ଆଜି ବି ବଞ୍ଚିଛି ଆଦିବାସୀଙ୍କ ପ୍ରାଚୀନ ପରମ୍ପରା ଧରଣୀ ପେନୁ ପୂଜା

ଘୁ.ଉଦୟଗିରି: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଅଧିବାସୀଙ୍କ ପାଇଁ ପ୍ରକୃତି ହେଉଛି ପ୍ରଥମ ପୂଜ୍ୟ। ଏହି ଅବସରରେ ସ୍ଥାନୀୟ ପରିଷଦ ଅନ୍ତର୍ଗତ କନବାଗେରି ଗ୍ରାମର ଆଦିବାସୀ ବା କନ୍ଧ ସମ୍ପ୍ରଦାୟର ମହିଳା ପୁରୁଷ, ବୃଦ୍ଧ ବୃଦ୍ଧା, ଯୁବକ ଯୁବତୀ ନିଜ ସମ୍ପ୍ରଦାୟ ତରଫରୁ ନିଜ ଗାଁ ଜଙ୍ଗଲରେ…

ରାଇରଙ୍ଗପୁରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବାମନଘାଟି ଉପଖଣ୍ଡ ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ସରୋଜ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାଇରଙ୍ଗପୁରସ୍ଥିତ କଚେରୀ ପଡିଆଠାରେ ଦଶମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଜଙ୍ଗଲ,…

୫୦୦ ଲିଟର ଦେଶୀ ମଦ ସହିତ ପିକଅପ୍ ଜବତ, ୨ ଗିରଫ 

ଭଦ୍ରକ: ଅବକାରୀ ଅଧୀକ୍ଷକ ନରୋତ୍ତମ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ନିରୀକ୍ଷକ ସୁଶ୍ରୀ ସଂଗୀତା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ଭଦ୍ରକ ଭ୍ରାମ୍ୟମାଣ ୟୁନିଟ୍ ପକ୍ଷରୁ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆରଡ଼ି ଛକ…

ଉତ୍ତମ ସ୍ୱାସ୍ଥ୍ୟ ଏବଂ ମାନସିକ ଶାନ୍ତି ପାଇଁ ଦୈନନ୍ଦିନ ଯୋଗ କରିବାକୁ ନେଲେ ଶପଥ

ଘୁ.ଉଦୟଗିରି: ଅନ୍ତର୍ଜାତୀୟ ଯୋଗ ଦିବସରେ ଘୁ.ଉଦୟଗିରି ପତଞ୍ଜଳି ଯୋଗ ସମିତି, ଏନଏସି, ବ୍ଲକ ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଯୋଗ ଶିବିର ଆୟୋଜନ ହୋଇଛି। ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତାକୁ ଉପଲବ୍ଧ କରି ଦୈନିକ ଯୋଗ, ପ୍ରାଣାୟାମ, ଧ୍ୟାନକୁ ଦୈନନ୍ଦିନ ଜୀବନରେ ଏହାକୁ…

‘ସ୍କୁଲ ଅଫ୍‌ ଇଞ୍ଜିନିୟରିଂ’ ବିଭାଗରେ ନାମଲେଖା ଲାଗି ଜୁନ୍ ୨୨ରୁ ଅନଲାଇନ ଆବେଦନ

ଭୁବନେଶ୍ୱର: ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଶିଳ୍ପ ସଂସ୍ଥା ଲାଗି ଦକ୍ଷ ଯୁବପିଢ଼ିଙ୍କର ଚାହିଦା ରହିଛି। ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଭୁବନେଶ୍ୱରଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ବର୍ଷିକିଆ ଆଡଭାନ୍ସଡ୍…

ଆର୍‌ଜିଏଚ୍‌ ଦୁର୍ନୀତିର ତଥ୍ୟ ମାଗିଲେ ବିଧାୟକ: କାର୍ଯ୍ୟାନୁଷ୍ଠାନ ପାଇଁ ଏଡିଏମ୍‌ ଓ ଆର୍‌ଜିଏଚ୍‌ ନିର୍ଦ୍ଦେଶକଙ୍କୁ…

ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ର ବିଭିନ୍ନ ବିଭାଗରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ହୋଇଛି। ତଦନ୍ତ ପରେ ନିର୍ଦ୍ଦେଶକ ଏହା ଜାଣିବାକୁ ପାଇଛନ୍ତି। ଏଥିରେ ଡାକ୍ତରଖାନା ମ୍ୟାନେଜର ଓ ଅନ୍ୟ କିଛି ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି। ନିକଟରେ…

ରାତି ପାହିଲେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ସ୍ନାନବେଦୀରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୁରତି

ପୁରୀ: ରାତି ପାହିଲେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ସ୍ନାନବେଦୀରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୁରତି। ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀ ଚଳଚଂଚଳ ହୋଇଉଠିଛି। ଦେଶ-ବିଦେଶରୁ ଭକ୍ତମାନଙ୍କର ଆଗମନ ହୋଇଛି। ପୁରୀରେ ଗହଳି ଲାଗିଛି। ପୂର୍ବାହ୍ନଣ ଓ ମଧ୍ୟାହ୍ନରେ ବିଭିନ୍ନ ନୀତିକାନ୍ତି ପରେ…

ବସ୍ ସମୟ ନିର୍ଘଣ୍ଟକୁ ଗଣ୍ଡଗୋଳ: ବାରିପଦା ବସ୍‌ଷ୍ଟାଣ୍ଡରେ ବୁଲିଲା ଖଣ୍ଡା, ୫ ଆହତ

ବାରିପଦା: ବସ୍ ସମୟ ନିର୍ଘଣ୍ଟକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ବାରିପଦା ବସ୍‌ଷ୍ଟାଣ୍ଡରେ ତୁମୁଳକାଣ୍ଡ ଦେଖିବାକୁ ମିଳିଛି। ଖଣ୍ଡା ଚୋଟରେ ୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ୩ ଜଣ ଆକ୍ରମଣକାରୀଙ୍କ ଉଠାଇ ନେଇ ଥାନାରେ ପଚରାଉଚରା…

ବିନା ଅନୁମତିରେ ଅନୁପସ୍ଥିତି: ସହକାରୀ ଶିକ୍ଷକ ଓ ପିଅନଙ୍କ ଦରମା ବନ୍ଦ

ସୁନ୍ଦରଗଡ଼: ବିନା ଅନୁମତିରେ ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବା ଶିକ୍ଷକ, କର୍ମଚାରୀ ଏଣିକି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। ଏନେଇ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ଶୁକ୍ରବାର ଅଧିକାରୀ ଶ୍ରୀ ପଧାନ ସବଡେଗା ବ୍ଲକ୍…

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିବାର ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ସନ୍ତାନଙ୍କ ସଫଳତା ପାଇଁ ଆପଣଙ୍କୁ ଖୁସି ମିଳିବ। ଛାତ୍ରଙ୍କୁ ନୂଆ ପ୍ରୋଜେକ୍ଟରେ କାମ କରିବେ। ବୃଷ: ଅଧିକ ପରିଶ୍ରମ କଲେ ଜରୁରୀ କାମର ସଂପୂର୍ଣ୍ଣ ହୋଇଯିବ। ଡାକ୍ତରଙ୍କର ଖ୍ୟାତି ସୁଦୂରପ୍ରସାରୀ ହେବ। ପ୍ରେମିକ ପ୍ରେମିକାଙ୍କ…