ଅନୁସନ୍ଧାନ କରୁଥିବା ବର୍ଗ

ଜୀବନଚର୍ଯ୍ୟା

ରକ୍ତଚାପ ରୋଗୀଙ୍କପାଇଁ ଖୁବ୍‌ ଲାଭକାରୀ ଖଜୁରି

ଖଜୁରି ଏକ ମିଠା ଫଳ ହୋଇଥିବା ହେତୁ ଏହାକୁ କେତେକ ଲୋକ ନ ଖାଇବାକୁ ଭଲ ଭାବନ୍ତି। କେହି କେହି ଭାବନ୍ତି ଯେ ଏହାର ସେବନ କରିଲେ ମଧୁମେହର ଆଶଙ୍କା ରହିଛି। କିନ୍ତୁ ଏଥିରେ ଯେ ଅନେକ ସ୍ୱାସ୍ଥ୍ୟବର୍ଦ୍ଧକ ଗୁଣ ରହିଛି। ତାହା ବୋଧହୁଏ ଜାଣନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ଏହାର କିଛି ଲାଭ…
ଅଧିକ ଖବର ଦେଖନ୍ତୁ...

ଦାନ୍ତକୁ ବ୍ରସ୍‌ କଲାବେଳେ ରୁହନ୍ତୁ ସତର୍କ! ଆପଣାନ୍ତୁ ଏହି ସବୁ ଉପାୟ ଓ ସୁସ୍ଥ ରଖନ୍ତୁ ଆପଣଙ୍କ ଦାନ୍ତକୁ

ସାଧାରଣତଃ ପ୍ରତ୍ୟେକ ଦିନ ଆମେ ଦାନ୍ତ ଘଷିବା ସମୟରେ କିଛି ଭୁଲ୍‌ କରିବସୁ ଓ ଏହାଯୋଗୁଁ ଆମ ଦାନ୍ତୁକୁ ବହୁତ କିଛି କ୍ଷତି ସହିବାକୁ ପଡ଼ିଥାଏ। ତେବେ ଏହିସବୁ ଉପାୟରୁ ଜାଣନ୍ତୁ, କେମିତି ସାବଧାନ ରହି ବ୍ରସ୍‌ କରିବେ ଓ ଦାନ୍ତୁ ମଜବୁତ୍‌ ଓ ସୁସ୍ଥ ରଖିବେ.... ଜୋର୍‌ରେ ଚାପ ଦେଇ ବ୍ରସ୍‌…
ଅଧିକ ଖବର ଦେଖନ୍ତୁ...

ଏହା ବି ହୃଦ୍‌ରୋଗର କାରଣ !

ଆଜିକାଲି ଅନେକ ହୃଦ୍‌ରୋଗରେ ପୀଡିତ। କୁହାଯାଏ ଯେ ହୃଦ୍‌ଘାତ ,ଉଚ୍ଚ ଓ ନିମ୍ନ ରକ୍ତଚାପ ଆଦି ଅନୁବାଂଶିକ। କିନ୍ତୁ ବେଳେ ବେଳେ ଅନେକଙ୍କ କ୍ଷେତ୍ରରେ ତାହା ଠକ୍‌ ନୁହେଁ, ଏହାର ଅନ୍ୟାନ୍ୟ କାରଣ ବି ରହିଛି। ଏଥିମଧ୍ୟରୁ ଗୋଟିଏ ହେଲା ମାନସିକ ଉତ୍ତେଜନା । ମଣିଷ ବେଶୀ ଚାପରେ ରହିଲେ ବି…
ଅଧିକ ଖବର ଦେଖନ୍ତୁ...

ମନ ଦୁଃଖ ଅଛି, ଅସ୍ଥିର ଲାଗୁଛି ? ଅଙ୍ଗୁର ଖାଆନ୍ତୁ

ଗବେଷଣା ଅନୁସାରେ ଯଦି ଜଣେ ବ୍ୟକ୍ତି ତାହାର ନିୟମିତ ଖାଦ୍ୟରେ ଅଙ୍ଗୁର୍‌କୁ ସାମିଲ୍‌ କରେ, ତେବେ ଏହା ଉକ୍ତ ବ୍ୟକ୍ତିର ମାନସିକ ଅବସ୍ଥାକୁ ଏହା ସୁସ୍ଥ ରଖିଥାଏ। ଏହାବ୍ୟତୀତ ଅଙ୍ଗୁର ସେବନ ଯୋଗୁଁ ବି ବ୍ୟକ୍ତି ଅବସାଦ ଦାଉରୁ ରକ୍ଷା ପାଇଥାଏ। କାରଣ ଅଙ୍ଗୁର ମଣିଷ ଶରୀରରେ ଅନେକ ସକାରାତ୍ମକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆଜିର ରାଶିଫଳ

ମେଷ: ବନ୍ଧୁମାନଙ୍କ ସହିତ ବୁଝାମଣା ଠିକ୍‌ ରହିବ। ରାଜନୀତିରେ ସଫଳତା ପାଇବେ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ମହିଳାମାନେ ପରିଧାନଶୈଳୀ ପ୍ରତି ବିଶେଷ ଧ୍ୟାନ ଦେବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ। ବୃଷ: ସାରାଦିନ ଖୁସି ମନରେ ରହିବେ। ବନ୍ଧୁ ଓ…
ଅଧିକ ଖବର ଦେଖନ୍ତୁ...

