ଫାଇନାଲ୍ରେ ପ୍ରବେଶ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ, ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳର ଭାଙ୍ଗିଗଲାଣି ସବୁ ବଳ। ଚଳିତ ଆଇସିସି ମହିଳା ଦିନିକିଆ ବିଶ୍ବକପ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରତିଶୋଧମୂଳକ ବିଜୟ ସହ ଫାଇନାଲ୍ରେ ପ୍ରବେଶ କରିଛି ଭାରତୀୟ ଦଳ। ସାତ ଥର ବିଜେତା ଅଷ୍ଟ୍ରେଲିଆକୁ ୫ ୱିକେଟ୍ରେ ହରାଇ ଭାରତ ତୃତୀୟ ଥର ପାଇଁ ଫାଇନାଲ୍ ଖେଳିବାକୁ ଯାଉଛି। ଏହାକୁ ନେଇ ଆମର ଆଜିର କାର୍ଟୁନ। ଦିହକୁ ନେବେନି।
ଅଧିକ ପଢ଼ନ୍ତୁ: ଯେବେ ପ୍ରତିଶ୍ରୁତି ମିଛ ଥାଏ, ସେବେ ନେତାଙ୍କ କଥାରେ ନଥା ନଥାଏ... ଏଠି ପ୍ରସଙ୍ଗ ଗୋଟେ- ପ୍ରତିଶ୍ରୁତି ଭିନ୍ନ, ନେତାଏ କରନ୍ତି ଖାଲି ପବନ
ଅଧିକ ପଢ଼ନ୍ତୁ: ଓଡ଼ିଆଙ୍କୁ କି ଡରେଇବ ବାତ୍ୟା, ବାତ୍ୟାର ବି ଆମେ କରି ପାରୁ ହତ୍ୟା...!
ଅଧିକ ପଢ଼ନ୍ତୁ: ଦୁର୍ନୀତି ଗାଦି ଉପରେ ବସି ଦୁର୍ନୀତି ନିବାରଣ ସପ୍ତାହ ପାଳନ !
ଅଧିକ ପଢ଼ନ୍ତୁ: ବାତ୍ୟା ଦାଉରୁ ପଛେ ବଞ୍ଚିଯିବା; ଖାଇବା ନପାଇ କିନ୍ତୁ ନିଶ୍ଚୟ ମରିବା...!
Follow Us