ଟ୍ରୀ ପୋଲକୁ ଧକ୍କା ଦେ‌ଲା ଟ୍ରାକ୍ଟର, ଜଣେ ଶ୍ରମିକ ମୃତ 

ପାପଡାହାଣ୍ଡି :  ନବରଙ୍ଗପୁର ଜିଲ୍ଳା ପାପଡାହାଣ୍ଡି ବ୍ଲକର ତୁମର୍ଲା ନିକଟରେ ଜାତୀୟ ରାଜପଥ ରେ ଏକ ବିଦ୍ୟୁତ ଖୁଣ୍ଟକୁ ଟ୍ରାକ୍ଟର ଧକ୍କା ଦେଲା। ଘଟଣା ସ୍ଥଳରେ ଜଣେ ଶ୍ରମିକ ମୃତ ହୋଇଥିବା ଜଣାପଡିଛି। ପାପଡାହାଣ୍ଡିର  ଏକ ଟ୍ରାକ୍ଟର ମେଟେଲ ଆଣିବା ପାଇଁ ତୁମର୍ଲା  ଯାଇଥିଲା। ତୁମର୍ଲା ରୁ…
ଅଧିକ ଖବର ଦେଖନ୍ତୁ...

ଦୁଇଟି ଲୁଟ୍ ଘଟଣାରେ ୪ଗିରଫ

ନବରଙ୍ଗପୁର: ଲାଗ ଲାଗ ଦୁଇଟି ଲୁଟ୍ ଘଟଣାରେ ନବରଙ୍ଗପୁର ପୁଲିସ ୪ଜଣଙ୍କୁ ଗିରଫ କରିଛି। ଚଳନ୍ତା ଗାଡିରୁ ପୂର୍ବତନ ବିଧାୟକ ସଦନ ନାୟକଙ୍କ ଠାରୁ ଟଙ୍କା ଲୁଟ୍ ଓ ସହର ଉପକଣ୍ଠ ଏସାର ପେଟ୍ରୋଲ ପମ୍ପ ନିକଟରୁ ଡ୍ରାଇଭରକୁ ମାଡ ମାରି ଲୁଟ ମାମଲା ଏମାନେ ସଂପୃକ୍ତ ଥିଲେ ପୁଲିସ କହିଛି। ଗିରଫ…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର: ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର

ନବରଙ୍ଗପୁର:  ନବରଙ୍ଗପୁର ଜିଲ୍ଲା ମଇଦଲପୁର ନିକଟରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଲଖେଇ ଜାନୀ(୬୦) ଗୁରୁତର ଭାବେ ଆହତ ହୋଇଛନ୍ତି। ପାପଡାହାଣ୍ଡି ବ୍ଲକର ମାଝୀଗୁଡା ପଞ୍ଚାୟତର ଖଡକାପଦର ଗ୍ରାମର ଲଖେଇ ଜାନୀ ସବୁ ବେଳ ଭଳି ସକାଳୁ କୁଲା, ଚାଙ୍ଗୁଡି ଓ ଚଣା ଧରି ମଇଦଲପୁର ହାଟକୁ ବିକ୍ରୀ କରିବା…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ବିଧାୟକଙ୍କ ଠାରୁ ଲୁଟ୍ ଓ ଟ୍ରକ ଡ୍ରାଇଭରକୁ ମାଡ ମାରି ଲୁଟ ମାମଲାରେ ୪ ଗିରଫ 

ନବରଙ୍ଗପୁର:  ନବରଙ୍ଗପୁର ପୂର୍ବତନ ବିଧାୟକ ସଦନ ନାୟକଙ୍କ ଠାରୁ ଚଳନ୍ତା ଗାଡିରୁ ଟଙ୍କାମୁଣି ଲୁଟ୍ ଓ ସହର ଉପକଣ୍ଠରେ ଥିବା ଏସାର ପେଟ୍ରୋଲ ପମ୍ପ ଠାରେ ଡ୍ରାଇଭର କୁ ମାଡ ମାରି ଟଙ୍କା ଲୁଟ ମାମଲାରେ ୪ ଜଣ ଯୁବକ ଗିରଫ ହୋଇଛନ୍ତି। ଗତ ୧୫ ଦିନ ମଧ୍ୟରେ ନବରଙ୍ଗପୁର ପୁଲିସକୁ ୨ ଗୋଟି ସଫଳତା…
ଅଧିକ ଖବର ଦେଖନ୍ତୁ...

ସୁଧାର ଗୃହରୁ ନାବାଳିକା ନିଖୋଜ

ନବରଙ୍ଗପୁର: ନବରଙ୍ଗପୁ ସ୍ଥିତ ସୁଧାର ଗୃହରେ ଆଶ୍ରୟ ନେଇଥିବା ଜଣେ ନାବାଳିକା ନିଖୋଜ ହୋଇଯାଇଛନ୍ତି। ମାସେ ହେଲା ସଂପୃକ୍ତ ନାବାଳିକାଙ୍କ କୌଣସି ଖୋଜ ଖବର ନାହିଁ। ଅାଜି ପରିବାର ଲୋକ ନାବାଳିକାଙ୍କୁ ଭେଟିବା ପାଇଁ ସୁଧାର ଗୃହକୁ ଆସିଥିଲେ। ନାବାଳିକା ଏଠାରୁ କେଉଁ ଆଡ଼େ ଚାଲି ଯାଇଥିବା…
ଅଧିକ ଖବର ଦେଖନ୍ତୁ...