ଏହି ଖାଦ୍ୟକୁ ଅରନ୍ଧା ଖାଆନ୍ତୁ; ମିଳିବ ଅଧିକ ପୋଷକ

ନୂଆଦିଲ୍ଲୀ : ତ୍ରୁଟିପୂର୍ଣ୍ଣ ଜୀବନଶୈଳୀ ଏବଂ ଖାଦ୍ୟପେୟ ପାଇଁ ସାଧାରଣତଃ ଲୋକ ଅନେକ ଅସୁବିଧାର ସମ୍ମୁଖୀନ କରିଥାନ୍ତି । ଆଜିକାଲି ଯୁବପିଢ଼ି ନିଜ ଓଜନ କମ କରିବା ପାଇଁ ଡ଼ାଏଟିଂ କରିବା , ଜିମ୍‌ ଯାଇ ବ୍ୟାୟାମ କରିବା ଆଦି ଅନେକ ଉପାୟ କରିଥାନ୍ତି । ତେବେ ଆପଣ ଜାଣିଛନ୍ତି କି ଆମେ ଦୈନନ୍ଦିନ…
ଅଧିକ ଖବର ଦେଖନ୍ତୁ...

ଝିଅମାନଙ୍କ ସହ ଫ୍ଲର୍ଟ କରିବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି ୩ଟି ଭୁଲ

ଆଜିକାଲି ହୃଦୟ ଦେଇ ଭଲ ପାଇବା ଲୋକ ଆପଣଙ୍କୁ ବହୁତ କମ ମିଳିବେ । ସମୟ ସହ ଯୁବକ-ଯୁବତୀମାନଙ୍କର ମନ ମଧ୍ୟ ବଦଳି ଗଲାଣି । ହୃଦୟ ଭାଙ୍ଗିବା ଡ଼ରରେ କେହି ବି ହୃଦୟ ଦେଇ ଭଲ ପାଇବାକୁ ଚାହୁଁ ନାହାନ୍ତି । ଆଜିକାଲି ସମସ୍ତଙ୍କ ମନରେ ବିପରୀତ ଲିଙ୍ଗକୁ ଭଲ ପାଇବା ଅପେକ୍ଷା ତାଙ୍କ ସହ ଫ୍ଲର୍ଟ…
ଅଧିକ ଖବର ଦେଖନ୍ତୁ...

ଲିଭର୍‌କୁ ସୁସ୍ଥ ରଖିବା ପାଇଁ ଏହି ସବୁ ଅଭ୍ୟାସ ତୁରନ୍ତ ଛାଡ଼ନ୍ତୁ

ଅଧିକ ମାତ୍ରାରେ ଚିନି ଖାଆନ୍ତୁ ନାହିଁ: ଲିଭର ଶର୍କରାକୁ ଚର୍ବିରେ ବଦଳାଇବାରେ କାମ କରେ। ଅଧିକ ମାତ୍ରାରେ ଚିନି ଖାଇଲେ ଲିଭର ଉପରେ କାମର ଚାପ ବଢ଼ିଯାଏ ଓ ଅଧିକ ଚର୍ବି ଲିଭର୍‌ରେ ଜମା ହୋଇଥାଏ। ଏହାଯୋଗୁଁ ଲିଭର ଖରାପ ହୋଇପାରେ। ମେଡିସିନ୍‌ ଠିକ୍‌ ପରିମାଣରେ…
ଅଧିକ ଖବର ଦେଖନ୍ତୁ...

ଏଣିକି ଅଣ୍ଟା ଓ ଜଙ୍ଘର ଆକାର ଦେଖି ମଧୁମେହର ଶିକାର ହୋଇଛନ୍ତି କି ନାହିଁ ଘରେ ବସି ଜାଣି ପାରିବେ

ନୂଆଦିଲ୍ଲୀ: ଆଜିକା ସମୟରେ ଅନେକଙ୍କ କ୍ଷେତ୍ରରେ ମଧୁମେହ ରୋଗ ଦେଖା ଦେଲାଣି। ତେବେ ଏପରି ପରିସ୍ଥିତିରେ ଆପଣଙ୍କ ମଧୁମେହ ରୋଗର ଶିକାର ହୋଇଛନ୍ତି କି ନାହିଁ ଯଦି ଜାଣିବାକୁ ଚାହୁଁଛନ୍ତି, କିନ୍ତୁ ଡାକ୍ତରଖାନା ଯିବାକୁ କୁଣ୍ଠାବୋଧ କରୁଛନ୍ତି। ତେବେ ନିଜ ଶରୀର ଅଣ୍ଟା ଓ ଜଙ୍ଘର ଆକାରକୁ ଦେଖି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆଜିର ରାଶିଫଳ

ମେଷ: ମାନସିକ ଦୃଷ୍ଟିରୁ ଆପଣ ଅଶାନ୍ତି ମୁକ୍ତ ରହିବେ। ଯିବାକୁ ଥିବା ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ହେବ। ଅଫିସ୍‌ରେ ଆପଣଙ୍କ ପରାମର୍ଶକୁ ସମସ୍ତେ ଆଦର କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ। ବୃଷ: ଆପଣଙ୍କ ପ୍ରୟାସ ବଢ଼ିଆ ପ୍ରମାଣିତ ହେବ। ବିଦେଶ ଯିବାର…
ଅଧିକ ଖବର ଦେଖନ୍ତୁ...