ତାମିଲନାଡୁରେ ୪ ଦାଦନ ବନ୍ଧକ, ଉଦ୍ଧାର ପାଇଁ ଏତଲା ଦେଲେ ପରିବାର

ମଇଦଲପୁର/ନବରଙ୍ଗପୁର,: ନରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ବୁଟିଆଗୁଡା ଗାଁର ୪ ଦାଦନ ତାମିଲନାଡୁରେ ବନ୍ଧକ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରିବା ପାଇଁ ପରିବାର ଲୋକେ ମଇଦଲପୁର ଫାଣ୍ଡିରେ ଏତଲା ଦେଇଛନ୍ତି। ପାପଡାହାଣ୍ଡି ବ୍ଲକ ଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବୁଟିଆଗୁଡା…
ଅଧିକ ଖବର ଦେଖନ୍ତୁ...

କୋଷାଗୁମୁଡ଼ାରେ ଚାଷୀ ସମାବେଶ : କଂଗ୍ରେସ ଆସିଲେ ଝିଅଙ୍କୁ ମାଗଣାରେ ଉଚ୍ଚଶିକ୍ଷା

ନବରଙ୍ଗପୁର : ରାଜ୍ୟର ୭୦ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରୁଛନ୍ତି। ରାଜ୍ୟରେ ଅନୁସୂଚିିତ ଜାତି ଓ ଜନଜାତି ବର୍ଗର ସଂଖ୍ୟା ୪୦ ପ୍ରତିଶତ। ୬୫ ଭାଗ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ୮୫ ଲକ୍ଷ ଯୁବକ, ଯୁବତୀ ବେକାର। ୬୦ଲକ୍ଷ ଯୁବକ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି। ରାଜ୍ୟର…
ଅଧିକ ଖବର ଦେଖନ୍ତୁ...

ରୋଗୀ କହି ଘରେ ପଶିଲେ ଦୁର୍ବୃତ୍ତ : ଡାକ୍ତରଙ୍କ ତଣ୍ଟିରେ ଭୁଜାଲି ଲଗାଇ ଲୁଟ୍

ତେନ୍ତୁଳିଖୁଣ୍ଟି/ନବରଙ୍ଗପୁର : ରୋଗୀ କହି ଡାକ୍ତରଙ୍କ ଘରେ ପଶିଲେ। ତଣ୍ଟିରେ ଭୁଜାଲି ଲଗାଇ ୫ ଭରି ସୁନା, ମୋବାଇଲ ଓ ଟଙ୍କା ଲୁଟି ନେଲେ। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଅଞ୍ଚଳରେ ଗତକାଲି ରାତିରେ ଏମିତି ଗୋଟିଏ ଘଟଣା ଘଟିଛି। ଲୁଟ୍‌ର ଶିକାର ଇନ୍ଦ୍ରାବତୀ…
ଅଧିକ ଖବର ଦେଖନ୍ତୁ...

ପେସେଣ୍ଟ ନେଇ ଆସିଛୁ , ଡାକ୍ତର ସାର୍‌! ଶୀଘ୍ର କବାଟ ଖୋଲନ୍ତୁ: କବାଟ ଖୋଲିବା ପରେ ଅଧଘଣ୍ଟା ଭିତରେ କଳାକନା ବୁଲାଇ…

ନବରଙ୍ଗପୁର: ନବରଙ୍ଗପୁରର ଜଣେ ଡାକ୍ତରଙ୍କ ଘରେ ଲୁଟେରା କଳାକନା ବୁଲାଇ ଦେଇଛନ୍ତି । ୪ ଜଣ ଦୁର୍ବୃତ୍ତ ଭୁଜାଲି ଦେଖାଇ ଡାକ୍ତରଙ୍କ ଘରୁ ଟଙ୍କା, ସୁନା ଓ ମୋବାଇଲ ଲୁଟି ଫେରାର ହୋଇଯାଇଛନ୍ତି । ସମୟ - ରାତି ପ୍ରାୟ ୧୧ଟା ୩୦ । ଡାକ୍ତରଙ୍କ ଘର କବାଟ ବାଡେଇ କିଛି ଯୁବକ ସାର୍‌ ସାର୍‌…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର:ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍‌ ଗୁମିଧରା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ପରସ୍ପରକୁ ପ୍ରେମ କରୁଥିବା ସ୍ୱଳ୍ପ ବୟସର ପ୍ରେମିକପ୍ରେମିକା ଗାଁ କାଜୁ ଜଙ୍ଗଲରେ ବେକରେ ଫାଶି ଗାଇ ଆତ୍ମହତ୍ୟା କରିଛନ୍ତି। ଆଜି ଉଭୟଙ୍କ ଝୁଲନ୍ତା ମୃତଦେହ ଦେଖି ଗ୍ରାମବାସୀ ପୁଲିସକୁ…
ଅଧିକ ଖବର ଦେଖନ୍ତୁ...